csstore

ବଲାଙ୍ଗିର ଆର୍‌ଟିଓ ଛକ ନିକଟସ୍ଥ ଶ୍ମଶାନଘାଟକୁ ପୌର ପରିଷଦର ଅଧିକାରୀମାନଙ୍କ ସହ ପରିଦର୍ଶନ କଲେ ପୌର ଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଆର୍‌ଟିଓ ଛକ ନିକଟସ୍ଥ ଶ୍ମଶାନଘାଟକୁ ପୌର ପରିଷଦର ଅଧିକାରୀମାନଙ୍କ ସହ ପରିଦର୍ଶନ କରିଛନ୍ତି ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ତେବେ ଏହି ଶ୍ମଶାନଘାଟ ୧.୨କୋଟି ବ୍ୟୟରେ ନିର୍ମିତ ହେଇଥିବା ବେଳେ ଏଠାରେ ଶବଦାହ କରିବା ପାଇଁ ସମସ୍ତ ଉନ୍ନତ ମାନର ବ୍ୟବସ୍ଥା କରାଯାଇଛି ଏବଂ ଏହାର କାନ୍ଥ ଗୁଡ଼ିକରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଛବି ଅଙ୍କା ଯାଇଥିବା ସହ ମହାଦେବଙ୍କ ଚିତ୍ର କରାଯାଇଛି । ତେବେ ଏହା ଆସନ୍ତା ୨୫ ତାରିଖରେ ଉଦ୍‌ଘାଟନ ହେବାକୁ ଥିବା ବେଳେ ଏଠାରେ ସର୍ବସାଧାରଣ ଶବଦାହ କରି ପାରିବେ ବୋଲି ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ କହିଛନ୍ତି ।

jayashree
Leave A Reply

Your email address will not be published.