Monthly Archives

September 2026

ବାସନ୍ତୀ ପାଠାଗାରର ସ୍ୱତନ୍ତ୍ର ସାହିତ୍ୟ ଆସର, କବିତା ପାଠ ଓ ସିଧା କଥା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ସ୍ୱତନ୍ତ୍ର ସାହିତ୍ୟ ଆସର, କବିତା ପାଠ ଓ ସିଧା କଥା ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରସନ୍ନ କୁମାର ସାବତଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର…
Read More...

ଜିଲ୍ଲା ସଦର ମହକୁମାଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଜିଲ୍ଲା ସଦର ମହକୁମା ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସଦଭାବନା ଭବନ ଠାରେ ଅନୁଷ୍ଠିତ ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ…
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ବିଶ୍ୱ ଜଳାତଙ୍କ ଦିବସ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ବିଶ୍ୱ ଜଳାତଙ୍କ ଦିବସ–୨୦୨୬ ଉତ୍ସାହ ଓ ସଚେତନତାର ସହିତ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ପ୍ରାଣୀ…
Read More...

କ୍ରୀଡ଼ା ପ୍ରତିଭାକୁ ସମ୍ମାନ, ବାଲିଗୁଡ଼ା କ୍ରୀଡ଼ା ସଂଘର ନିଆରା ପଦକ୍ଷେପ : ପ୍ରତିଯୋଗୀଙ୍କୁ ସମ୍ମାନିତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କ୍ରୀଡ଼ା କ୍ଷେତ୍ରରେ ବାଲିଗୁଡ଼ା ଉପଖଣ୍ଡର ଖେଳାଳିମାନେ ନିଜ ପ୍ରତିଭାର ପରିଚୟ ଦେଇଥିବାବେଳେ ସେମାନଙ୍କ ସଫଳତାକୁ ସମ୍ମାନ ଜଣାଇଛି ଉପଖଣ୍ଡ କ୍ରୀଡ଼ା ସଂଘ । ସଂଘ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇ ସଫଳ ଖେଳାଳିଙ୍କୁ ଉତ୍ସାହିତ…
Read More...

ଏସିଡ୍ ପିଇ ଯୁବ କଳା ପ୍ରତିଭାଙ୍କ ଅକାଳ ବିୟୋଗ

କୀର୍ତ୍ତନ ଗାୟିକା ଓ ଆଲବମ୍ ଅଭିନେତ୍ରୀ ଜସ୍ମିନଙ୍କ ମୃତ୍ୟୁରେ ଶୋକର ଛାୟା ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅନ୍ତର୍ଗତ ତେଲେନପାଲି ପଞ୍ଚାୟତର ଘୁଚାପାଲି ଗ୍ରାମର ଯୁବ କଳା ପ୍ରତିଭା ଜସ୍ମିନ ମାଝୀ (୨୨)ଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।…
Read More...

ପୁନେରେ ନୂଆଖାଇ ଭେଟଘାଟ

ପୁନେ : ମହାରାଷ୍ଟ୍ର ପୁନେ ସ୍ଥିତ ଚିଞ୍ଚୱାଡ଼ ପିସିଏମ୍‌ସି ଟାଉନ ହଲ ଠାରେ 'ଭେଟଘାଟ କଲ୍‌ଚରାଲ୍ ଏସୋସିଏସନ୍' ପକ୍ଷରୁ 'ନୂଆଁଖାଇ ଭେଟଘାଟ' ଉତ୍ସବ ଆୟୋଜିତ ହୋଇଯାଇଛି । ଏସୋସିଏସନର ସଭାପତି ହେମସାଗର ସାହୁ ଏବଂ ସଚିବ ରାଜନ୍ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛଅଶହରୁ…
Read More...

ଆଙ୍ଗନ କା ଉତ୍ସବ-୨୦୨୬ ଅନୁଷ୍ଠିତ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଝରଣୀପାଲି ଅଙ୍ଗନବାଡି କେନ୍ଦ୍ରଠାରେ "ଆଙ୍ଗନ କା ଉତ୍ସବ-୨୦୨୬" ସମାରୋହରେ ପାଳିତ ହୋଇଯାଇଛି । ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢୁଥିବା ଶିଶୁମାନଙ୍କ ପରିବାର ତଥା ଅଭିଭାବକ ଓ ଅଙ୍ଗନବାଡି ପରିଚାଳନା କମିଟିର ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅତିଥି…
Read More...

ରାଜ୍ୟସ୍ତରୀୟ “ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର” ପାଇଁ ସାହିତ୍ୟିକ ଆଭାସ କୁମାର ବରାଳ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ଅନୁଷ୍ଠାନ 'ରଚନା' ପ୍ରତି ବର୍ଷ ଏହାର ପ୍ରତିଷ୍ଠାତା-ସଦସ୍ୟ, ଶାରଳା ପୁରସ୍କାର ବିଜେତା ଗାଳ୍ପିକ ମନୋଜ କୁମାର ପଣ୍ଡାଙ୍କ ସ୍ମୃତିରେ ତାଙ୍କ ଜନ୍ମଦିନ ଅକ୍ଟୋବର ୪ ତାରିଖରେ ସ୍ମାରକୀ ବକ୍ତୃତା ଓ ସର୍ଜନ…
Read More...

ତୁରେକେଲାରେ ବିଶ୍ୱ ଜଳାନ୍ତକ ଦିବସ ପାଳିତ

ତୁରେକେଲା, (କେପିଏନ୍‌ଏସ୍‌) : ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ଅଠେଇଶ ତାରିଖରେ ବିଶ୍ୱ ଜଳାନ୍ତକ ଦିବସ ପାଳନ କରାଯାଇଥାଏ । ତଦାନୁସାରେ ଚଳିତ ବର୍ଷର ଜଳାନ୍ତକ ଦିବସ ତୁରେକେଲା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରତାପ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ପ୍ରାଣୀ…
Read More...

କଣ୍ଟାବାଞ୍ଜିରେ ବିରିଆନି ଦୋକାନରେ ଦାଦାଗିରି

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ସହରର ବଜାର ଭିତରେ ଥିବା ସିଲଭର ବାବର୍ଚି ବିରିଆନି ଦୋକାନରେ ନିଶାଶକ୍ତ ଅବସ୍ଥାରେ ଦୁଇ ଜଣ ଯୁବକ ଦାଦାଗିରି କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ବଜାରରେ ଥିବା ଏହି ଦୋକାନକୁ ଦିନ ଦ୍ୱିପ୍ରହରରେ ଭିଡ଼ ଥିବା ସମୟରେ ସହରର ଦୁଇ…
Read More...