କେନ୍ଦୁଝର ଜିଲ୍ଲାରେ ସଫଳ ପରିକ୍ରମା କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେନ୍ଦୁଝର ଜିଲ୍ଲାରେ ଅହିଂସା ରଥ ସଫଳ ପରିକ୍ରମା କରିଛି । ଗତକାଲି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅହିଂସା ରଥକୁ ସ୍ୱାଗତ କରାଯାଇଥିବା ବେଳେ ଆନନ୍ଦପୁର ପୌରାଞ୍ଚଳରେ ଛାତ୍ରଛାତ୍ରୀଙ୍କ ବିଶାଳ ପଦଯାତ୍ରା ଦେଖିବାକୁ ମିଳିଥିଲା । ଆଜି ଦୁଇଟି ରଥ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!