Daily Archives

ୟୁଜିସି ବିଲ୍‌ ବିରୋଧରେ ବ୍ରାହ୍ମଣ ସମାଜର ଦାବୀପତ୍ର

ଜୟପାଟଣା, (ଶେଷଦେବ ବେହେରା) : କେନ୍ଦ୍ର ସରକାରଙ୍କ ପ୍ରଣୀତ ନୂତନ ୟୁଜିସି ବିଲକୁ ବିରୋଧ କରି ଜୟପାଟଣା ଆଞ୍ଚଳିକ ବ୍ରାହ୍ମଣ ସମାଜ ନିଜର ବିରୋଧ ପ୍ରକାଶ କରିବା ସହ ଜୟପାଟଣା କିଶୋରପଡା ସ୍ଥିତ ରାସମଣ୍ଡପ ପରିସରରେ ଏକ ପ୍ରତିବାଦ ସଭା ଆୟୋଜନ କରଯାଇଥିଲା । ସେଠାରୁ ସମସ୍ତେ ଏକ ପଟୁଆରରେ…
Read More...

ଚତୁର୍ଥ ଏମ୍‌ଆଇଏଲ୍ ଫୁଟବଲ ଚାମ୍ପିଅନସିପ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଡ଼ମାଲସ୍ଥିତ ଗୋଳାବାରୁଦ କାରଖାନା ପରିସରରେ ଆରମ୍ଭ ହୋଇଛି ଚତୁର୍ଥ ଏମ୍‌ଆଇଏଲ୍ ଫୁଟବଲ ଚାମ୍ପିଅନସିପ। ଏହି ପ୍ରତିଯୋଗିତାକୁ କାରଖାନାର ମୁଖ୍ୟ ମହାପ୍ରବନ୍ଧକ ବିଭୂତି ଭୂଷଣ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏହି…
Read More...

ରାଣ୍ଟୋ ଉପକେନ୍ଦ୍ରର ନୂତନ କର୍ମକର୍ତ୍ତା ଚୟନ, ପୁରୁନ୍ଦର ସଭାପତି ଓ ଟିକେଶ୍ୱର ସମ୍ପାଦକ

ରାଉରକେଲା, (କେପିଏନ୍‌ଏସ୍‌) : ରାଣ୍ଟୋ ଉପକେନ୍ଦ୍ରର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ରବିବାର ସକାଳ ୧୦ଟାରେ ବିରଡ଼ାସ୍ଥିତ ଜନମଙ୍ଗଳ ହଲ୍‌ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପର୍ଯ୍ୟବେକ୍ଷକ ଜଗନ୍ନାଥ ତନ୍ତୀ ଓ ଜଗନ୍ନାଥ ଦଶଭୈୟାଙ୍କ ନେତୃତ୍ୱରେ ସର୍ବସମ୍ମତିକ୍ରମେ ନୂତନ…
Read More...

ଧୂମ୍‌ଧାମ୍‌ରେ ପାଳିତ ହେଲା ମା’ ଗଜଲକ୍ଷ୍ମୀଙ୍କ ପୂଜା

ଅଟୋ କଲୋନୀରେ ମା' ଗଜଲକ୍ଷ୍ମୀଙ୍କ ପୂଜା ୫୦ ବର୍ଷରେ ପଦାର୍ପଣ ରାଉରକେଲା, (କେପିଏନ୍‌ଏସ୍‌) : ଦକ୍ଷିଣ ରାଉରକେଲା ଅଟୋ କଲୋନୀ ମା' ଗଜଲକ୍ଷ୍ମୀଙ୍କ ପୂଜା ୫୦ ବର୍ଷରେ ପଦାର୍ପଣ କରିଛି । ଏହା ଏ ଅଂଚଳର ବହୁ ପୁରାତନ ପୂଜା, ଦୀର୍ଘ ବର୍ଷରୁ ବୟସ୍କ ଲୋକମାନେ ଏହି ପୂଜା କରି ଆସୁଥିଲେ ।…
Read More...

ଶିକ୍ଷକ ସୂର୍ଯ୍ୟନାରାୟଣ ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଶିକ୍ଷକ ତଥା କ୍ଲବପଡା ନିବାସୀ ସୂର୍ଯ୍ୟନାରାୟଣ ମିଶ୍ରଙ୍କ ଦେହାନ୍ତ ଘଟିଛି । ଦୀର୍ଘ ୪୦ ବର୍ଷର ଶିକ୍ଷକତା କରିବା ପରେ ବଲାଙ୍ଗିର ଜିଲ୍ଲା ଧୁବାଉଡାର ସ୍କୁଲରେ ପ୍ରଧାନ ଶିକ୍ଷକତା କରି ଚାକିର ଜୀବନରୁ ଅବସର ନେଇଥିଲେ । ମୃତ୍ୟୁ ସମୟରେ ତାଙ୍କୁ ୭୬…
Read More...

ବିଜେପି ପକ୍ଷରୁ “ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ” ପଦଯାତ୍ରା ଓ ଜନ ସମାବେଶ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବିଜେପି ମୟୂରଭଞ୍ଜ (ପୂର୍ବ) ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ସୋମବାର ଦିନ ଏଠାରେ ଏକ ବଡ଼ ଧରଣର "ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ" ପଦଯାତ୍ରା କରାଯିବା ସହ ଏହି ପ୍ରସଙ୍ଗକୁ ନେଇ ଏକ ବିଶାଳ ଜନ ସମାବେଶ ଆୟୋଜିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ଭାଗରୁ ଶହ…
Read More...

ବାତ୍ୟା, ବନ୍ୟାରେ ଉଜୁଡ଼ିଛି ଚାଷ : ଗଞ୍ଜାମ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଦାବି କଲା ଚାଷୀ ସଂଗଠନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଞ୍ଜାମ ଲଗାତାର ବାତ୍ୟା, ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର କୃଷି କ୍ଷେତ୍ର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହାର ପ୍ରଭାବରେ ହଜାର ହଜାର କୃଷକ ପରିବାର ଆର୍ଥିକ ଦୁର୍ଦ୍ଦଶା ଓ ଜୀବିକା ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଏଭଳି…
Read More...

ଭାରତଅକ୍ଷୟ ଶକ୍ତି ଶିଖର ସମ୍ମିଳନୀ ଓ ପ୍ରଦର୍ଶନୀ ୨୦୨୬’କୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

• ବିଶ୍ୱ ସଙ୍କଟକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରି୧୪୦ କୋଟି ଭାରତୀୟଗର୍ବ ଅନୁଭବ କରୁଛନ୍ତି, ଏବଂ ଏହି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତର ଅଭିବୃଦ୍ଧି ଦୃଢ଼ ରହିଛି: ପ୍ରଧାନମନ୍ତ୍ରୀ• ଶକ୍ତି ସୁରକ୍ଷାର ଭବିଷ୍ୟତ ସ୍ୱଚ୍ଛ ଶକ୍ତିରେ ନିହିତ: ପ୍ରଧାନମନ୍ତ୍ରୀ• ସୌର ବିପ୍ଳବର ଏହି ନୂତନ…
Read More...

ଏଫ୍ଆର୍‌ଆର୍‌ଓ ସମ୍ପ୍ରସାରଣ ମାଧ୍ୟମରେ ବିଦେଶୀ ନାଗରିକ ପରିଚାଳନା ବ୍ୟବସ୍ଥା ସୁଦୃଢ଼

୨୦୨୭ ସୁଦ୍ଧା ସବୁ ରାଜ୍ୟର ରାଜଧାନୀରେ ଏଫ୍ଆର୍ଆର୍ଓ ପ୍ରତିଷ୍ଠା କରିବାକୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶଦେଶରେ ଏଫ୍ଆର୍ଆର୍ଓ ସଂଖ୍ୟା ଏବେ ୨୦କୁ ବୃଦ୍ଧି ୫ ସହରରେ ନୂଆ ଏଫ୍ଆର୍‌ଆର୍‌ଓ କାର୍ଯ୍ୟାଳୟ ପ୍ରତିଷ୍ଠା, ଭୁବନେଶ୍ୱର ସମେତ ଆଉ ୩ ସ୍ଥାନରେ ଘୋଷଣା ନୂଆଦିଲ୍ଲୀ, (ପିଆଇବି) :…
Read More...

୩ ନଭେମ୍ବରରେ ପ୍ରାୟ ୨୧,୮୦୦ କୋଟି ଟଙ୍କା ମୂଲ୍ୟର ପୁଣେ ମେଟ୍ରୋ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ…

୮,୩୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ପୁଣେ ମେଟ୍ରୋର ଲାଇନ୍-୩ (ପିଙ୍କ୍ ଲାଇନ୍) ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ହିଞ୍ଜେୱାଡି ଆଇଟି ହବ୍ ଏବଂ ଶିବାଜୀନଗର ମଧ୍ୟରେ ମେଟ୍ରୋ ସଂଯୋଗ ଯୋଗାଇବ ପିଙ୍କ୍ ଲାଇନ୍ ପୁଣେ ମେଟ୍ରୋ ଲାଇନ୍-୩ର ପରିଚାଳନା ସମ୍ପୂର୍ଣ୍ଣ ଭାବେ ମହିଳା…
Read More...