Monthly Archives

September 2026

ବିଶ୍ୱ ଦକ୍ଷତା ପ୍ରତିଯୋଗିତା ସାଂଘାଇ ୨୦୨୬ରେ ୧୦ମ ସ୍ଥାନ ହାଲ କଲା ଭାରତ, ୬ଟି ରୌପ୍ୟ ପଦକ ସହ ୨୦ଟି ଉତ୍କର୍ଷ ମେଡାଲ…

୨୦୨୪ରେ ଲିଓନଠାରେ ଆୟୋଜିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ୧୩ତମ ସ୍ଥାନରୁ ଉଠି ଭାରତ ସାଂଘାଇ ୨୦୨୬ରେ ୧୦ମ ସ୍ଥାନକୁ ଆସିଛି୪୮ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାର ୬୩ଟି ଦକ୍ଷତା କ୍ଷେତ୍ରରେ ୭୦ ଜଣ ପ୍ରତିଯୋଗୀଙ୍କୁ ନେଇ ସବୁଠାରୁ ବଡ଼ ଭାରତୀୟ ଦଳ ସେମାନଙ୍କ ପ୍ରତିଭା ପ୍ରଦର୍ଶନ…
Read More...

ବେଙ୍ଗାଲୁରୁରେ ନିଯୁକ୍ତି ପାଇଲେ ପ୍ରତିପାଳିତ ଯତ୍ନ ଶିଶୁ ଜାନକୀ ବଲ୍ଲଭ ପଟେଲ

ଦେଓଗାଁ, (ମନୀଷ କୁମାର ସାହୁ) : ଜିଲ୍ଲା ଶିଶୁ ସୁରକ୍ଷାର ୟୁନିଟ ବଲାଙ୍ଗିର ଦ୍ୱାରା ଶିଶୁ ମଙ୍ଗଳ ସମିତି ବଲାଙ୍ଗିରର ଆଦେଶ ଅନୁୟାୟୀ ଜାନକୀ ବଲ୍ଲଭ ପଟେଲ ନାମକ ଶିଶୁକୁ ଦେଓଗାଁ କଛାରପାଲିର ପ୍ରତିପାଳନ ପିତା କାଶୀନାଥ ପଧାନ ଓ ମାତା ବିଦ୍ୟୁତଲତା ଖମାରୀଙ୍କ ଦାୟିତ୍ୱରେ ୨୦୧୯ମସିହାରୁ…
Read More...

ଜରାସିଂହାରେ ଅଙ୍ଗନ ଉତ୍ସବ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶନିବାର ଦିନରୁ ୩ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ବିଭିନ୍ନ ଶିଶୁଙ୍କ ବାପାମାନଙ୍କ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ ପ୍ରତିଯୋଗିତା ଅନୁଷ୍ଠିତ…
Read More...

ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଓ ତୁରନ୍ତ ଗିରଫ୍ ଦାବୀ ନେଇ ସ୍ମାରକପତ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବହିଷ୍କାର, ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବା, ଅପରାଧିକ ଭାବେ ତାଙ୍କୁ ଗିରଫଦାରୀ ଦାବୀରେ ସୋମବାର ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପୂର୍ବ) ପକ୍ଷରୁ ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ପଟ୍ଟନାୟକ ଏବଂ ଜିଲ୍ଲା…
Read More...

କବିସୂର୍ଯ୍ୟନଗର ଥାନାର ହାବିଲଦାରଙ୍କ ମୃତ୍ୟୁ : କାରଣ ଅସ୍ପଷ୍ଟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ କାର୍ଯ୍ୟରତ ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଛି । ମୃତ ହାବିଲଦାର ଜଣକ ରାମଚନ୍ଦ୍ର ମୁଦୁଲି ବୋଲି ଜଣାପଡ଼ିଛି । ତେବେ ରାମଚନ୍ଦ୍ରଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଓ କିପରି ଘଟିଲା, ତାହା ଏପର୍ଯ୍ୟନ୍ତ…
Read More...

ଚୁଡାପାଲି ଶିଶୁ ମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚୂଡ଼ାପାଲି ଠାରେ ଶିଶୁବାଟିକା ବିଭାଗ(ଆଧାର ସ୍ତର- ୧) ମାତୃକର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଚୁଡାପାଲି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ନନ୍ଦ ଉପସ୍ଥିତ ଥିଲେ । ବଲାଙ୍ଗିର…
Read More...

ଚିକିଟିରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣିରେ ହିତାଧିକାରୀଙ୍କୁ ସରକାରୀ ଯୋଜନାର ସୁଫଳ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକରଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଆଜି ଚିକିଟି ବ୍ଲକ ମୁଖ୍ୟାଳୟଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୋଟ…
Read More...

‘ନୂଆଖାଇ ଜୁହାର” ସୃଜନୀ ଅନ୍ତରାଷ୍ଟ୍ରୀୟ ସଦ୍ଭାବନା ଓ ଲୋକସଂସ୍କୃତି ମହୋତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ସୃଜନୀ ପରିବାର ଆନୁକୂଲ୍ୟରେ ‘ନୂଆଖାଇ ଜୁହାର’ ସୃଜନୀ ଅନ୍ତର୍ଜାତୀୟ ସଦ୍ଭାବନା ଓ ଲୋକସଂସ୍କୃତି ମହୋତ୍ସବ ଗତ ରବିବାର ସନ୍ଧ୍ୟାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଦେଶ ଓ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଏଥିରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ…
Read More...

ପୁନେରେ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ନୂଆଁଖାଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ । କେବଳ ପଶ୍ଚିମ ଓଡ଼ିଶାରେ ନୁହେଁ, ପ୍ରବାସରେ ଥିବା ଓଡ଼ିଆଙ୍କ ମନରେ ବି ଏହି ପର୍ବର ଉତ୍ସାହ ଦେଖିବାକୁ ମିଳିଛି । ନିଜ ମାଟି, ନିଜ ପରମ୍ପରା ଓ ସମ୍ବଲପୁରୀ ସଂସ୍କୃତିକୁ ମନେ ପକାଇ ପୁନେରେ ଧୁମଧାମରେ ପାଳିତ ହୋଇଛି…
Read More...

“ବେଟି ବଚାଓ ବେଟି ପଢ଼ାଓ” ସଚେତନତା ଶିବିର ଅନୁଷ୍ଠିତ

ସଇଁନ୍ତଲା, (ଖୁସିରାଣୀ ସାହୁ) : ସ୍ଥାନୀୟ ପଞ୍ଚାୟତ ସମିତି ମହାବିଦୟାଳୟ ସଇଁନ୍ତଲାରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ସଇଁନ୍ତଲା…
Read More...