ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଛତା ବଣ୍ଟନ
ରାଉରକେଲା, (ସସ୍ମିତା ପ୍ରଧାନ) : ନିଜର ସାମାଜିକ ପ୍ରତିବଦ୍ଧତା ପାଇଁ ସହରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ସମ୍ପ୍ରତ୍ତି ଭୀଷଣ ବର୍ଷାକୁ ଆଖି ଆଗରେ ରଖି ସହରର କିଛି ସଫେଇ କର୍ମଚାରୀଙ୍କୁ ଛତା ବଣ୍ଟନ କରାଯାଇଥିଲା । ଭାଇବ୍ରାଣ୍ଟର!-->…
Read More...
Read More...