Monthly Archives

August 2026

ଦେଓଗାଁ ଅଞ୍ଚଳରେ ହାତୀପଲ : ଭୟଭୀତ ଗ୍ରାମବାସୀ

ଚାଷ ଜମିରେ ଉତ୍ପାତ ମଚାଉଛନ୍ତି ହାତୀଆଖୁ ଖାଇ ନଷ୍ଟ କଲେଲୋକଙ୍କ ପାଇଁ ୩୦ ଟିକିଆ ହାତୀପଲ ଗୋଷ୍ଠୀଛଡ଼ା ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୨ଦିନ ହେଲା ଦେଓଗାଁ ଅଞ୍ଚଳରେ ହାତୀ ବୁଲୁ ଥିବାର ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ସହ ଚାଷୀମାନେ ଆତଙ୍କିତ ହୋଇଥିବା ବେଳେ ହାତୀ ପଛେ ପଛେ
Read More...

ବାଲି ଚୋରା ଚାଲାଣର ଭିଡିଓ ଭାଇରାଲ, ବାଲି ମାଫିଆମାନେ ବଜେପି ନେତା ସହ ହଟହଟା

ଖଣି ବିଭାଗ ବାଲି ମାଫିଆ ମଧୁଚନ୍ଦ୍ରିକା ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ତହସିଲ ଅଞ୍ଚଳରେ ବାଲି ଟେଣ୍ଡର ଶେଷ ହୋଇଛି। ସରକାରୀ ଟେଣ୍ଡର ବ୍ୟବସ୍ଥା ହେଉନି ବୋଲି ବାଲି ମାଫିଆ ମାନେ ଖଣି ବିଭାଗ ସହ ହାତ ମିଶାଇ ମାଡି ଚାଲିଛନ୍ତି । କେତେ ବେଳେ
Read More...

ବରଗଡ଼ ସହରରେ ଦିନକୁ ଦିନ ବଢ଼ୁଥିବା ଅଳିଆ-ଆବର୍ଜନା ସମସ୍ୟାକୁ ନେଇ ଏବେ ତେଜିଛି ଅସନ୍ତୋଷ

ବରଗଡ, (ମୁନ୍ନା ସାହୁ) : ବରଗଡ଼ ସହରରେ ଦିନକୁ ଦିନ ବଢ଼ୁଥିବା ଅଳିଆ-ଆବର୍ଜନା ସମସ୍ୟାକୁ ନେଇ ଏବେ ତେଜିଛି ଅସନ୍ତୋଷ । ସହରର ବିଭିନ୍ନ ସ୍ଥାନରେ ଦୀର୍ଘଦିନ ଧରି ଆବର୍ଜନା ପଡ଼ି ରହିଥିବା ବେଳେ, ଅନେକ ଦୋକାନ ଓ ଆବଶ୍ୟକ ସ୍ଥାନରେ ଡଷ୍ଟବିନ୍ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି । ଏହି
Read More...

ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ସମୀକ୍ଷା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରଙ୍କ ସାର୍ବଜନୀନ ଉଦ୍ୟୋଗ ବିଭାଗ (ପବ୍ଲିକ ଏଣ୍ଟରପ୍ରାଇସ ଡିପାର୍ଟମେଣ୍ଟ)ର କମିଶନର-ତଥା-ଶାସନ ସଚିବ ମହମ୍ମଦ ସାଦ୍ଧିକ୍ ଆଲମ୍ ଦୁଇ ଦିନିଆ
Read More...

ଦାଦନର ଦୁଃଖଦ ଅନ୍ତ : ବିକାଶର ଡିଣ୍ଡିମ ମଧ୍ୟରେ ମୃତ୍ୟୁକୁ ଆଲିଙ୍ଗନ କଲେ ଥବିର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରୋଜଗାର ଅଭାବରୁ ଘର ଛାଡ଼ି ଦୂର ରାଜ୍ୟକୁ ଯାଇ ଦାଦନ ଖଟିବା ଏବେ ବି ଖପ୍ରାଖୋଲ ଅଞ୍ଚଳର ଗରିବ ପରିବାରଙ୍କ ପାଇଁ ଏକ କଠୋର ବାସ୍ତବତା । ସରକାରୀ ମଞ୍ଚରେ ବିକାଶର ଡିଣ୍ଡିମ ପିଟାଯାଉଛି, ଯୋଜନା ପରେ ଯୋଜନା ଘୋଷଣା ହେଉଛି, କିନ୍ତୁ ଗାଁର ଗରିବ ଯୁବକଙ୍କ ପାଇଁ
Read More...

ଦେଓଗାଁରେ ନର ବଳି : ପୂଜା ଘର ଭିତରୁ କଟା ମୁଣ୍ଡ, ବିଲରେ ମୃତଦେହ ଉଦ୍ଧାର

ଗୁଣିଗାରେଡ଼ି ପାଇଁ ହତ୍ୟା ସନ୍ଦେହମୃତଦେହକୁ ଚିହ୍ନଟ କଲେ ପରିବାର ଲୋକେଅଭିଯୁକ୍ତର ଘରୁ ବାହାରିଲା କଟାମୁଣ୍ଡବଳି ଦେଇଥିବା ବଢ଼ିଲା ଚର୍ଚ୍ଚା ଦେଓଗାଁ, (ମନୀଷ କୁମାର ସାହୁ) : ମୁଣ୍ଡ ନାହିଁ ଗଣ୍ଡି ଅଛି, ପାଣିରେ ଭାସୁଥିଲା ମୁଣ୍ଡ ବିହୀନ ମୃତଦେହ । ହତ୍ୟା କରି ଗଣ୍ଡି ଫିଙ୍ଗି ଦେଇଥିବା
Read More...

ଜାତୀୟ ବୈଜ୍ଞାନିକ ମନୋଭାବ ଦିବସ ୨୦୨୬ ପାଳନ

କେସିଙ୍ଗା, (ପ୍ରୀତେଶ ପଟେଲ) : ସମାଜରୁ ଅନ୍ଧ ବିଶ୍ୱାସର ମୂଳୋତ୍ପାଟନ କରିବା ଏବଂ ସମସ୍ତଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରାର ପ୍ରସାର କରିବା ମୂଳ ଲକ୍ଷ୍ୟ ଆଧାରରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ବୈଜ୍ଞାନିକ ମନୋଭାବ ଦିବସ- ୨୦୨୬ ପାଳିତ ହୋଇଯାଇଛି । ଏହି
Read More...

ଶକ୍ତିଶ୍ରୀ ସଶକ୍ତିକରଣ କକ୍ଷ ପକ୍ଷରୁ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦ୍‌ଘାଟିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଡି.ଏ.ଭି. ସ୍ୱୟଂଶାସିତ ମହାବିଦ୍ୟାଳୟ, ଟିଟିଲାଗଡ଼ର ଶକ୍ତିଶ୍ରୀ ସଶକ୍ତିକରଣ କକ୍ଷ ପକ୍ଷରୁ ଛାତ୍ରୀମାନଙ୍କ ଆତ୍ମବିଶ୍ୱାସ, ସୁରକ୍ଷା ଓ ଆତ୍ମନିର୍ଭରଶୀଳତା ବୃଦ୍ଧି ଉଦ୍ଦେଶ୍ୟରେ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ମଙ୍ଗଳବାର
Read More...

ଋଷିକୂଲ୍ୟା ନଦୀରୁ ଦୁଇ ମୃତ ଦେହ ଉଦ୍ଧାର

ମିଳିଲା ଯୁବକ ଯୁବତୀଙ୍କ ପରିଚୟ, ହତ୍ୟା ଅଭିଯୋଗ ଆଣିଲେ ପୁଅଘର ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚଯାତ ଗଙ୍ଗାଦେବୀ ମନ୍ଦିର ନିକଟସ୍ଥ ଋଷିକୂଲ୍ୟା ନଦୀରୁ ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର କରିଥିଲା ଗଞ୍ଜାମ ଥାନା ପୋଲିସ । ଗୁରୁବାର ସେମାନଙ୍କ
Read More...

ଛତ୍ରପୁରରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପକଣ୍ଠସ୍ଥ ମା' ରାମଚଣ୍ଡୀ ମନ୍ଦିର ପରିସରରେ ଛତ୍ରପୁର ଫଟୋଗ୍ରାଫର ଆସୋସିଏସନ୍ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଏକ ନିଆରା ଭାଇଚାରାର ସହ ପାଳନ କରାଯାଇଛି । ଏହି ଅବସରରେ ସଂଘର ସଭାପତି କୃଷ୍ଣଚନ୍ଦ୍ର
Read More...