Monthly Archives

August 2026

ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବଲାଙ୍ଗିର ଜିଲ୍ଲାର
Read More...

ସିପିସି ପକ୍ଷରୁ ୨୦୨୫ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜାର ଫଳାଫଳ ଘୋଷଣା

ରାଉରକେଲା, (ସସ୍ମିତା ପ୍ରଧାନ) : ସେଣ୍ଟ୍ରାଲ ପୂଜା କମିଟି ଆନୁକୂଲ୍ୟରେ ଗତବର୍ଷ ଷ୍ଟିଲ ଟାଉନସିପ୍, ସିଭିଲଟାଉନସିପ୍ ଓ ଫର୍ଟିଲାଇଜର ଟାଉନସିପ୍‌ରେ ଆୟୋଜିତ ହୋଇଥିବା ଦୁର୍ଗାପୂଜା ଲକ୍ଷ୍ମୀପୂଜା ଓ କାଳୀପୂଜାର ଫଳାଫଳ ଘୋଷଣା ଅନୁଷ୍ଠିତ ହୋଇଯାଇଛି । ପାନପୋଷ ଆଇଟିଡିଏ ହଲ୍ ଠାରେ ଆୟୋଜିତ ଏହି
Read More...

ସାଂସଦ ଲୋକଙ୍କ ସମସ୍ୟା ଶୁଣି ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ କାର୍ଯ୍ୟଧାରାରେ ନିର୍ବାଚନମଣ୍ଡଳୀର ଜନସାଧାରଣ ବେଶ୍ ସନ୍ତୁଷ୍ଟ ଅଛନ୍ତି । ସକାଳରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ନିଜେ ଲୋକଙ୍କ ସମସ୍ୟା ଶୁଣନ୍ତି ଏବଂ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତି । ସାଂସଦ
Read More...

ଜିଲ୍ଲାପାଳଙ୍କ ସହିତ ପ୍ରଭାବିତ ଅଞ୍ଚଳ ବୁଲିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳରେ ଗତ କିଛିଦିନ ହେବ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ସମସ୍ୟାର ସମୀକ୍ଷା ଏବଂ ଏହାର ସମାଧାନ ପାଇଁ ଆଜି ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ସୁନ୍ଦରଗଡ
Read More...

ଲୌହମାନବୀ ସରଳାଦେବୀଙ୍କ ଜନ୍ମ ତାରିଖକୁ ନେଇ ଦ୍ୱନ୍ଦ ଦୂର : ବିଶ୍ୱଜିତ ପାଣି

କଟକ, (ସସ୍ମିତା ପ୍ରଧାନ) : ଓଡ଼ିଶାର ପ୍ରଥମ ମହିଳା ବିଧାୟିକା ତଥା ସ୍ୱାଧୀନତା ସଂଗ୍ରାମୀ ଲୌହମାନବୀ ସରଳା ଦେବୀଙ୍କ ଜନ୍ମ ତାରିଖକୁ ନେଇ ବର୍ଷ ବର୍ଷ ଧରି ଦ୍ୱନ୍ଦ ଲାଗି ରହିଛି । ଅନେକ ସ୍ଥାନରେ ତାଙ୍କ ଜନ୍ମ ତାରିଖ ଅଗଷ୍ଟ ୯ ଏବଂ ଅନେକ ସ୍ଥାନରେ ଅଗଷ୍ଟ ୧୯ ବୋଲି ଉଲ୍ଲେଖ ରହିଛି ।
Read More...

ଖେଳୁଥିବା ବେଳେ ଅଘଟଣ : ପାଇଖାନା ପାଣି ଟାଙ୍କିରେ ପଡି ଶିଶୁର ଚାଲିଗଲା ଜୀବନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଖେଳୁଥିବା ବେଳେ ଅଘଟଣ । ପାଇଖାନା ଖୋଲା ପାଣି ଟାଙ୍କିରେ ପଡି ଜଣେ ୪ ବର୍ଷ ଶିଶୁର ଚାଲିଗଲା ଜୀବନ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କପିଲାଭଟା ଅଧିନସ୍ଥ ପଞ୍ଚାୟତ ଅଶୁର୍ଲା ଗାଁରେ । ଗାଁର ଗୁପ୍ତେଶ୍ଵର
Read More...

ବଲାଙ୍ଗିର ଜିଲ୍ଲାର ସର୍ବାଙ୍ଗୀନ ବିକାଶ କରିବା ପାଇଁ ଏକ ‘ଜିଲ୍ଲା ଯୋଜନା କମିଟି’ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌): ବଲାଙ୍ଗିର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଏବଂ ପ୍ରଶାସନିକ କାର୍ଯ୍ୟକ୍ରମକୁ ଅଧିକ ଗତିଶୀଳ କରିବା ପାଇଁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ଵପୂର୍ଣ୍ଣ 'ଜିଲ୍ଲା ଯୋଜନା କମିଟି' ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା
Read More...

ବୋଲବମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ହଜାର ହଜାର କାଉଡିଆଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ମଝିପଡା ବୋଲବମ ଚାରିଟେବୁଲ ସୋସାଇଟି ପକ୍ଷରୁ ପ୍ରତି ରବିବାର ଦିନ ସନ୍ଧ୍ୟାରୁ ମଧ୍ୟ ରାତ୍ର ଯାଏଁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବୋଲବମ୍ ମଣ୍ଡପ ଠାରେ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଉଛି । ୨୦୦୨ ମସିହାରୁ ଦୀର୍ଘ ୨୫ ବର୍ଷ ହେବ
Read More...

ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ କଲେ କଳାହାଣ୍ଡି ଚାଷୀ

ଚାଷୀ ଓ ବୈଜ୍ଞାନିକଙ୍କ ଭାବ ବିନିମୟ କାର୍ଯ୍ୟକ୍ରମ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହ ଠାରେ ଦୁଇ ଦିନିଆ
Read More...

ଦେଢ଼ କୋଟି ଟଙ୍କାର ସାମଗ୍ରୀ ହେରଫେର ଓ ଠକେଇ ଅଭିଯୋଗରେ ଅଭିଯୁକ୍ତ ସରୋଜ ସାହୁ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ଅଧିନସ୍ଥ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ବାଇପାସ୍ ରୋଡ୍‌ରେ ଥିବା ‘ଗ୍ଲୋବାଲ୍ ଏଣ୍ଟରପ୍ରାଇଜେସ୍’ କାରଖାନାରୁ ପ୍ରାୟ ଦେଢ଼ କୋଟି ଟଙ୍କାର ସାମଗ୍ରୀ ହେରଫେର ଓ ଠକେଇ କରିବା ଅଭିଯୋଗ ଆଧାରରେ ଉକ୍ତ କାରଖାନାର
Read More...