csstore

କଞ୍ଚନେଶ୍ୱର ମହାଦେବଙ୍କ ଚଡ଼କ ଯାତ୍ରା ଉଦ୍‌ଯାପିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ୍ ଅନ୍ତର୍ଗତ ନୟାପାଲି ଗ୍ରାମରେ ବାବା କଞ୍ଚନେଶ୍ୱର ମହାଦେବଙ୍କ ମହାପବିତ୍ର ଚଡ଼କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ତେର ଜଣ ଭକ୍ତ ଉପବାସ ବ୍ରତ ଧାରଣ କରି ତେର ଦିନପରେ କୁଣ୍ଡ ପୋଖରୀ ନିକଟରୁ ବାହାରି ହାକାଣ୍ଡ ପୋଖରୀରେ ପାଟ ଉତ୍ସବ ପାଳନ କରିଥିଲେ ଏବଂ ବିରାଟ ଶୋଭାଯାତ୍ରାରେ ରୋସଣି କରି ପୁଣି ବାବା କଞ୍ଚନେଶ୍ୱର ମନ୍ଦିର ନିକଟରେ ପହଞ୍ଚିଥିଲେ । ଏଥିରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶ ପାଟ ଉତ୍ସବକୁ ସରଗରମ କରିଥିଲା ।

jayashree
Leave A Reply

Your email address will not be published.