Daily Archives

୧୦.୯୩୦ କିଲୋ ଗଞ୍ଜେଇ ଜବତ : ଜଣେ ଗିରଫ

ବାଲିଗୁଡ଼ାରୁ ଆଣି ଖପ୍ରାଖୋଲ-ଲାଠୋରରେ କରୁଥିଲା ଯୋଗାଣ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗଞ୍ଜେଇ ଚାଲାଣ ବିରୋଧରେ ଖପ୍ରାଖୋଲ ପୋଲିସକୁ ବଡ଼ ସଫଳତା ମିଳିଛି । ଶୁକ୍ରବାର ଖପ୍ରାଖୋଲ-ଧଣ୍ଡାମୁଣ୍ଡା ରାସ୍ତାରେ ପେଟ୍ରୋଲିଂ ସମୟରେ ଜଣେ ଯୁବକଙ୍କଠାରୁ ୧୦ କିଲୋ ୯୩୦ ଗ୍ରାମ ଗଞ୍ଜେଇ ଜବତ…
Read More...

ଟିଟିଲାଗଡ ଠିକାଦାରପଡ଼ା ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ଉପଲକ୍ଷେ ପ୍ରବଳ ଭିଡ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଟିଟିଲାଗଡ ସହର ଚଳଚଞ୍ଚଳ ହୋଇ ଉଠିଥିଲା । ଟିଟିଲାଗଡ ଠିକାଦାରପଡ଼ା ଠାରେ ଥିବା ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମନ୍ଦିରକୁ ଫୁଲ ଏବଂ ଲାଇଟ ଦ୍ୱାରା ଅତି ସୁନ୍ଦର ଭାବରେ ସୁସଜ୍ଜିତ କରାଯାଇଥିଲା । ସନ୍ଧ୍ୟା…
Read More...

ଜନ୍ମାଷ୍ଟମୀରେ ‘ସିଏମ୍ କିଷାନ’ ଯୋଜନାରେ ଗଞ୍ଜାମର ୨.୩୯ ଲକ୍ଷ ଚାଷୀ ପରିବାରଙ୍କ ଖାତାକୁ ଗଲା ୪୮.୨୧ କୋଟି…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଜ୍ୟ ତଥା ଗଞ୍ଜାମ ଜିଲ୍ଲାର ଅନ୍ନଦାତା ଚାଷୀ ପରିବାରଙ୍କୁ ମିଳିଛି ଆର୍ଥିକ ସହାୟତା । ‘ମୁଖ୍ୟମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାର ୨୪ତମ କିସ୍ତିରେ ଜିଲ୍ଲାର ୨ ଲକ୍ଷ ୩୯ ହଜାର ୨୨୨ ଚାଷୀ ପରିବାରଙ୍କୁ ମୋଟ ୪୮…
Read More...

ବ୍ରହ୍ମା କୁମାରୀ ଈଶ୍ୱରୀୟସଂସ୍ଥାନ ପକ୍ଷରୁ ଜନ୍ମାଷ୍ଟମୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ପକ୍ଷରୁ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥୀ ଭାବେ ଅତିରିକ୍ତ ଜିଲ୍ଲାପାଳ…
Read More...