oom

ରକ୍ତଦାନ ଶିବିର ଅନୁଷ୍ଠିତ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ ବିଧାନସଭାର ସବୁଠାରୁ ବଡ ଗାଁ କଟାପାଲି ଠାରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସଂପର୍କ ସ୍ୱେଚ୍ଛାସେବୀ ସଂଘ ଓ କଟାପାଲି ଯୁବଗୋଷ୍ଠୀର ମିଳିତ ସହଯୋଗରେ ଅନୁଷ୍ଠାନର ସଂଯୋଜକ ରୋସନ ସାହୁଙ୍କ ସଂଯୋଜନାରେ ସଂଘର ସମ୍ପାଦକ ଶାନ୍ତନୁ ସାହୁଙ୍କ ଉପସ୍ଥିତିରେ ଷଷ୍ଠ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛିି । ଏହି ରକ୍ତଦାନ ଶିବିରକୁ ଗାଁର ପୂର୍ବତନ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ସାହୁ ଫିତା କାଟି ଉଦଘାଟନ କରିଥିଲେି । ସମୁଦାୟ ୨୬ ୟୁନିଟ ରକ୍ତ ସଂଗୃହିତ ହୋଇଥିଲାି । ଅନୁଷ୍ଠାନର ସକ୍ରିୟ ସଦସ୍ୟ ଅବନୀ କାନ୍ତ ପଣ୍ଡା, ବାବୁଲୁ ସାହୁ, ବିକାଶ ସାହୁ, ଡାକ୍ତର ସାହୁ, ଶ୍ରୀକାନ୍ତ ସାହୁ, ଗୋବର୍ଦ୍ଧନ ସାହୁ, ନନ୍ଦିଘୋଷ ମହାପାତ୍ର, ଘନଶ୍ୟାମ ଦାଶ, ଲିଙ୍ଗ ସାହୁ, ପରଖିତ ଛତର, ଡାକ୍ତର ସାହୁ, ନରେଶ ପଧାନ, ସଂଜୀବ ଗୋଛାୟତ, ରମାକାନ୍ତ ବେହେରା, ସତୀଶ ସାହୁ, ଜୟପ୍ରକାଷ ସାହୁ, ନରେଶ ମହାନନ୍ଦ, ଭଲ ସାହୁ, ଶତ୍ରୁଘନ ମହାନା, ଭଏରବ ମହାପାତ୍ର, ଆଲୋକ ଖମାରି ଯୋଗଦାନ କରି ସ୍ବେଛାକୃତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେି । କଟାପାଲିର ବିପିନି ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନତାରେ ଶିବିର ପରିଚାଳିତ ହୋଇଥିଲାି । ସମସ୍ତ ସ୍ଵେଛାକୃତ ରକ୍ତଦାତା ମାନଙ୍କୁ ସଂପର୍କ ସ୍ବେଛାସେବୀ ସଂଘ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଦେଇଥିଲେି ।

jittmm
Leave A Reply

Your email address will not be published.