ମାଲପଡାରେ ଦୁଇ କୁଖ୍ୟାତ ଅପରାଧୀଙ୍କୁ ସିନ ରିକ୍ରିଏସନ କଲା ଟାଉନ ପୋଲିସ ଓଡିଶା By Koshala Prabaha On Sunday 4th December 2022, 12:07 pm town police Share ବଲାଙ୍ଗିର, (କେପିଏନ୍ଏସ୍) : ବେଆଇନ ଭାବେ ସହରରେ ବନ୍ଧୁକ ଧରି ଧମକ ଚମକ କରୁଥିବା ମାମାଲାରେ ୨ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗିର ଟାଉନ ପୋଲିସ ଗିରଫ କରିଥିବା ବେଳେ ଗତ ରାତ୍ରୀରେ ଗିରଫ ଦୁଇ ଜଣ ଅଭିଯୁକ୍ତକୁ ସହରର ମାଲପଡା ଠାରେ ପୋଲିସ ସିନ ରିକ୍ରିଏସନ କରିଥିବା ଦେଖିବାକୁ ମିଳିଛି । balangir newsମାଲପଡାରେ ଦୁଇ କୁଖ୍ୟାତ ଅପରାଧୀଙ୍କୁ ସିନ ରିକ୍ରିଏସନ କଲା ଟାଉନ ପୋଲିସ