ଆଦିବାସୀ ପଡିଆରେ ଆୟୋଜିତ ଆଦିବାସୀ ମେଳା-୨୦୨୩

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ୟୁନିଟ୍-୧ ଆଦିବାସୀ ପଡିଆରେ ଆୟୋଜିତ ଆଦିବାସୀ ମେଳା-୨୦୨୩ ପରିଦର୍ଶନ କରି ଜନଜାତିଙ୍କ ମହାନ୍ ସାମାଜିକ ଜୀବନର ଝଲକ ପ୍ରାପ୍ତ କରନ୍ତୁ । ଏହି ମେଳାରେ ମହୁ, ହଳଦୀ, ମାଣ୍ଡିଆ, ଝୁଣା, ମୁଗ, ବିରି, ପାଳୁଅ, ବାସନା ଚାଉଳ, ଫୁଲ ଝାଡୁ, ସବାଇ ଘାସ ନିର୍ମିତ ସାମଗ୍ରୀ ଇତ୍ୟାଦିର ବିକ୍ରି ତଥା ପ୍ରଦର୍ଶନ କରାଯାଉଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.