pakka

ବଲାଙ୍ଗିର ଅବକାରୀ ବିଭାଗର ଚଢାଉ : ୮ କିଲୋ ଗଂଜେଇ ଜବତ ସହ ୨ ଗିରଫ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଛନଛଡା ଗ୍ରାମରେ ବଲାଙ୍ଗିର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୮ କିଲୋ ଗଂଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିବା ଖବର ମିଳିଛି । ସୂଚନା ଅନୁସାରେ କୌଣସି ସୂତ୍ରରୁ ବେଆଇନ ଭାବରେ ଗଂଜେଇ ଚୋରାଚାଲାଣ ହେଉଥିବା ନେଇ ଖବର ପାଇ ବଲାଙ୍ଗିର ଅବକାରୀର ଏକ ସ୍ପେସାଲ ଟିମ ଛନଛଡା ଗ୍ରାମରେ ଚଢାଉ କରିଥିଲା । ତେବେ ଚଢାଉ ସମୟରେ ୮ କିଲୋ ଗଂଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

1 × two =