csstore

୧୮ଦଫା ଦାବୀ ନେଇ ତହସିଲଦାରଙ୍କୁ ଭେଟିଲା ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ତହସିଲ ଠାରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଶାଖା ତରଫରୁ ଆଦିବାସୀଙ୍କ ଜଙ୍ଗଲ, ଜମି, ଆଦିବାସୀଙ୍କୁ ହିନ୍ଦୁକରଣ ବନ୍ଦ କରିବା, ୫ମ ଅନୁଛେଦ ଲାଗୁ କରିବା, ଆଗାମୀ ଜନଗଣନାରେ ଆଦିବାସୀଙ୍କ ପାଇଁ ଅଲଗା ଧର୍ମ କୋଡ ବ୍ୟବହାର କରିବା ଇତ୍ୟାଦି ୧୮ ଦଫା ଦାବୀ ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଅନୁପସ୍ଥିତିରେ ବରିଷ୍ଠ କିରାଣୀଙ୍କୁ ପ୍ରଦାନ କରଯାଇଥିଲା । ଏଥିରେ ବଲାଙ୍ଗିର ଜିଲ୍ଲା ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସଭାପତି ଖୁସିରାମ ଜାନି, ରାଜିନ୍ଦ୍ର ଭୋଇ, ଛାତ୍ର ସଂଘ ସଭାପତି ସୁଶାନ୍ତ ଭୋଇ, ବେରୋଜଗାର ମୋର୍ଚ୍ଚା ସଭାପତି ବାସୁଦେବ ପ୍ରଧାନୀ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.