csstore

ପଛୁଆ ବର୍ଗ ମୋର୍ଚ୍ଚା ନେତୃତ୍ୱରେ ଜିଲ୍ଲା ବ୍ୟାପି ଭାରତ ବନ୍ଦ ଡାକରା

ନୂଆପଡା, (ନିରାକାର ମେହେର) : ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଅଧ୍ୟକ୍ଷ ଚୌଧୁରୀ ବିକାଶ ପଟେଲଙ୍କ ଆହ୍ୱାନ କ୍ରମେ ନୂଆପଡା ଜିଲ୍ଲା ପଛୁଆ ବର୍ଗ ମୋର୍ଚ୍ଚା ନେତୃତ୍ୱରେ ଗତକାଲି ଜିଲ୍ଲା ବ୍ୟାପି ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବର୍ଷରେ ପଛୁଆ ବର୍ଗ ଲୋକଙ୍କ ଜାତିଭିତ୍ତିକ ଜନଗଣନା କରାଯାଉ, ପଛୁଆ ବର୍ଗ ଲୋକଙ୍କୁ ୫୨ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରାଯାଉ, ବେସରକାରୀ ସ୍ତରରେ ସହିତ ଏମ୍‌ଏସ୍‌ପି ନିଶ୍ଚିତ କରିବା ଆଇନ ଲାଗୁ କରାଯାଉ, ଏଥିସହ ଇଭିଏମ୍‌ ଦ୍ୱାରା ନିର୍ବାଚନ ବନ୍ଦ କରାଯାଉ । ଏଭଳି ୧୧ ଦଫା ଦାବୀ ପୂରଣ ନେଇ ଭାରତ ବନ୍ଦ ଡାକରା ଦେଆଯାଇଥିଲା ।

jayashree
Leave A Reply

Your email address will not be published.