Monthly Archives

August 2026

ଟିଟିଲାଗଡ ଅଗ୍ରୱାଲ ସେବା ସମିତି ପକ୍ଷରୁ କାଉଡିଆଙ୍କୁ ରହିବା ବ୍ୟବସ୍ଥା ସହ ଅନ୍ନପ୍ରସାଦ ବଣ୍ଟନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଶ୍ରାବଣ ମାସରେ ହଜାର ହଜାର ସଂଖ୍ୟାରେ ବୋଲବମ କାଉଡ଼ିଆମାନେ ଟିଟିଲାଗଡ ଧବଳେଶ୍ୱର ମନ୍ଦିରକୁ ଜଳ ଢାଳିବା ପାଇଁ ଟିଟିଲାଗଡକୁ ଆସିଥାନ୍ତି । ତେବେ ଏହି ସମୟରେ ସେମାନଙ୍କୁ ଦୀର୍ଘ ୨୯ ବର୍ଷ ହେଲା ଟିଟିଲାଗଡ ଅଗ୍ରୱାଲ ସେବା ସମିତି ପକ୍ଷରୁ
Read More...

କଳାହାଣ୍ଡିରେ ଲଗାଣ ବର୍ଷା : ଜନ ଜୀବନ ପ୍ରଭାବିତ, ଅନେକ ସ୍ଥାନରେ ଯୋଗାଯୋଗ ବିଛିନ୍ନ

ଇନ୍ଦ୍ରାବତୀ ହାତୀ ବ୍ୟାରେଜରୁ ଛଡାହେଲା ପ୍ରଥମ ବନ୍ୟା ଜଳହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଗତ ଦୁଇଦିନ ଧରି କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଥବାରୁ ଜନ ଜୀବନ ପ୍ରଭାବିତ ହୋଇଛି । ରବିବାର ସକାଳ ଶୁଦ୍ଧା ଜିଲ୍ଲାରେ ୧୦୨୩. ୧
Read More...

ଗାଁ ମୁହାଁ ତହଁକ୍ କୁଟୁମ୍ : ତହଁକ୍ କୁଟୁମ୍‌ର “ହଜ୍‌ଲା ରସ୍‌ ନୁର୍‌ମା ଆସ” କାର୍ଯ୍ୟକ୍ରମ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଚନ୍ଦନଭାଟି ଠାରେ କୋଶଲି ଭାଷାର ସୁରକ୍ଷା ପାଇଁ ତହଁକ କୁଟୁମର ନିଆରା କାର୍ଯ୍ୟକ୍ରମ "ହଜ୍‌ଲା ରସ୍‌ ନୁର୍‌ମା ଆସ" ଲୁକି ଯାଉଥିବା ବଖାନି ଓ ଲୋକ କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଲୋକ ସଂସ୍କୃତି ଉପରେ
Read More...

ଓଡ଼ିଶା ଶିଶୁ ଆୟୋଗ ସଦସ୍ୟାଙ୍କ ବକ୍ତବ୍ୟକୁ ନେଇ ବିହାରୀ ସମାଜର କ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ଶିଶୁ ଆୟୋଗ ସଦସ୍ୟା କଳ୍ପନା ଲେଙ୍କାଙ୍କ ଏକ ବକ୍ତବ୍ୟ ପାଇଁ ରାଉରକେଲାରେ ରହୁଥିବା ବିହାରୀ ସମ୍ପ୍ରଦାୟଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ବାସନ୍ତୀ କଲୋନୀ ସ୍ଥିତ ବିହାର ସାଂସ୍କୃତିକ ପରିଷଦ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦର
Read More...

ସାଇବର୍ ଠକଙ୍କ ଠାରୁ ସାବଧାନ ରହିବାକୁ ପରାମର୍ଶ ଦେଲେ ଗଞ୍ଜାମ ଏସ୍‌ପି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ବରିଷ୍ଠ ନାଗରିକଙ୍କ ପାଇଁ ଆୟୋଜିତ ହୋଇଛି ସାଇବର ସଚେତନତା କାର୍ଯ୍ୟକ୍ରମ । ଶିବ କୁମାର ପଟ୍ଟନାୟକ ରିଡିଂରୁମ୍ ପରିସରରେ ଆୟୋଜିତ ଏହି ସମାବେଶରେ ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଗଞ୍ଜାମ
Read More...

ସ୍କୁଟିରେ ବୁଲି ବୁଲି କଫ୍‌ ସିରଫ୍‌ ବିକ୍ରିଥିଲେ : ମାଡ଼ି ବସିଲା ପୋଲିସ୍‌

ବରଗଡ଼, (ମୁନ୍ନା ସାହୁ) : ହୋଣ୍ଡା ଏକ୍‌ଟିଭା ସ୍କୁଟିରେ ବୁଲି ବୁଲି କଫ୍‌ ସିରଫ୍‌ ବିକ୍ରି କରୁଥିଲେ । ମାଡ଼ି ବସିଲା ପୋଲିସ୍‌ । ଏବେ ବେଆଇନ୍‌ କଫ୍‌ ସିରଫ୍‌ କାରବାର ରୋକିବା ଦିଗରେ ତତ୍ପର ହୋଇ ଉଠିଛି ବରଗଡ଼ ପୋଲିସ । ବରଗଡ଼ ଏସ୍‌ପିଙ୍କ ନିର୍ଦ୍ଦେଶରେ ଅଂଚଳରେ ରୀତିମତ ବେଆଇନ୍‌ କଫ୍‌
Read More...

ରୋଟାରୀ ସନ୍ତରଣ ପ୍ରତିଯୋଗିତା ୨୦୨୬

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ ଖେଳ ଦିବସ ଉପଲକ୍ଷେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ରୋଟାରୀ ସନ୍ତରଣ ପ୍ରତିଯୋଗିତା ୨୦୨୬ ସ୍ଥାନୀୟ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ସ୍ଥିତ ଇଣ୍ଡୋର ସୁଇମିଂ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାଇବ୍ରାଣ୍ଟର ସଭାପତି
Read More...

ସମବାୟ ସମ୍ପାଦକଙ୍କ ନାମରେ ଜମି ଜାଲିଆତି କରି ଋଣ ହଡ଼ପ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାମୂହିକ ଜମିକୁ ଜାଲିଆତି କରି ଜଣେ ବ୍ୟକ୍ତି ନିଜ ନାମରେ ଋଣ କରାଇଥିବା ଅଭିଯୋଗ ନେଇ ଜମି ଅଧିକାରୀମାନେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କନ୍ଧୂମୁଣ୍ଡା ଗ୍ରାମର ଗଣପତି
Read More...

ବଲାଙ୍ଗିରରେ ଆୟୁଷ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବୀ ଉଠାଇଲା ନେତାଜୀ ସଂଗ୍ରାମ ପରିଷଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ ନେତାଜୀ ସଂଗ୍ରାମ ପରିଷଦ ପକ୍ଷରୁ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିବା ବେଳେ ଏହି ଅବସରରେ ପରିଷଦର ମୁଖପତ୍ର ସୁଭାଷ ଚିନ୍ତନର ଚତୁର୍ଥ ବର୍ଷ ତୃତୀୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ବଲାଙ୍ଗିରରେ ଆୟୁଷ ବିଶ୍ୱବିଦ୍ୟାଳୟ
Read More...

ଜୟପାଟଣା ଅଞ୍ଚଳରେ ଆଯାଡ଼ିଦେଲା ୨୪୦ମି.ମି. ବର୍ଷା

ହାତୀ ନଦୀରେ ବନ୍ୟା ସ୍ଥିତି ଜୟପାଟଣାରେ ଜୟପାଟଣା, (ଶେଷଦେବ ବେହେରା) : ଗତ ୨୪ଘଣ୍ଟା ମଧ୍ୟରେ ଜୟପାଟଣା ଅଞ୍ଚଳରେ ୨୪୦ ମିଲିମିଟର ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ହାତୀ ନଦୀ ଗର୍ଭରେ ବନ୍ୟା ଆଶଙ୍କା ଦେଖାଦେଇ ଥିବା ବେଳେ ଜୟପାଟଣା ଅଞ୍ଚଳରେ କିଛି ସମୟ ପାଇଁ ଜୀବନ ଯାତ୍ରା ଅସମ୍ଭାଳ
Read More...