Daily Archives

୧୪ ଜୁଆଙ୍ଗ ପିଭିଟିଜି ମହିଳାଙ୍କ ମୃତ୍ୟୁ ଘଟଣାରେ ତାମିଲନାଡୁ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

କାରଖାନା ମାଲିକଙ୍କ ବିରୋଧରେ ଅପରାଧିକ ମାମଲାଶ୍ରମ ଯୋଗାଣକାରୀ ଗିରଫକାରଖାନା ସିଲ୍ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନଶିଳ୍ପ ସୁରକ୍ଷା ଓ ଶ୍ରମ ଆଇନ ଉଲ୍ଲଙ୍ଘନର ମିଳିଛି ପ୍ରମାଣ ନୂଆଦିଲ୍ଲୀ/ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଜୁଆଙ୍ଗ ବିଶେଷ ଦୁର୍ବଳ ଜନଜାତିର ୧୪
Read More...

ରୋଟାରି କ୍ଲବ ଅଫ ଏଲିଟ ବଲାଙ୍ଗିର ଦ୍ୱାରା ଗ୍ରୀନ ଡ୍ରିମ : ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨ ଅଗଷ୍ଟ ଦିନ ବିଷ୍ଣୁମୁଣ୍ଡା ପାଖରେ ଅବସ୍ଥିତ ଏକାଡେମିକ୍‌ ହାଇଟ୍ସ ପବ୍ଲିକ ସ୍କୁଲଠାରେ ରୋଟାରି ଏଲିଟ ତରଫରୁ "ଗ୍ରୀନ ଡ୍ରିମ"- ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ ସ୍କୁଲର ଅଧ୍ୟକ୍ଷ ବିଶ୍ୱରଞ୍ଜନ ରାୟ,
Read More...

ଗଣିତ ଶିକ୍ଷକ ଅଭାବକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ଓଏଭି ମହିମୁଣ୍ଡାରେ ଦଶମ ଶ୍ରେଣୀ ପାଇଁ ଗଣିତ ଶିକ୍ଷକ ନଥିବା ଅଭିଯୋଗ କରି ଆଜି ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଦାବିପତ୍ର ଦିଆଯାଇଛି । ମଞ୍ଚର ସରୋଜ କୁମାର ମେଶ୍ୱା କହିଛନ୍ତି ଯେ, ସିବିଏସ୍‌ଇ ପରୀକ୍ଷା
Read More...

ଶ୍ରାବଣ ମାସର ପ୍ରଥମ ସୋମବାରରେ ଟିଟିଲାଗଡ଼ ଧବଳେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସ୍ଥିତ ପ୍ରସିଦ୍ଧ ଧବଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । କାଉଡ଼ିଆଙ୍କ ହର ହର ମହାଦେବ ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା ।
Read More...

ଲାୟନ୍ସ କ୍ଲବ୍ ଅଫ୍ ଟିଟିଲାଗଡ଼ ଦ୍ୱାରା ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ “ୱାଟର ବେଲ୍” ସେବା ପ୍ରଚଳନର…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ଓମ୍‌ ଭ୍ୟାଲି ସ୍କୁଲରେ ୱାଟର ବେଲ ସେବାର ଶୁଭାରମ୍ଭ କରାଯାଇଛି । ଲାୟନ୍ସ କ୍ଲବ୍ ଅଫ୍ ଟିଟିଲାଗଡ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀ ଏବଂ ଜଳ ପ୍ରତି ସଚେତନତା ବୃଦ୍ଧି କରିବା ଶୁଭାରମ୍ଭ
Read More...

ଜରାସିଂହାରେ ‘ଆସ ଗଢ଼ିବା ସଂସ୍କାରବାନ ପିଢ଼ି’ କାର୍ଯ୍ୟକ୍ରମ ଅନୁଷ୍ଠିତ

​ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ଗ୍ରାମରେ ଗାୟତ୍ରୀ ପରିବାର ତରଫରୁ "ଆସ ଗଢ଼ିବା ସଂସ୍କାରବାନ ପିଢ଼ି" ଗର୍ଭାଧାନ ସଂସ୍କାର କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ​ଏହି ଅବସରରେ ବଲାଙ୍ଗିର ଗାୟତ୍ରୀ ପରିବାରର ମୋକ୍ଷଦା ଶର୍ମା ଏବଂ ମହିଳା ମଣ୍ଡଳର
Read More...

ରକ୍ତଦାନ, ପରିବେଶ ଓ ଯୁବଶକ୍ତିକୁ ନେଇ ମାହେଶ୍ୱରୀର ନୂଆ ସଂକଳ୍ପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାହେଶ୍ୱରୀ ସଙ୍ଗଠନ, ବଲାଙ୍ଗିର ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକର ସଭାପତି, ସଂଯୋଜକଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ରବିବାର ସ୍ଥାନୀୟ ବେବି ବବଲ୍ସ ପ୍ଲେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଙ୍ଗଠନର ଗତ କିଛି ମାସର
Read More...

ଅବସର ନେଲେ ପ୍ରଧାନ ଶିକ୍ଷକ ସରଜୁ ବାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସରଜୁ ବାଗ ଅବସର ନେଇଛନ୍ତି । ସେ ୧୫ ଜୁନ ୧୯୯୨ ରେ ଶିକ୍ଷକତା ଆରମ୍ଭ କରିଥିବା ବେଳେ ୩୧ ଜୁଲାଇ ୨୦୨୬ରେ ଅଲଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅବସର ନେଇଛନ୍ତି । ଏହି
Read More...

ଯୋଗୀସର୍ଡା ସ୍ଥିତ ଯୋଗେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଲୋଇସିଂହା ବ୍ଲକର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଯୋଗୀସର୍ଡ଼ା ସ୍ଥିତ ଯୋଗେଶ୍ୱର ବାବାଙ୍କ ଠାରେ ବୋଲବମ୍ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ଆଜି ସକାଳ ୪ ଟାରୁ ପ୍ରଭୁଙ୍କ ଦିବ୍ୟସ୍ନାନ
Read More...

ନଅଗାଁ (ଖ) ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଫରେଷ୍ଟ ରେଞ୍ଜ ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବାଟମଙ୍ଗଳା ଦେବୀଙ୍କ ସନ୍ନିକଟ ତେତେଲଦାଦର ଠାରେ କରନ, ଜାମ, ବିଜା ପ୍ରଭୃତି ପ୍ରାୟ ୫ ଶହ ଚାରା ରୋପଣ କରାଯାଇଥିଲା ।
Read More...