Monthly Archives

October 2026

ସତ୍ୟ ଓ ଅହିଂସାର ପୂଜାରୀ ଗାନ୍ଧିଜୀଙ୍କ ଜୀବନରୁ ଶିକ୍ଷା

ଗୋପାଳପୁର,ବାଲେଶ୍ୱର : ଭାରତ ପରି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନସାଧାରଣ ସର୍ବେସର୍ବା ହୋଇଥାନ୍ତି । ପ୍ରକୃତ କ୍ଷମତା ଜନସାଧାରଣଙ୍କ ହାତରେ ରହିଥାଏ । ସବୁଠାରୁ ଶକ୍ତିଶାଳୀ ବୃହତ୍ତର ଗଣତାନ୍ତ୍ରିକ ରାଷ୍ଟ୍ର ଆମ ଭାରତ ଯେଉଁଠି ୧୪୦କୋଟିରୁ ଅଧିକ ଜନସାଧାରଣ ବସବାସ କରନ୍ତି କିନ୍ତୁ ଅତ୍ୟନ୍ତ…
Read More...

ନାରୀ ସ୍ୱାଭିମାନ କୃଷକ ଉତ୍ପାଦକ କମ୍ପାନୀର ଷଷ୍ଠ ବାର୍ଷିକ ସାଧାରଣ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଖୁଣ୍ଟଲୁମୁଣ୍ଡା ଗ୍ରାମ, ହିଆଲ ପଞ୍ଚାୟତ ଠାରେ ବୁଧବାର ବିଓଡି ଜୟଶ୍ରୀ ସାହୁ ସଭାପତିତ୍ୱରେ ତଥା ଅଞ୍ଜଳି ମେହେର ଓ ହାରାବତୀ ମେହେରଙ୍କ ଉପସ୍ଥିତିରେ ନାରୀ ସ୍ୱାଭିମାନ କୃଷକ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌ର ଆର୍ଥିକ ବର୍ଷ ୨୦୨୫-୨୬ର ଷଷ୍ଠ…
Read More...

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ନାଥଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ପୂର୍ବତନ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ…
Read More...

ବିକଶିତ ଓଡ଼ିଶାର ସ୍ୱପ୍ନ ଶିଶୁଙ୍କ ଅଧିକାରର ସୁରକ୍ଷା ଓ ସେମାନଙ୍କ ଉତ୍ତମ ଭବିଷ୍ୟତ ଗଠନ

ଛତ୍ରପୁରରେ ଶିଶୁ ଅଧିକାର ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ଅଧ୍ୟକ୍ଷା ବବିତା ପାତ୍ର ଶିଶୁ ଶ୍ରମ, ବାଲ୍ୟବିବାହ ରୋକିବାକୁ କହିଥିଲେ ।ଚାଇଲ୍ଡ ରାଇଟ୍‌ସ୍‌ କମିଶନ୍‌ ଶିଶୁଙ୍କ ବିକାଶ ହିଁ ବିକଶିତ ଓଡ଼ିଶାର ସୂତ୍ର : ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା ଛତ୍ରପୁର, (କେପିଏନ୍‌ଏସ୍‌) : ବିକଶିତ…
Read More...

୯ ଦିନିଆ ଜାତୀୟ ନାଟ୍ୟ ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କଲା ଭୁବନେଶ୍ୱରର ନାଟକ…

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆମେ, ବାରିପଦା ଆନୁକୂଲ୍ୟରେ ଆୟୋଜିତ ୨ୟ ବାର୍ଷିକ ୯ ଦିନିଆ ନାଟ୍ୟ ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଏକ ମାତ୍ର ନାଟକ ଅଜିତ, ଭୁବନେଶ୍ୱର ପ୍ରଯୋଜିତ ଏବଂ ଶଙ୍କର ତ୍ରିପାଠୀଙ୍କ ରଚିତ ଓ ଅମନଙ୍କ ନିର୍ଦ୍ଦେଶିତ ନାଟକ "ସମକାଳ"…
Read More...

ନର୍ଲା ରୋଡ୍‌–ଦେଓଗାଁ ରୋଡ୍‌ ମଧ୍ୟରେ ନୂତନ ରେଳପଥ ଦାବି

୭୫ କି. ମି. ରେଳ ସଂଯୋଗ ପାଇଁ ଏମ୍‌ଆଇଡିସିର ଦାବିପତ୍ର ମ. ରାମପୁର (ପି. କେ. ସାହୁ) : କଳାହାଣ୍ଡି–ବଲାଙ୍ଗିର ସୀମାବର୍ତ୍ତୀ ଆଦିବାସୀ ବହୁଳ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଓ ଆଞ୍ଚଳିକ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ନର୍ଲା ରୋଡ୍‌ ରେଳ ଷ୍ଟେସନରୁ ଦେଓଗାଁ ରୋଡ୍‌ ରେଳଷ୍ଟେସନ…
Read More...

ଲୋଇସିଂହା ଗାନ୍ଧୀଛକରେ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଗାନ୍ଧୀଛକ ସ୍ଥିତ ମା' ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ତଥା କର୍ମକର୍ତ୍ତା ମନୋନୟନ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ବୈଠକରେ ଆଲୋଚନା କରାଯିବା ସହିତ ନୂତନ କର୍ମକର୍ତ୍ତା ମନୋନୟନ…
Read More...

ରାଉରକେଲାରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବନ୍ୟପ୍ରାଣୀ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା ଏବଂ ମାନବ-ବନ୍ୟପ୍ରାଣୀ ସହାବସ୍ଥାନ ସଚେତନତା ନେଇ ରାଉରକେଲାରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ୨୦୨୬ ପାଳିତ ହୋଇଛି । ଦୀପ୍ତି ହୋଟେଲ ଠାରୁ ଆଇଜି ପାର୍କ ପର୍ଯ୍ୟନ୍ତ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।…
Read More...

ଘରୁ ଚୋରି ମାମଲାର ପର୍ଦ୍ଦାଫାଶ, ଜଣେ ଗିରଫ, ଚୋରି ସାମଗ୍ରୀ ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି । କଳିଙ୍ଗ ବିହାର ଆର୍‌ଡ଼ିଏ କଲୋନୀର ଏକ ନବନିର୍ମିତ ଘରୁ ପିତ୍ତଳ ଓ ଷ୍ଟିଲ୍ ପାଣି ଟ୍ୟାପ୍, ଫିଟିଂସ୍ ଏବଂ ସାୱାର ସେଟ୍ ଚୋରି ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଛି ।…
Read More...

ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ ସହ ଆନ୍ତଃ-ରାଜ୍ୟ ସଂଚାରଣ ବ୍ୟବସ୍ଥାର ବିକାଶ ପାଇଁ ‘ଗ୍ରୀନ୍ ଏନର୍ଜି କରିଡର୍’…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ୍ ‘ଗ୍ରୀନ୍ ଏନର୍ଜି କରିଡର୍ ପର୍ଯ୍ୟାୟ-III (GEC-III)’ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଐତିହାସିକ ପଦକ୍ଷେପ ଦେଶର ‘ଆନ୍ତଃ-ରାଜ୍ୟ ବିଦ୍ୟୁତ୍ ପରିବହନ ବ୍ୟବସ୍ଥା’କୁ ସୁଦୃଢ଼…
Read More...