Monthly Archives

October 2026

ରାଉରକେଲାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମାସିକ ସାରସ୍ୱତ ସମାବେଶ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମହାନଗର ଅନ୍ତର୍ଗତ ମାଧବ ନଗର ଶାଖା ଓ ରାଉରକେଲା ମହାବିଦ୍ୟାଳୟ, ରାଉରକେଲାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ୱତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ନଗର ଶାଖାର ସଭାପତି ବ୍ରଜେନ୍ଦ୍ର କୁମାର ଦାଶଙ୍କ ଆବାହକତ୍ୱରେ…
Read More...

ରୋଟାରୀ ଷ୍ଟିଲ୍ ସିଟି କ୍ଲବ ପକ୍ଷରୁ ଇଣ୍ଟରାକ୍ଟ କ୍ଲବର ଚାର୍ଟର ପ୍ରଦାନ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ ଷ୍ଟିଲ୍ ସିଟି କ୍ଲବ, ରାଉରକେଲା ଦ୍ୱାରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଜଗଦାଠାରେ ନୂତନ ଭାବେ ଗଠିତ ଇଣ୍ଟରାକ୍ଟ କ୍ଲବର ଚାର୍ଟର ପ୍ରଦାନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିୟାନ…
Read More...

ସଂକଳ୍ପ’ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ନଭେମ୍ବର ୩ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ, ଓଡିଶା ସରକାର ଏବଂ ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ସାଂସ୍କୃତିକ କଳା ପରିଷଦ ‘ସଂକଳ୍ପ’ ରାଉରକେଲା ଦ୍ୱାରା ୧୮ତମ ରାଜ୍ୟସ୍ତରୀୟ ଓଡିଆ ନାଟକ ମହୋତ୍ସବ ଆସନ୍ତା ନଭେମ୍ବର ୩ଠାରୁ ୭ ତାରିଖ ପର୍ଯ୍ୟନ୍ତ…
Read More...

ବାବା ରାମେଶ୍ୱର ପରିଚାଳନା ମନ୍ଦିର ଟ୍ରଷ୍ଟର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସାରନଗରୀ ସ୍ଥିତ ବାବା ରାମେଶ୍ୱର ପରିଚାଳନା ମନ୍ଦିର ଟ୍ରଷ୍ଟର ରେଜିଷ୍ଟ୍ରେସନ ହେବାପରେ ପ୍ରଥମ ବୈଠକ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ସମାଜସେବୀ ପି ପି ରାୟ ଓ ସାଧାରଣ ସମ୍ପାଦକ କରୁଣାକର ସାହୁଙ୍କ ଆବାହକତ୍ୱରେ ଆୟୋଜିତ…
Read More...

ପରିତ୍ୟକ୍ତ ପୋଖରୀରୁ କଲେଜ ଛାତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ା : ନିଖୋଜ ଥିବା କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର। ଘରଠାରୁ ମାତ୍ର ୨୦୦ ମିଟର ଦୂର ଏକ ପରିତ୍ୟକ୍ତ ପୋଖରୀରୁ ମିଳିଛି ରକ୍ତାକ୍ତ ମୃତଦେହ। ମୃତା ଛାତ୍ରୀଙ୍କ ବେକ କାଟି ହତ୍ୟା କରାଯାଇଥିବା ସନ୍ଦେହ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ମାର୍ଶାଘାଇ ଥାନା ଅନ୍ତର୍ଗତ…
Read More...

ପଟେଲଙ୍କ ଏକତା ମନ୍ତ୍ରରେ ମୁଖରିତ ଖପ୍ରାଖୋଲ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଶନିବାର ଖପ୍ରାଖୋଲରେ ରାଷ୍ଟ୍ରୀୟ ଏକତା ଦିବସ ଉତ୍ସାହ ଓ ଦେଶପ୍ରେମର ସହ ପାଳିତ ହୋଇଯାଇଛି । ଦେଶର ଏକତା, ଅଖଣ୍ଡତା ଓ ସଂହତି ରକ୍ଷା ପାଇଁ ସର୍ଦ୍ଦାର ପଟେଲଙ୍କ ଅତୁଳନୀୟ ଅବଦାନକୁ…
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ପଦଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଓଡିଶା ଗ୍ରାମୀଣ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ବଲାଙ୍ଗିର ପକ୍ଷରୁ ଏକ ସଚେତନ ପଦଯାତ୍ରା ଆୟୋଜିତ ହୋଇଛି । ଏହାକୁ ଆଞ୍ଚଳିକ ପ୍ରବନ୍ଧକ ସୂର୍ଯ୍ୟକାନ୍ତ ସାହୁ ଏବଂ ମ୍ୟାନେଜର ବିଜିନେସ ବିଶ୍ୱଜିତ ମହାନ୍ତି…
Read More...

ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱମନ୍ତ୍ରୀ

ଗମ୍ଭୀର ବନ୍ୟା ପରିସ୍ଥିତି ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରିରହିଛି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଓ ବ୍ୟାପକ କ୍ଷୟକ୍ଷତିର…
Read More...

ସରଭୀମପୁର ଗ୍ରାମର ଜଳମଗ୍ନ ଅଞ୍ଚଳ ବୁଲି ଦେଖି ସ୍ଥିତି ସମାଧାନ କରିଛନ୍ତି ଛତ୍ରପୁର ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶନିବାର ସକାଳୁ ସକାଳୁ ଛତ୍ରପୁର ବିଧାୟକ ବନ୍ୟାଞ୍ଚଳ ପରିଦର୍ଶନରେ ବାହାରି ତୃତୀୟ ଦିବସରେ ଜଳମଗ୍ନ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସରଭୀମପୁର ଗ୍ରାମର ଜଳମଗ୍ନ ସ୍ଥିତି ବୁଲି ଦେଖି ଛତ୍ରପୁର ବିଧାୟକ ସ୍ଥିତି ସମାଧାନ…
Read More...

ଅର୍ଣ୍ଣବ ବାତ୍ୟାରେ ଉଜୁଡ଼ିଲା ମକା ଫସଲ, କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ

ବରଗଡ, (ମୁନ୍ନା ସାହୁ) : ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ଓ ଝଡ଼ ପବନ ଯୋଗୁଁ ବରଗଡ଼ ଜିଲ୍ଲାର ଚାଷୀଙ୍କ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ବରଗଡ଼ ବ୍ଲକ ଅନ୍ତର୍ଗତ ଚକ୍ରକେନ୍ଦ ପଞ୍ଚାୟତରେ ମକା ଚାଷୀମାନେ ଏହି ବାତ୍ୟା ଯୋଗୁଁ ବହୁଳ ଭାବେ କ୍ଷୟକ୍ଷତିର ସମ୍ମୁଖୀନ…
Read More...