Monthly Archives

September 2026

ତେର ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଜୁନ ସ୍ତରୀୟ ଖେଳାଳି ଚୟନ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡ଼ା ଦିନ ରଘୁ ମେହେର ହାଇସ୍କୁଲ ଠାରେ ଜୁନ ସ୍ତରୀୟ ଖେଳାଳି ଚୟନ ଶିବିର ଆୟୋଜନ କରାଯାଇଛି । ଉକ୍ତ ଶିବିରରେ ବେଲପଡ଼ା ବ୍ଲକ ଶିକ୍ଷା ଅଧିକାରୀ ଅଭିନବ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିବିରକୁ ଉଦ୍‌ଘାଟନ କରିଥିଲେ । ଦିନ…
Read More...

ପକ୍ଷପାତପୂର୍ଣ୍ଣ ପିଏଲ୍‌ଆଇ ବିରୋଧରେ ବ୍ୟାଙ୍କ କର୍ମଚାରୀଙ୍କ ରଣହୁଙ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ୟୁଏଫ୍‌ବିୟୁ ବେନର୍‌ରେ ଷ୍ଟେଟ୍ ବ୍ୟାଙ୍କ୍ ବଲାଙ୍ଗିର ଶାଖା ସାମନାରେ ଫାଇବ୍‌ ଡେସ୍‌ ବେଙ୍କିଙ୍ଗ୍‌ ଏବଂ ପକ୍ଷପାତପୂର୍ଣ୍ଣ ପିଏଲ୍‌ଆଇ ବିରୁଦ୍ଧରେ ଦାବି ନେଇ ଗୋଟେ ଦିନିଆ ଧର୍ମଘଟ ଓ ବିକ୍ଷୋଭ ପ୍ରଦର୍ଶନ ସଫଳତାର ସହିତ ହୋଇଯାଇଛି । ଏଥିରେ ବଲାଙ୍ଗିରର…
Read More...

ଟିଟିଲାଗଡ ପୋଲିସ ପକ୍ଷରୁ ଥାନା ପରିସରରେ ସହରର ସମସ୍ତ ଗଣେଶ ପୂଜା କମିଟି ସଦସ୍ୟଙ୍କୁ ନେଇ ଶାନ୍ତି ଓ ପ୍ରସ୍ତୁତି ବୈଠକ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଉ କିଛି ଦିନ ପରେ ଧୁମଧାମରେ ପାଳିତ ହେବ ଗଣେଶ ପୂଜା। ଏଥିପାଇଁ ଟିଟିଲାଗଡ଼ ସହରର ବିଭିନ୍ନ ପଡ଼ାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି। ପୂଜାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ନେଇ ତତ୍ପର ହୋଇଛି ପୋଲିସ ପ୍ରଶାସନ । ଏହି ପରିପ୍ରେକ୍ଷୀରେ ଗୁରୁବାର…
Read More...

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଘର ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବହୁ ପ୍ରତୀକ୍ଷିତ ସପ୍ତାହନ୍ତ ଛୁଟି ଓ ପିଏଲଆଇରେ ଭେଦଭାବ ଦୂର କରିବା ଦାବିରେ ଆଜି ଦେଶବ୍ୟାପୀ ଏକଦିନିଆ କାର୍ଯ୍ୟବନ୍ଦ ଡାକରା ଦେଇଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ । ଦେଶର ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀ…
Read More...

ବିଚ୍ ରାସ୍ତାରେ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

ଘଟଣା ସ୍ଥଳରେ ଏସ୍‌ପିଙ୍କ ତଦନ୍ତ ଆରମ୍ଭ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଆଗଲପୁରର ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକଙ୍କୁ ଗୁଳିମାରି ହତ୍ୟା କରାଯାଇଛି । ଚିନାଜୁରୀ କେବାଡ଼ କେନାଲ ରୋଡ଼ରେ ଗତକାଲି ରାତିରେ ଏହି ଗୁଳିକାଣ୍ଡ ଘଟିଥିବା ବେଳେ କାର…
Read More...

ବୌଦ୍ଧରୁ ବରିଷ୍ଠ ନାଗରିକଙ୍କ ଆଯୋଧ୍ୟା ବାରଣାସୀ ତୀର୍ଥଯାତ୍ରା

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲାର ୫୫ ଜଣ ବରିଷ୍ଠ ନାଗରିକ ଓଡ଼ିଶା ସରକାରଙ୍କ "ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା", ୨୦୨୬-୨୭ ଅଧୀନରେ ବାରାଣସୀ-ଅଯୋଧ୍ୟା ତୀର୍ଥଯାତ୍ରାରେ ବାହାରିଛନ୍ତି । ୬୦ରୁ ୭୫ ବର୍ଷ ବୟସର ଏହି ବରିଷ୍ଠ ନାଗରିକମାନେ ସରକାରଙ୍କ ପର୍ଯ୍ୟଟନ ବିଭାଗର…
Read More...

ବୌଦ୍ଧ ଗସ୍ତରେ ସଚିବ ଭୁପିନ୍ଦର ସିଂହ ପୁନିଆ : ପରିଦର୍ଶନ କଲେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ

ବୌଦ୍ଧ, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ସଚିବ ଭୁପିନ୍ଦର ସିଂହ ପୁନିଆ ବୌଦ୍ଧ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଜନକଲ୍ୟାଣକାରୀ ଯୋଜନାର ଭୂମିସ୍ତରୀୟ କାର୍ଯ୍ୟାନ୍ୱୟନ ପରିଦର୍ଶନ କରିଥିଲେ । ପ୍ରଥମେ ବଢ଼ିଗାଁ ପଂଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ଖାଉଟି ବଣ୍ଟନ…
Read More...

କୁଇବାହାଲ ଜୋନାଲ ସ୍ତରୀୟ ଖେଳାଳୀ ଚୟନ ଶିବିର ଆୟୋଜିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସମୂହ ସଂସଦ ଆନୁକୂଲ୍ୟରେ କୁଇବାହାଲ ଜୋନାଲ ସ୍ତରୀୟ ଖେଳାଳୀ ଚୟନ ଶିବିର ପଲ୍ଲୀ ବିକାଶ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁଇବାହାଲ ଖେଳପଡିଆରେ ଆୟୋଜିତ ହୋଇଥିଲା । କୁଇବାହାଲ ଜୋନ ସଭାପତି ପ୍ରସନ୍ନ କୁମାର ମେହେରଙ୍କ…
Read More...

ଆଗଲପୁର +୩ ବିଜ୍ଞାନ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ଓ ଆତ୍ମରକ୍ଷା ପ୍ରଶିକ୍ଷଣର ପ୍ରମାଣୀକରଣ ସମାରୋହ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର +୩ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କ ସୁରକ୍ଷା, ସ୍ୱାବଲମ୍ବନ, ଆତ୍ମବିଶ୍ୱାସ ଓ ସଶକ୍ତିକରଣ ଉଦ୍ଦେଶ୍ୟରେ ଆୟୋଜିତ ‘ଶକ୍ତିଶ୍ରୀ ସଶକ୍ତିକରଣ ଓ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରମାଣୀକରଣ ସମାରୋହ ଏକ ଗମ୍ଭୀର ଓ…
Read More...

ପଦ୍ମପୁରର ଜେନିଥ୍ ନର୍ସିଂ କଲେଜର ଶିକ୍ଷଣୀୟ ଭ୍ରମଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେନିଥ୍ ନର୍ସିଂ କଲେଜ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶିକ୍ଷାମୂଳକ କ୍ଷେତ୍ର ପରିଦର୍ଶନର ଆୟୋଜନ କରାଯାଇଥିଲା । ଏହି କ୍ରମରେ ଛାତ୍ରଛାତ୍ରୀମାନେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ…
Read More...