ମହଙ୍ଗା ପଡିଲା ନକଲି ସାର୍ଟିଫିକେଟରେ ନାମଲେଖା : ବିଜେବିର ୩ ଛାତ୍ରଛାତ୍ରୀଙ୍କ ନାମଲେଖା ବାତିଲ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନକଲି ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ନାମ ଲେଖାଇଥିବା ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅଭିଯୁକ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ବାତିଲ ନେଇ ସାମସ୍‌ ପୋର୍ଟାଲରେ ଅପଡେଟ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତକାଲି ଓକାକ୍‌ ମହାପ୍ରବନ୍ଧକଙ୍କୁ ସୁପାରିସ୍‌ କରାଯାଇଛି ।

Leave A Reply

Your email address will not be published.