ଟ୍ରେଡ୍ ଲାଇସେନ୍ସ ଆବେଦନ କରିବା ଏବେ ଆହୁରି ସହଜ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଟ୍ରେଡ୍ ଲାଇସେନ୍ସ ଆବେଦନ କରିବା ଏବେ ଆହୁରି ସହଜ ହୋଇଛି । ଅନଲାଇନ୍‌ରେ http://bhubaneswar.me ପୋର୍ଟାଲ ମାଧ୍ୟମରେ ସରଳ ଉପାୟରେ ନୂତନ ଲାଇସେନ୍ସ ଆବେଦନ ତଥା ରିନ୍ୟୁ ମଧ୍ୟ କରି ପାରିବେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.