Monthly Archives

September 2026

୩୦ତମ ସର୍ବଭାରତୀୟ ଛିନ୍ଦେଇକେଲା କପ୍‌ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଇଜିଂ ଷ୍ଟାର କ୍ରିକେଟ କ୍ଲବର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଜତିନ ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଚଳିତ ବର୍ଷ ଡିସେମ୍ବର ମାସରେ ସର୍ବଭାରତୀୟ ଛିନ୍ଦେଇକେଲା କପ ଅନୁଷ୍ଠିତ ହେବା ପାଇଁ ସ୍ଥିରୀକୃତ ହୋଇଥିଲା ।…
Read More...

ମାକ୍ରିପଡ଼ାରେ ଚତୁର୍ଥ ବର୍ଷ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଚତୁର୍ଥ ବର୍ଷ ନୂଆଁଖାଇ ଭେଟଘାଟ ଆୟୋଜନକୁ ନେଇ ଲାୟନ୍ସ ୟୁଥ୍ ଆସୋସିଏସନ୍, ମାକ୍ରିପଡ଼ା ପକ୍ଷରୁ ଏକ ପ୍ରାଥମିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ଭୁଲେଶ୍ୱର ଛତରଙ୍କ ନେତୃତ୍ୱରେ ଆୟୋଜିତ ଏହି…
Read More...

ନୃସିଂହନାଥରେ ନବାନ୍ନ ଖାଇଲେ ହଜାରରୁ ଉର୍ଦ୍ଧ୍ବ ଭକ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିରରେ ମହାପ୍ରଭୁ ମାର୍ଜରକେଶରୀଙ୍କର ନିକଟରେ ମଙ୍ଗଳବାର ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ମହାପ୍ରଭୁଙ୍କୁ ସ୍ନାନ କରି ନୂତନ ବସ୍ତ୍ର ପରିଧାନ…
Read More...

ଛତ୍ରପୁରରେ ଗଣେଶ ପୂଜା, ଶତାଧିକ ମଣ୍ଡପରେ ବିଘ୍ନବିନାଶକଙ୍କ ଆରାଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ଗଣେଶ ପୂଜାକୁ ନେଇ ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ଚଳିତବର୍ଷ ଛତ୍ରପୁର ମୁନିସିପାଲିଟି ଅଧୀନରେ ଶତାଧିକ ପୂଜାମଣ୍ଡପରେ ବିଘ୍ନବିନାଶକ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ଧୁମଧାମରେ ଅନୁଷ୍ଠିତ ହେଉଛି । ସହର ସହିତ ଆଖପାଖ ଅଞ୍ଚଳର…
Read More...

“ବ୍ରହ୍ମପୁର ଗଟ୍ ଟାଲେଣ୍ଟ”ରେ ନୃତ୍ୟ, ସଙ୍ଗୀତ, ବାଦ୍ୟଯନ୍ତ୍ର, ଚିତ୍ରକଳା ଓ ଏକକ ଅଭିନୟ ପ୍ରତିଭା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରରେ ଲୁକାୟିତ ପ୍ରତିଭାଙ୍କୁ ଖୋଜିବା ଓ ସେମାନଙ୍କୁ ଏକ ବଡ଼ ମଞ୍ଚ ଯୋଗାଇଦେବା ଲକ୍ଷ୍ୟରେ ଆୟୋଜିତ ହୋଇଛି ‘ବ୍ରହ୍ମପୁର ଗଟ୍ ଟାଲେଣ୍ଟ’ କାର୍ଯ୍ୟକ୍ରମ । ନୃତ୍ୟ, ସଙ୍ଗୀତ, ବାଦ୍ୟଯନ୍ତ୍ର, ଚିତ୍ରକଳା ଓ ଏକକ ଅଭିନୟ ଭଳି ବିଭିନ୍ନ…
Read More...

ଆଇନ ମହାବିଦ୍ୟାଳୟରେ ଶ୍ରୀଗଣେଶ ପୂଜା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ଠାରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ପୂଜାରେ କର୍ତ୍ତା ଭାବେ ଅନିରୁଦ୍ଧ ଶତପଥୀ ଦାୟିତ୍ଵ ତୁଳାଇଥିଲେ । ପୂର୍ବାହ୍ନ ୧୦ ଘଟିକା ସମୟରେ ପୂଜାରମ୍ଭ ହୋଇ ପୁଷ୍ପାଞ୍ଜଳି ସହ ପ୍ରସାଦ ସେବନରେ…
Read More...

ମେହେର ଚକ୍ଷୁ ଚିକିତ୍ସାଳୟ ତରଫରୁ ରାଉରକେଲା କଲେଜରେ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା

ରାଉରକେଲା, (ସସ୍ମିତା ପ୍ରଧାନ) : ଉଦିତନଗର ସ୍ଥିତ ମେହେର ଚକ୍ଷୁ ଚିକିତ୍ସାଳୟର ମୁଖ୍ୟ ତଥା ରୋଟାରୀ କ୍ଲବ ଅଫ୍ ରାଉରକେଲା ଅର୍ବାନର ଉପଦେଷ୍ଟା ଡାକ୍ତର ରାମଚନ୍ଦ୍ର ମେହେରଙ୍କ ତରଫରୁ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କାର୍ଯ୍ୟକ୍ରମ ସେକ୍ଟର ୩ ସ୍ଥିତ ରାଉରକେଲା କଲେଜ ଠାରେ…
Read More...

ହିନ୍ଦୀ ଦିବସ ସମାରୋହ ମହାସମାରୋହରେ ପାଳିତ

ହିନ୍ଦୀ ସମ୍ପର୍କରେ ସେତୁ : ଡ. ଜେନାହିନ୍ଦୀ ଭାଷା ଆମ ସଂସ୍କୃତିର ପରିଚୟ : ସୁଶ୍ରୀ ତିର୍କି ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ ପକ୍ଷରୁ ହିନ୍ଦୀ ଦିବସ ସମାରୋହ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର…
Read More...

ଆଦିବାସୀ ବିକାଶ ନେଇ ଏନ୍‌ସିଏସ୍‌ଟି ଅଧ୍ୟକ୍ଷଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷ ଅନ୍ତର ସିଂହ ଆର୍ଯ୍ୟଙ୍କ ସହ ଗେଲ୍ ଇଣ୍ଡିଆର ମହାପ୍ରବନ୍ଧକ ରାମରାୟ ଟୁଡୁ ଏବଂ ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ ଫର ଏସସି, ଏସଟି ଆଣ୍ଡ ୱିମେନ ଏଣ୍ଟରପ୍ରେନ୍ୟୁଅର୍ସର ଜାତୀୟ ଅଧ୍ୟକ୍ଷ ସୁବୀର ପାଲ୍ ଶିଷ୍ଟାଚାର ସାକ୍ଷାତ…
Read More...

ପରିବାର ସହ ନୂଆଁଖାଇଲେ ନରସିଂହ

ଗାଁକୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂଆଁଖାଇ ଆମ ଅଂଚଳର ଗଣପର୍ବ ପାଇଁ ଆମେ ଗର୍ବିତ । କାରଣ ଏହି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନ ପାଇଁ ପରିବାରର ଯିଏ ଯେତେ ଦୂରରେ ଥିଲେ ମଧ୍ୟ…
Read More...