କିଡ୍‌ନୀ ରୋଗ ପ୍ରତି ସଚେତନତା ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କିଡ୍‌ନୀ ରୋଗରୁ ଦୂରେଇ ରହିବା ପାଇଁ କେତେକ ସଚେତନତା ବାର୍ତ୍ତା ନିମ୍ନରେ ଦିଆଗଲା :

  • କିଡ୍‌ନୀ ରୋଗରୁ ରକ୍ଷା ପାଇବା ପାଇଁ ଲୁଣ, ତେଲମସଲା ଓ ଆମୀଷ ଖାଦ୍ୟ କମ୍‌ ଖାଆନ୍ତୁ ।
  • ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।
  • ପାଣିକୁ ଫୁଟାଇ ଛାଣି ପିଅନ୍ତୁ ।
  • କୀଟନାଶକ ବ୍ୟବହାର ବେଳେ ସତର୍କତା ଅବଲମ୍ବନ କରନ୍ତୁ ।
Leave A Reply

Your email address will not be published.