Monthly Archives

September 2026

ନୂଆଦିଲ୍ଲୀରେ ଏନ୍ଆଇଡିଏମର ତୃତୀୟ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ ନୂଆଦିଲ୍ଲୀ, (ପିଆଇବି) : ଆମେ ବିପଦ ହ୍ରାସ, ଆଗୁଆ ଚେତାବନୀ ଓ ଶୂନ୍ୟ କ୍ଷୟକ୍ଷତିର ନୂଆ ଯୁଗ ଆଡ଼କୁ ଅଗ୍ରସର କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ଜାତୀୟ…
Read More...

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଏକାଡେମି ଫେଲୋସିପ୍ ପ୍ରଦାନ

ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରର ସଂସ୍କୃତିଭବନ ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମି ପକ୍ଷରୁ ପ୍ରସିଦ୍ଧ ଓଡ଼ିଆ ଲେଖିକା ଏବଂ ବିଦୁଷୀ ଡକ୍ଟର ପ୍ରତିଭା ରାୟଙ୍କୁ ଫେଲୋସିପ୍ ପ୍ରଦାନ କରାଯାଇଛି…
Read More...

ମୁମ୍ବାଇରେ କାଲିଠାରୁ ଆରମ୍ଭ ହେବ ‘କୋଠା ଓ ଅନ୍ୟାନ୍ୟ ଶ୍ରମିକ’ଙ୍କ ଦୁଇଦିନିଆ ଜାତୀୟ ସମ୍ମିଳନୀ

ନିର୍ମାଣ ଶ୍ରମିକଙ୍କ ପାଇଁ ଡିଜିଟାଲ୍ ସେବା ତ୍ୱରାନ୍ୱିତ କଲେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳବିହାର ଓ ପଶ୍ଚିମବଙ୍ଗରେ ‘ଲେବର ଚୌକ-ସହ-ସୁବିଧା କେନ୍ଦ୍ର’ର ଉଦ୍ଘାଟନ ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ, ମହାରାଷ୍ଟ୍ର ସରକାରଙ୍କ ସହଯୋଗରେ ୧୧ ଓ ୧୨…
Read More...

ଫ୍ରାନ୍ସର ପ୍ୟାରିସଠାରେ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମହାକାଶର ସମ୍ଭାବନା ଅସୀମ, ଆମର ଦାୟିତ୍ୱ ସାମୂହିକ ହେବା ଆବଶ୍ୟକ: ପ୍ରଧାନମନ୍ତ୍ରୀଆମର ପସନ୍ଦ ସ୍ପଷ୍ଟ ହେବା ଉଚିତ, ମୁକାବିଲା ପରିବର୍ତ୍ତେ ସହଯୋଗ, କ୍ଷଣସ୍ଥାୟୀ ଲାଭ ପରିବର୍ତ୍ତେ ଦୀର୍ଘସ୍ଥାୟୀତ୍ୱ ଏବଂ ବିଚ୍ଛିନ୍ନତା ପରିବର୍ତ୍ତେ ଅନ୍ତର୍ଭୁକ୍ତିକରଣକୁ ବାଛିବା ଆବଶ୍ୟକ: ଶ୍ରୀ ମୋଦୀଆମେ…
Read More...

ସମ୍ମାନିତ ହେଲେ କ୍ୟାଡ଼ର ପିପି, ସ୍ପେଶାଲ ପିପି ଓ ଥାନାଧିକାରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଢୁଥିବା ଅପରାଧକୁ କମ୍‌ କରାଯାଇ କିପରି ସମାଜରେ ଶାନ୍ତି ପ୍ରତିଷ୍ଠା କରାଯାଇପାରିବ, ସେ କଥାକୁ ନଜରରେ ରଖି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସହାଇ ମିନାଙ୍କ ସଭାପତିତ୍ୱରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକାରୀ କାର୍ଯ୍ୟାଳୟରେ ଜିଲ୍ଲାର…
Read More...

ଜିଲ୍ଲା ସିନିୟର ନକ୍‌ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ନକଟାସର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ସିନିୟର ନକ୍‌ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ରୋମାଞ୍ଚକର ମୁକାବିଲା । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ରିଜର୍ଭ ପୋଲିସକୁ ୨-୦ ଗୋଲରେ ପରାସ୍ତ କରି ଫାଇନାଲ ଟିକେଟ୍ ହାସଲ କରିଛି ନକଟାସର । ମ୍ୟାଚ୍‌ରେ ନକଟାସର…
Read More...

ଆସୁଛି ନୂଆଁଖାଇ : ଛୁଟିରେ ଯୋଗାଣ ସହାୟକ ସଂଘ

ହିତାଧିକାରୀଙ୍କୁ ମିଳିବନି ଚାଉଳ, ଫିକା ପଡ଼ିବ ପଶ୍ଚିମ ଓଡ଼ିଶାର ଗଣପର୍ବ ଦେଓଗାଁ, (ମନୀଷ କୁମାର ସାହୁ) : ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ଗଣପର୍ବ 'ନୂଆଁଖାଇ' ପାଇଁ ଚାରିଆଡ଼େ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବା ବେଳେ ଗ୍ରାମାଞ୍ଚଳର ଗରିବ ହିତାଧିକାରୀଙ୍କ ପାଇଁ ସୃଷ୍ଟି ହୋଇଛି…
Read More...

ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ଜନ୍ମୋତ୍ସବ ସହ ୩୧ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭକ୍ତି ଓ ଆଧ୍ୟାତ୍ମିକତାରେ ମୁଖରିତ ହେଲା ବଲାଙ୍ଗିର ଖୁଜେନପାଲିସ୍ଥିତ ବିଶ୍ୱାତ୍ମ ବିଦ୍ୟାମନ୍ଦିର ପରିସର । ପୂଜ୍ୟପାଦ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ସହ ବିଶ୍ୱାତ୍ମ ବିଦ୍ୟାମନ୍ଦିରର ୩୧ତମ ପ୍ରତିଷ୍ଠା ଦିବସ ଶ୍ରଦ୍ଧା ଓ ଆଧ୍ୟାତ୍ମିକ…
Read More...

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସରକାରୀ ଯୋଜନାର ସୁବିଧା ଯୋଗାଇଦେବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ବାଲିଗୁଡ଼ାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଅଞ୍ଚଳର ବହୁ ସଂଖ୍ୟକ ଭିନ୍ନକ୍ଷମ…
Read More...

“ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସ୍ଥିତ ସ୍ୱତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ପକ୍ଷରୁ “ସ୍ୱଚ୍ଛତା ହିଁ ସେବା” ଶୀର୍ଷକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କେନ୍ଦ୍ରର ପରିଚାଳକ ସୁମନ୍ତ ଜୟପୁରିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ…
Read More...