Monthly Archives

August 2026

ସିଲକୁଟା ଜଙ୍ଗଲରୁ ମାଓ ଡମ୍ପ ଠାବ : ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପୁଲିସ ଜିଲ୍ଲାରେ ମାଓ ଦମନ ଅଭିଯାନରେ ପୁଣି ବଡ଼ ସଫଳତା ମିଳିଛି । କେ. ବଲାଙ୍ଗ ଥାନା ଅନ୍ତର୍ଗତ ସିଲକୁଟା ରିଜର୍ଭ ଫରେଷ୍ଟରୁ ଏକ ଗୁପ୍ତ ମାଓ ଡମ୍ପକୁ ପୁଲିସ ଠାବ କରିଛି । ପୁଲିସ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଗତ ୨୩ ତାରିଖରେ ଆତ୍ମସମର୍ପଣ
Read More...

ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ବଲାଙ୍ଗିରରେ ଆୟୁଷ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନେତାଜୀ ସଂଗ୍ରାମ ପରିଷଦ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ଆୟୁଷ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ନେଇ ଦୃଢମତ ଉଠିଛି । ତ୍ରୈମାସିକ ମୁଖପତ୍ର ସୁଭାଷ ଚିନ୍ତନ ଚତୁର୍ଥ ବର୍ଷ ତୃତୀୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଭଗବତୀ
Read More...

ମାଙ୍କଡ଼ ମାନଙ୍କର ଉପଦ୍ରବରେ ଛାତ ଉପରୁ ପଡ଼ି ଯୁବତୀ ଜଣକ ଗୁରୁତର : ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳରେ ମାଙ୍କଡ଼ ମାନଙ୍କର ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି ।ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ବହୁ ବାର ଜନସାଧାରଣଙ୍କର ଦାବୀ ହୋଇ ଆସିଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଅବା
Read More...

ଶ୍ରାବଣ ମାସର ଶେଷ ସୋମବାରରେ ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବଲାଙ୍ଗିର କଅଗାଁର ପ୍ରସିଦ୍ଧ ଶୈବପୀଠ ଶ୍ରୀ ବାବା ଧବଳେଶ୍ୱରଙ୍କ ମନ୍ଦିର । ଆଜି ଭୋର୍‌ ଭୋର୍‌ ମନ୍ଦିରରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଥିବା ବେଳେ 'ହରହର ମହାଦେବ' ଧ୍ୱନିରେ
Read More...

ରାକ୍ଷୀପୂର୍ଣ୍ଣିମାର ଈଶ୍ୱରୀୟ ବାର୍ତ୍ତା 

ଗୋପାଳପୁର/ବାଲେଶ୍ୱର,ଏ ବିଶ୍ୱବ୍ରହ୍ମାଣ୍ଡର ସ୍ୱାମୀ ଇଶ୍ୱରଙ୍କ ସବୁଠାରୁ ଶେଷ୍ଠ ସଂରଚନା ହେଉଛି ମନୁଷ୍ୟ । ଲକ୍ଷ ଲକ୍ଷ ଜୀବଜନ୍ତୁଙ୍କ ମଧ୍ୟରେ ଶେଷ୍ଠଜୀବ ମନୁଷ୍ୟ । ନିଜର ବୃଦ୍ଧି ଓ ବିବେକ ପାଇଁ ଶେଷ୍ଠତ୍ୱର ଆସନ ଅଳକୃତ କରିଛି ମନୁଷ୍ୟ । ଶାସ୍ତ୍ରରେ ଏହା ବର୍ଣ୍ଣନା କରାଯାଇଛି କି କେତେ
Read More...

ଓଡିଶା ବଞ୍ଜାରା ସେବା ସଙ୍ଘ ପକ୍ଷରୁ ରାଜ୍ୟ କର୍ମକର୍ତ୍ତା ମନୋନୀତ

ଜୟପାଟଣା, (ଶେଷଦେବ ବେହେରା) : ଓଡିଶା ବଞ୍ଜାରା ସେବା ସଙ୍ଘ ପକ୍ଷରୁ ଜୟପାଟଣା ବ୍ଲକ ପୁଝାରିଗୁଡା ଠାରେ ରବିବାର ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ଚୟନ ଓ ଆଲୋଚନା ନେଇ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ରାଜ୍ୟ ବଞ୍ଜାରା ସମାଜ ସଭାପତି ତୁଲାରାମ ନାଏକଙ୍କ ସଭାପତିତ୍ୱରେ ମୁଖ୍ୟ
Read More...

ଏନ୍‌ଟିପିସି ସିଏସ୍ଆର ପାଣ୍ଠିରେ ୫୦ ହାଇସ୍କୁଲରେ ସୌର ଶକ୍ତି ବ୍ୟବସ୍ଥା ସ୍ଥାପନ

ବରଗଡ଼, (ନିରୋଜ କୁମାର ପାଣୀ) : ଏନ୍‌ଟିପିସିର କର୍ପୋରେଟ୍ ସୋସିଆଲ୍ ରେସ୍ପନ୍ସିବିଲିଟି (ସିଏସ୍ଆର) ପାଣ୍ଠିରୁ ବରଗଡ଼ ଜିଲ୍ଲାର ଶିକ୍ଷା କ୍ଷେତ୍ରକୁ ସୌର ଶକ୍ତି ମାଧ୍ୟମରେ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଜିଲ୍ଲାର ୫୦ଟି ହାଇସ୍କୁଲରେ ମୋଟ ୩
Read More...

ବେହେରାପାଲି ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୨ ଅଗଷ୍ଟ ୨୦୨୬ ଦିନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା (ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ)ତରଫରୁ ଏକ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ବେହେରାପାଲି ବଲାଙ୍ଗିର ଠାରେ ଅନୁଷ୍ଠିତ ହେଇଯାଇଛି । ଏହି ସ୍ୱାସ୍ଥ୍ୟ
Read More...

ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ସ୍ୱର୍ଗୀୟା ଦାଦି ପ୍ରକାଶ ମଣିଜିଙ୍କର ୧୯ ତମ ପୁଣ୍ୟ ତିଥି ସ୍ମୁତି ଦିଵସ ପାଳନ ଅବସରରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ଏକ ରକ୍ତଦାନ
Read More...

ସୁବର୍ଣ୍ଣପୁର ସିନିୟର ଫୁଟବଲ୍ ଲିଗ ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ

୨-୦ ଗୋଲରେ ରିଜର୍ଭ ପୋଲିସ ଦଳ ବିଜୟୀ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସିନିୟର୍ ଫୁଟବଲ ଲିଗ ମୁନିସିପାଲିଟି ଜୋନ୍ ଆଜି ଗାନ୍ଧୀ ଷ୍ଟାଡିୟମ୍ ଠାରେ ଉଦ୍‌ଘାଟିତ ହୋଇଯାଇଛି । ସୋନପୁର ରିଜର୍ଭ ପୋଲିସ ଦଳ ଓ ସୃଜନ ନାଗ ଫୁଟବଲ୍ ଏକାଡେମୀ ମଧ୍ୟରେ ଆଜି ଉଦଘାଟନୀ ମ୍ୟାଚ
Read More...