ବେଲପଡ଼ାରେ ମଦକୁ ନେଇ ପାରିବାରିକ କଳହ, ସ୍ତ୍ରୀ ମୃତ
ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ମଦ୍ୟପାନକୁ କେନ୍ଦ୍ର କରି ପାରିବାରିକ କଳହରୁ ଘଟିଛି ଛାତିଥରା ହତ୍ୟାକାଣ୍ଡ । ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଭରୁଆପାଲି ଗାଁରେ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ୨୫ ବର୍ଷୀୟା ରଂଜିତା କରୁଆଁ । ଅଭିଯୋଗ ଅନୁସାରେ,!-->…
Read More...
Read More...