ଅଚିହ୍ନା ଶବର ସତ୍କାର କଲା ‘ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ’ : ଦୀର୍ଘ ୧୦ ବର୍ଷ ହେବ ଅସହାୟଙ୍କ ସାହାରା…
ବଲାଙ୍ଗିର (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଚୁଡାପାଲି ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଅଜଣା ଯୁବକଙ୍କର ମୃତ୍ୟୁ ହୋଇଥିଲା । ପରିଚୟ ମିଳିନଥିବା ଏହି ମୃତଦେହକୁ ସମ୍ମାନ ଓ ମର୍ଯ୍ୟାଦାର ସହ ସତ୍କାର କରିଛି ସ୍ଥାନୀୟ 'ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ' ।!-->…
Read More...
Read More...