ଗଞ୍ଜାମରେ ବନ୍ୟା : ଗାଁ ଭିତରକୁ ପଶିଲା ପାଣି, ଜଳବନ୍ଦୀ ଘେରରେ ଲୋକେ
ଗଞ୍ଜାମ, (କେପିଏନ୍ଏସ୍) : ଗୋଟିଏ ପଟେ ଲଗାଣ ବର୍ଷା, ଅନ୍ୟପଟେ ବଢ଼ୁଛି ନଦୀର ଜଳସ୍ତର । ଧୀରେ ଧୀରେ ଗାଁ ଭିତରକୁ ପଶୁଛି ବନ୍ୟାଜଳ । ଜଳବନ୍ଦୀ ସ୍ଥିତିକୁ ନେଇ ଚିନ୍ତାରେ ଲୋକେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଛି ବନ୍ୟା ଆଶଙ୍କା । ବିଶେଷକରି ଋଷିକୂଲ୍ୟା ଓ ଘୋଡ଼ାହାଡ଼!-->…
Read More...
Read More...