Monthly Archives

August 2026

ନୂଆ-କମଳାପୁର ଗ୍ରାମବାସୀଙ୍କୁ ଜମିପଟ୍ଟା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

​ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର ବିଧାନସଭା କ୍ଷେତ୍ରର ରଙ୍ଗେଇଲୁଣ୍ଡା ବ୍ଲକ, କମଳାପୁର ପଞ୍ଚାୟତ ଅଧୀନସ୍ଥ ନୂଆ କମଳାପୁର ଗ୍ରାମବାସୀଙ୍କ ଦୀର୍ଘ ଦିନର ଜମିପଟ୍ଟା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟର
Read More...

ରସାଳପୁର କଲେଜରେ ନିଶାମୁକ୍ତ ଭାରତ ଅଭିଯାନ ଆୟୋଜିତ

ବାଲେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ବାଲେଶ୍ୱର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ୱର ଜିଲ୍ଲା ରସାଳପୁର ସ୍ଥିତ ଡକ୍ଟର ଯଦୁନାଥ କଲେଜ୍ ପରିସରରେ ଦିନିକିଆ ନିଶାମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ ହୋଇଛି ।
Read More...

୫ ଲକ୍ଷ ଟଙ୍କା ସହ ଲାଠିକଟା ତହସିଲଦାର ଅଟକ, ୩ଟି ସ୍ଥାନରେ ଭିଜିଲାନ୍ସ ରେଡ୍

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର ତଥା ସବ୍‌-ରେଜିଷ୍ଟ୍ରାର ମୂରଲୀଧର ଉର୍ମାଲଙ୍କୁ ଭିଜିଲାନ୍ସ ଅଟକ ରଖିଛି । ଲାଠିକଟାର ରାଜାବସା ଛକ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ଯାଞ୍ଚ କରିବା ବେଳେ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି
Read More...

ଆସିଲାନି ଭତ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ

ମୃତ୍ୟୁ ପରେ ଇଓଙ୍କ ଅବହେଳା ଅଭିଯୋଗ ବଲାଙ୍ଗିର, (କେପିଏନ୍‌ଏସ୍‌) : ଭତ୍ତା ପାଇଁ ଅପେକ୍ଷା କରି କରି ଶେଷରେ ଆଖି ବୁଜିଲେ ଖର୍ଲିକାନୀ ଗାଁର ବୃଦ୍ଧ ବୀର ମୁଣ୍ଡା । ଅସୁସ୍ଥ ହୋଇ ରୋଗ ଶଯ୍ୟାରେ ପଡ଼ିଥିବା ବୀରଙ୍କ ପାଇଁ ତାଙ୍କ ସ୍ତ୍ରୀ ଭତ୍ତା ଦେବାକୁ ଶିକାଛିଡ଼ା ଗ୍ରାମପଞ୍ଚାୟତର ଇଓଙ୍କୁ
Read More...

ପବିତ୍ର ଶ୍ରାବଣରେ ଦୁଇ ବେସାହାରା ଭିକ୍ଷୁକଙ୍କ ଶେଷ ସାହାରା ସାଜିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

​ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୀବନ ଥିବା ଯାଏଁ ସେମାନେ ଥିଲେ ଅପରିଚିତ, ଅଲୋଡ଼ା ଆଉ ବେସାହାରା । ଦୁଆର ଦୁଆର ବୁଲି ଭିକ୍ଷା ଥାଳିରେ ପେଟର ଭୋକ ମେଣ୍ଟାଉଥିବା ସେହି ନିଃସହାୟ ମଣିଷ ଦୁଇଜଣଙ୍କ ପାଇଁ ଶେଷରେ ମାନବିକତାର କାନ୍ଧ ଯୋଗାଇ ଦେଇଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ପବିତ୍ର
Read More...

ବାଲିଗୁଡାରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର ଉଦ୍‌ଘାଟିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପ୍ରସ୍ତୁତି ଲାଇବେରୀ ଠାରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣଙ୍କ କରକମଳରେ ପ୍ରସ୍ତୁତି ଲାଇବେରୀ ଗୃହ ଠାରେ ସିଭିଲ ସର୍ଭିସ କୋଚିଂ
Read More...

ମୁରିବାହାଲ ଡ଼ିଗ୍ରୀ କଲେଜ ଶକ୍ତିଶ୍ରୀ ଏମ୍ପାୱାରମେଣ୍ଟ ସେଲ୍ ପକ୍ଷରୁ ଥାନା ପରିଦର୍ଶନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶକ୍ତିଶ୍ରୀ ଏମ୍ପାୱାରମେଣ୍ଟ ସେଲ୍ ପକ୍ଷରୁ ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଯଶୋସ୍ମିତା ବେହେରାଙ୍କ ସଭାପତିତ୍ୱରେ ତଥା ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ
Read More...

ମୁରିବାହାଲ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ନିଶା ବିରୋଧୀ ଶପଥ ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ପରିସରରେ ନିଶାଦ୍ରବ୍ୟ ବ୍ୟବହାର ବିରୋଧରେ ସଚେତନତା ସୃଷ୍ଟି ଓ ଯୁବପିଢ଼ିଙ୍କୁ ନିଶାମୁକ୍ତ ଜୀବନ ପ୍ରତି ପ୍ରେରିତ କରିବା ଉଦ୍ଦେଶ୍ୟରେ ‘ନ୍ୟାସନାଲ୍ ପ୍ଲେଜ୍ ଏଗେନଷ୍ଟ ଡ୍ରଗ୍
Read More...

ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ସୋନପୁରରେ ଗର୍ଜିଲା କଂଗ୍ରେସ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଦେଶ ତଥା ରାଜ୍ୟରେ ସମସ୍ତ ଅତ୍ୟାବଶ୍ୟକ ସମଗ୍ରୀର ଅହେତୁକ ଭାବେ ବୃଦ୍ଧିକୁ ନେଇ ଆଜି ସୁବର୍ଣ୍ଣପୁରରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ପେଟ୍ରୋଲ, ଡିଜେଲ ଠାରୁ ଆରମ୍ଭ କରି ଖାଇବା ତେଲ, ଚିନି, ଅଟା, ପିଆଜ, ଆଳୁ ସହ ଅନ୍ୟାନ୍ୟ ସମସ୍ତ ନିତ୍ୟ
Read More...

ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ

ଚାଷୀଙ୍କୁ ପର୍ଯ୍ୟଶପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହସାରର କୃତ୍ରିମ ଅଭାବ ଯୋଗୁଁ କଳାବଜାରୀ ବଢୁଛି ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଆଜି ଦେଓଗାଁ ବ୍ଲକ ଅନ୍ତର୍ଗତ ଗୌରଗୋଠ ପଂଚାୟତର ଗୌରଗୋଠ ଠାରେ ଥିବା ପ୍ରାଥମିକ କୃଷି ସମବାୟ ସମିତି
Read More...