Monthly Archives

September 2026

ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟିର ନବ ନିଯୁକ୍ତ ସାଧାରଣ ସଂପାଦକ ସରୋଜ କୁମାର ମେଶ୍ୱା ନିଯୁକ୍ତ ହୋଇଥିବାରୁ ପୁଇଁତଲା ବ୍ଲକ କଂଗ୍ରେସ କମିଟି ସଭାପତି ନରେଶ ବାଗ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଶ୍ରୀ ମେଶ୍ୱା ପୂର୍ବତନ ଛତାମଖନା ସରପଂଚ ତଥା ବଲାଙ୍ଗିର…
Read More...

ଗଙ୍ଗାଧର ସାହିତ୍ୟ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ଓ ଓରିଏଣ୍ଟାଲ ପବ୍ଲିକ ଜୁନିୟର କଲେଜ ମଲମୁଣ୍ଡାର ମିଳିତ ସହଯୋଗ କ୍ରମେ ଗଙ୍ଗାଧର ସାହିତ୍ୟ ଉପରେ ଆଲୋଚନାଚକ୍ର ହୋଇଥିଲା ଏହି ସଭାରେ ସଭାପତିତ୍ୱ କରିଥିଲେ ଡ. ଭବାନୀ ଶଙ୍କର ପଟେଲ, ମୁଖ୍ୟ ଅତିଥି ଭାବରେ କଲେଜର…
Read More...

ବ୍ରାହ୍ମଣ ମହାସଭା ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୋଗର୍ସ ପାର୍କ ନିକଟସ୍ଥ ପ୍ରସ୍ତାବିତ ପର୍ଶୁରାମ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ବ୍ରହ୍ମଣ ମହାସଭା ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ଉଦ୍ଦେଶ୍ୟ ନେଇ…
Read More...

ଜିଲ୍ଲା ସିନିୟର ନକ୍‌ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ସେମିଫାଇନାଲରେ ରିଜର୍ଭ ପୋଲିସ ଓ ବିକେସି ୟୁନାଇଟେଡ୍‌ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆରଏନ୍‌ ସିଂଦେଓ ସ୍ପୋର୍ଟ୍ସ କମ୍ପେ୍ଲସ ଠାରେ ଦ୍ୱିତୀୟ କ୍ୱାଟର ଫାଇନାଲ ଖେଳରେ ରିଜର୍ଭ ପୋଲିସ ୪-୩ ଗୋଲରେ ସ୍ପୋର୍ଟ୍ସ ହଷ୍ଟେଲକୁ ହରାଇ…
Read More...

କଣ୍ଟାବାଞ୍ଜି ଫେନ୍ସି ଷ୍ଟୋରରେ ଭୟଙ୍କର ଅଗ୍ନିକାଣ୍ଡ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ବଜାରପଡ଼ା ନିକଟରେ ଥିବା ଏକ ଫେନ୍ସି ଷ୍ଟୋରରେ ଭୟଙ୍କର ଅଗ୍ନିକାଣ୍ଡ । ହଠାତ୍ ଦୋକାନ ଭିତରୁ ଧୂଆଁ ବାହାରୁଥିବା ଦେଖି ଆତଙ୍କିତ ହୋଇପଡ଼ିଥିଲେ ସ୍ଥାନୀୟ ଲୋକେ। ଦେଖୁ ଦେଖୁ ନିଆଁର ପ୍ରଖରତା ବଢ଼ିବାରେ ଲାଗିଥିଲା। ସ୍ଥାନୀୟ ଲୋକେ ନିଜ…
Read More...

ଶୌଚ ପାଇଁ ଯିବା ବେଳେ ଲୁଟ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୌଚ ପାଇଁ ଯାଉଥିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ମୋବାଇଲ ଓ ବାଇକ୍ ଲୁଟି ଫେରାର ହୋଇଗଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବିଡିଘାଟ କଲାଡୁଙ୍ଗୁରୀ ଅଞ୍ଚଳରେ । ଲୁଟ୍‌ର ଶିକାର ହୋଇଛନ୍ତି ଦୈତାରି…
Read More...

ଟିଟିଲାଗଡ଼ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ସବୁଠାରୁ ପୁରୁଣା ଓ ଖ୍ୟାତି ଅର୍ଜନ କରିଥିବା ମହାବିଦ୍ୟାଳୟ ଭିତରୁ ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ଅନ୍ୟତମ । ସେପ୍ଟେମ୍ବର ୯ ତାରିଖ ହେଉଛି ଏହି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ । ଏହି ଦିବସକୁ ଅତି ଆଡ଼ମ୍ବର ସହିତ ମହାବିଦ୍ୟାଳୟ…
Read More...

“ଉଲ୍ଲାସ” କାର୍ଯ୍ୟକ୍ରମରେ ହୁମ୍ମା କେଉଟ ସାହି ହେଲା ଉଜ୍ଜ୍ୱଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶିକ୍ଷା ହେଉଛି ସମାଜର ମେରୁଦଣ୍ଡ । ଶିକ୍ଷାର ଆଲୋକ ଅଜ୍ଞାନତାର ଅନ୍ଧକାରକୁ ଦୂର କରି ଜୀବନକୁ ଜ୍ଞାନର ଦୀପ୍ତିରେ ଆଲୋକିତ କରେ । ଏହି ମହତ୍ ଉଦ୍ଦେଶ୍ୟକୁ ନେଇ ‘ଉଲ୍ଲାସ–ନବ ଭାରତର ଏକ ପ୍ରୟାସ’ ଶୀର୍ଷକରେ ହୁମ୍ମା କେଉଟ ସାହିରେ ଏକ ଶିକ୍ଷାମୂଳକ ଓ…
Read More...

ରମ୍ଭାରେ ରାଜନୈତିକ ହିଂସା : ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରମ୍ଭାରେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳକୁ ନେଇ ଗତକାଲି ଘଟିଥିବା ରାଜନୈତିକ ହିଂସା ମାମଲାରେ ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ, ରମ୍ଭା ଏନ୍ଏସି ଓ ତାଙ୍କ ସହଯୋଗୀ ବିନାୟକ ପରିଡ଼ା (୨୯) । ଜାମିନ…
Read More...

ମାକ୍ରିପଡ଼ା ଅଞ୍ଚଳରେ ଦୁର୍ବୃତ୍ତଙ୍କ ଦୁଇଟି ଅସାମାଜିକ କାମକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲେବଡ଼ା ପଞ୍ଚାୟତର ମାକ୍ରିପଡ଼ା, ସରଧାପୁର ତଥା ଗଣ୍ଡପଦର ଭଳି ଗ୍ରାମାଞ୍ଚଳଗୁଡ଼ିକରେ ଅସାମାଜିକ ତତ୍ତ୍ୱଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ତିନି ଗୋଟି ଗ୍ରାମର ଜନଜୀବନରୁ ଆରମ୍ଭ କରି ପଶୁପକ୍ଷୀ…
Read More...