Monthly Archives

September 2026

ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ଫଟୋ ଓ ଭିଡିଓ ବାଣିଜ୍ୟ ମେଳାରେ କନ୍ଧମାଳର ଦୁଇ ପ୍ରତିଭାଙ୍କୁ ସମ୍ମାନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ଭୁବନେଶ୍ୱର ସୋଆ ୟୁନିଭରସିଟି ପରିସରରେ ଆୟୋଜିତ ଫଟୋ ଓ ଭିଡିଓ ବାଣିଜ୍ୟ ମେଳା-୨୦୨୬ରେ କନ୍ଧମାଳ ଜିଲ୍ଲାର ଦୁଇ ଫଟୋଗ୍ରାଫରଙ୍କୁ ‘ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି । ବାଲିଗୁଡ଼ାର ଷ୍ଟୁଡିଓ ବୁଲୁର ବୁଲୁ…
Read More...

ବ୍ଲକ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଲଲିତ ମୋହନ ମେହେର ସ୍ମୁତି ସଭାଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡିଓ ମହାପାତ୍ର କୁଲଦୀପ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର,…
Read More...

ବନ୍ୟା ପରିସ୍ଥିତି ଟଳିଲା : କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବୀ

ପଞ୍ଚାନବେ ପ୍ରତିଶତରେ ଇନ୍ଦ୍ରାବତୀ ଜଳଭଣ୍ଡାର ଜୟପାଟଣା, (ଶେଷଦେବ ବେହେରା) : ହାତୀ ଓ ତେଲନଦୀ ଅବବାହିକାରେ ବନ୍ୟା ପ୍ରଳୟ ଆଣିଦେଇଥିବା ବେଳେ ଏବେ ସ୍ଥିତି ଶାନ୍ତ ହେବାରେ ଲାଗିଲାଣି । ଶହ ଶହ ଏକର ଚାଷ ଜମି କ୍ଷତି ସହିଥିବା ବେଳେ ଏବେ ରୋଗ ପୋକର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି ।…
Read More...

HP Navya ଗ୍ୟାସ ସିଲିଣ୍ଡରର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସ୍ଥିତ ପୁଷ୍ପଲତା ଗ୍ୟାସ ଏଜେନ୍ସୀ ଠାରେ ଏଚପିର ନୂଆ ପିଢ଼ିର ସିଲିଣ୍ଡର Navya - New India, New Energyର ଶୁଭାରମ୍ଭ କରାଯାଇଛି । ବିରମହାରାଜପୁର ବିଧାୟକ ତଥା ସୋନପୁର ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ…
Read More...

ପିକଅପ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା : ଡ୍ରାଇଭର ମୃତ, ହେଲ୍ପର ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜାତୀୟ ରାଜପଥ ୨୬ କୋକସରା ସହର ମଧ୍ୟରେ ଆଜି ମଧ୍ୟାହ୍ନରେ ଏକ ମାଲପରିବହନ ଟ୍ରକ ଓ ପିକଅପ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ସ୍ଥାନାନ୍ତର ସମୟରେ ପିକଅପ ଭ୍ୟାନ ଡ୍ରାଇଭର ମୃତ ହୋଇଥିବା ବେଳେ ହେଲ୍ପର…
Read More...

ଜନମୁକ୍ତି ଅନୁଷ୍ଠାନ ଦ୍ଵାରା ପଞ୍ଚାୟତସ୍ତରୀୟ ନିରନ୍ତର ଜୀବିକା ବିକାଶ ଓ ଆୟ ବୃଦ୍ଧିର କର୍ମଶାଳା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଜନମୁକ୍ତି ଅନୁଷ୍ଠାନ ଦ୍ଵାରା ପରିଚାଳିତ ଓ ଅଜୀମ ପ୍ରେମଜୀ ଫାଉଣ୍ଡେସନ ସହଯୋଗରେ ଚାଲୁଥିବା ପ୍ରକଳ୍ପ ଦ୍ଵାରା ଏକ ପଞ୍ଚାୟତସ୍ତରୀୟ ନିରନ୍ତର ଜୀବିକା ବିକାଶ ଓ ଆୟ ବୃଦ୍ଧି…
Read More...

ଶିକେରପାଟ ୟୁଥ୍ କ୍ଲବ୍ ପକ୍ଷରୁ ଭବ୍ୟ ନୂଆଁଖାଇ ଭେଟଘାଟ-୨୦୨୬ ଉତ୍ସବ ଅନୁଷ୍ଠିତ

ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଆ ଭାଷା, ସାହିତ୍ୟ, ଲୋକକଳା ଓ ପାରମ୍ପରିକ ସଂସ୍କୃତିର ସୁରକ୍ଷା ସହ ଯୁବପିଢ଼ିଙ୍କୁ ନିଜ ମାଟି ଓ ପରମ୍ପରା ସହ ଯୋଡ଼ିବା ଉଦ୍ଦେଶ୍ୟରେ…
Read More...

ବାସୁଦେବପୁର ଜନକଲ୍ୟାଣ ପରିଷଦ ତରଫରୁ ଇରମ ସହିଦ ସ୍ମୃତି ଦିବସ ପାଳିତ

ଭାରତର ସ୍ୱାଧୀନତା ଇତିହାସରେ ଇରମ ମାଟିର ବଳିଦାନ ଚିର ଅମ୍ଳାନ ରାଉରକେଲା, (ସସ୍ମିତା ପ୍ରଧାନ) : ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇ ସେପ୍ଟେମ୍ବର ୨୮ ତାରିଖ ଦିନ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଇରମ ମାଟିରେ ଇଂରେଜ ଫୌଜଙ୍କ ଗୁଳିରେ ପ୍ରାଣ ହରାଇଥିବା ୨୯…
Read More...

ଭାଗବତ ପାଠର ଉପାଦେୟତା ଆଲୋଚନା ଚକ୍ର

ଭାଗବତ ହେଉଛି ସମ୍ବେଦନଶୀଳର ଉନ୍ମୁକ୍ତ ଆକାଶ : ଡ. ବେହେରାଚେତନାର ଉତ୍ତରଣ ଭାଗବତରେ ଥାଏ : ବିଜୟିନୀ ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାରନଗରୀ ଶାଖା ଓ ଫର୍ଟିଲାଇଜର ସ୍ଥିତ ଚିନ୍ମୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଭାଗବତ ପାଠର ଉପାଦେୟତା ସମ୍ପର୍କରେ…
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚର ମାସିକ ସାହିତ୍ୟ ଆସର କଲ୍ଚରାଲ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି ଆସରରେ ମୁଖ୍ୟଅତିଥି ଭାବେ ଡା. କୃପାସିନ୍ଧୁ…
Read More...