pakka

ଦେଓଗାଁ ବ୍ଲକ ଆଞ୍ଚଳିକ କୈବର୍ତ୍ତ ସମାଜର ନୂତନ କର୍ମକର୍ତ୍ତା ଗଠିତ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ନିଶିଗୁଡ଼ିଠାରେ ଦେଓଗାଁ ବ୍ଲକ ଆଞ୍ଚଳିକ କୈବର୍ତ୍ତ ସମାଜର ନୂତନ କର୍ମକର୍ତ୍ତା ଗଠିତ ହୋଇଯାଇଛି । ରୁଦ୍ରକଳା ଛତ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଭାପତି ଭାବେ ପର୍ଶୁରାମ ସେଠ, ସମ୍ପାଦକ ଭାବେ ପ୍ରଶାନ୍ତ ପତ୍ରୀମାଳୀ ଏବଂ କୋଷାଧ୍ୟକ୍ଷ ଭାବେ ଭେଳାଧର ଛତ୍ରିଆଙ୍କୁ ମନୋନୀତ କରାଯାଇଥିଲା । ଶେଷରେ ଶ୍ରୀଯୁକ୍ତ ଛତ୍ରିଆ ଧନ୍ୟବାଦ ଦେଇଥିଲେ ।

jay balangir
Leave A Reply

Your email address will not be published.

six − four =

error: Content is protected !!