jayashree

ଶାନ୍ତିପଡା ଶିବ ମନ୍ଦିରରୁ ଚୋରି କଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶାନ୍ତିପଡା ସ୍ଥିତ ଶିବ ମନ୍ଦିରରୁ ଚୋରି ହୋଇଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତର ରାତ୍ରୀରେ ଚୋର ମାନେ ମନ୍ଦିରର କବାଟର ତାଲା ଭାଙ୍ଗି ଭିତରେ ଥିବା ଦାନବାକ୍ସ ସହ ବିଭିନ୍ନ ସାମାଗ୍ରୀ ଚୋରି କରି ନେଇଛନ୍ତି । ଏହାକୁ ନେଇ ବଲାଙ୍ଗିର ଟାଉନ ଥାନାରେ ମଧ୍ୟ ଅଭିଯୋଗ ହୋଇଥିବା ବେଳେ ଖବର ଲେଖା ହେବା ଯୋଏଁ ପୋଲିସ ଘଟଣାସ୍ଥଳରେ ପହଂଚି ନଥିବା ଜଣାପଡିଛି ।

Leave A Reply

Your email address will not be published.