୧୩ଟି ଗ୍ରାମର ମୁଖିଆ ପାଳନ କଲେ ୭୬ତମ ସ୍ଵାଧୀନତା ଦିବସ

ମୋହନା : ଇଷ୍ଟ ଇଣ୍ଡିଆନ ବାପଟିଷ୍ଟ ଆସୋସିଏସନ୍‌ ଅନୁଷ୍ଠାନର ୧୩ ଖଣ୍ଡ ଗାଁର ମୁଖିଆମାନେ ଏକତ୍ରିତ ହୋଇ ଦେଶର ୭୬ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଇଷ୍ଟଇଣ୍ଡିଆନ ବାପଟିଷ୍ଟ ଆସୋସିଏସନର ସଭାପତି ପାଳକ ବିଏସ୍ ରାଇକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ । ଏହି କାର୍ୟ୍ୟକ୍ରମରେ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ସ୍ୱାଧୀନତା ସମ୍ପର୍କରେ ଭାଷଣ ଦେଇଥିଲେ ।

Leave A Reply

Your email address will not be published.