Daily Archives

ଗୃହଲକ୍ଷ୍ମୀର ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସିନିୟର୍ ସୋସିଆଲ ସୋସାଇଟି ରାଉରକେଲା ଓ ଏହାର ଅନ୍ୟତମ ସହଯୋଗୀ ଗୃହଲକ୍ଷ୍ମୀ ସହ ତୁମକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କରି ୧୦ ଯୋଡା ଦମ୍ପତି ବୃକ୍ଷରୋପଣ
Read More...

ଆସନ୍ତା ୨ ଓ ୩ରେ ଏକତ୍ର ଏକକ ନାଟକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ୨୭ଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ହେଇଥିବା ଏକତ୍ର ତରଫରୁ ଆସନ୍ତା ୨ ଓ ୩ ତାରିଖ ଅପରାହ୍ନ ୩ଟା ସମୟରେ ଏକକ ନାଟକ ଉତ୍ସବ ପାଳନ କରାଯିବ ବୋଲି ଅନୁଷ୍ଠାନର ସଭାପତି ରାଜୀବ ପାଣି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ସହରର ବିଭିନ୍ନ ନାଟ୍ୟାନୁଷ୍ଠାନର
Read More...

କେସିଙ୍ଗାରେ ସାମ୍ବାଦିକ ମହାସଂଘର ପଦକ୍ଷେପରେ ଚେତିଲା ପ୍ରଶାସନ, ଆରମ୍ଭ ହେଲା ରାସ୍ତା ମରାମତି କାମ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ସହରର ଜଗନ୍ନାଥ ମନ୍ଦିର ଛକରୁ ଟିଟିଲାଗଡ଼ ଅଭିମୁଖେ ଯାଇଥିବା ମୁଖ୍ୟ ରାସ୍ତାର ଦୟନୀୟ ଅବସ୍ଥାକୁ ନେଇ ଦୀର୍ଘଦିନ ଧରି ସାଧାରଣ ଲୋକେ ଅସୁବିଧା ଭୋଗୁଥିଲେ । ଏହି ସମସ୍ୟାକୁ ନେଇ ବିଭିନ୍ନ ଖବରକାଗଜରେ ବାରମ୍ବାର ଖବର ପ୍ରକାଶ ପାଇଥିଲା । ସେହିପରି
Read More...

ବନ୍ୟାଜଳରେ ଚାଷଜମିର ବ୍ୟାପକ କ୍ଷତି : ପରିସ୍ଥିତିର ତଦାରଖ କଲେ ଆର୍‌ଆଇ, ଭିଏଲଡବ୍ଲ୍ୟୁ ଓ ସରପଞ୍ଚ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଲଗାଣ ବର୍ଷା ଓ ବନ୍ୟାଜଳ ପ୍ରଭାବରେ ଧୁମାଭଟା ଗ୍ରାମପଞ୍ଚାୟତ ଅଞ୍ଚଳରେ ବ୍ୟାପକ ଫସଲ କ୍ଷତି ଘଟିଛି । କ୍ଷତିଗ୍ରସ୍ତ ଚାଷଜମିର ପରିସ୍ଥିତି ଅନୁଧ୍ୟାନ ପାଇଁ ଆର୍‌ଆଇ ନିଷାନ ସୁରେନ, ଭିଏଲ୍‌ଡବ୍ଲ୍ୟୁ ବାବୁଲାଲ ସାହୁ ଏବଂ ସରପଞ୍ଚ ବନମାଳୀ ନାଏକ ବିଭିନ୍ନ ଗାଁ
Read More...

କଣ୍ଟାବାଞ୍ଜିରେ ପୁଣି ସକ୍ରିୟ ଡିକି ଭଙ୍ଗା ଲୁଟେରା ଗ୍ୟାଙ୍ଗ୍‌, ବାଇକ୍ ଡିକିରୁ ୫୦ ହଜାର ଟଙ୍କା ଲୁଟ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ସହରରେ କିଛି ଦିନର ନିରବତା ପରେ ପୁଣିଥରେ ଡିକି ଭାଙ୍ଗି ଲୁଟ କରୁଥିବା ଗ୍ୟାଙ୍ଗ୍‌ ସକ୍ରିୟ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସହରର ଦୁଇ ନମ୍ବର ରୋଡ୍‌ରେ ଥିବା ଏକ ବାଇକ୍‌ର ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୫୦ ହଜାର ଟଙ୍କା ଲୁଟି
Read More...

‘ଗଣ ଇସ୍ତାହାର’ର ୪୬ ତମ ସ୍ଵନକ୍ଷତ୍ର ଦିବସ ସମାରୋହ

ସାମ୍ବାଦିକତାରେ ତଥ୍ୟର ସତ୍ୟତା ଓ ଦାୟିତ୍ୱବୋଧ ରହିବା ଜରୁରୀ ବରଗଡ଼, (ନିରୋଜ କୁମାର ପାଣୀ) : ଖବରକାଗଜର ପୃଷ୍ଠାରେ ମୁଦ୍ରିତ ଶବ୍ଦର ଆୟୁଷ ହୁଏତ ଗୋଟିଏ ଦିନ ହୋଇପାରେ, କିନ୍ତୁ ସତ୍ୟନିଷ୍ଠ ସାମ୍ବାଦିକତା, ସମାଜ ପ୍ରତି ଦାୟିତ୍ୱବୋଧ ଓ ମଣିଷ ପ୍ରତି ଆନ୍ତରିକତାର ମୂଲ୍ୟ କାଳର ସୀମା
Read More...

ରାଉରକେଲାରେ ସିରିଜ୍ ଛିନତାଇ ଓ ଚୋରି ମାମଲାର ପର୍ଦ୍ଦାଫାଶ : ଜଣେ ଗିରଫ, ଦୁଇ ନାବାଳକ ଅଟକ, ୮ ମୋବାଇଲ୍ ସହ ନଗଦ ଜବତ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ସେକ୍ଟର-୧୯ ଥାନା ପୋଲିସ ସହରରେ ଘଟିଥିବା କ୍ରମାଗତ ୬ଟି ଛିନତାଇ ଓ ୩ଟି ଚୋରି ଘଟଣାର ସଫଳ ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଘଟଣାରେ ସମ୍ପୃକ୍ତ ଦୁଇ ଜଣ ନାବାଳକଙ୍କୁ ଅଟକ ରଖିଛି।
Read More...

ଅଞ୍ଚଳ ମହାବିଦ୍ୟାଳୟରେ ‘ସମ୍ବଲପୁରୀ ଦିନ୍’ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷଠାରେ ଅଗଷ୍ଟ ୧ ତାରିଖ ଦିନ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ‘ସମ୍ବଲପୁରୀ ଦିନ୍’ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଦିଗାମ୍ବର ଚାନ୍ଦ ସଭାପତିତ୍ୱ କରିଥିବା ବେଳେ
Read More...

ନୃସିଂହନାଥରେ ସମ୍ବଲପୁରୀ ଦିନ୍‌ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ କଳା ପରିଷଦ ପକ୍ଷରୁ ଶନିବାର ନୃସିଂହନାଥ ଠାରେ ଉତ୍ସାହର ସହ ସମ୍ବଲପୁରୀ ଦିନ୍‌ ପାଳିତ ହୋଇଯାଇଛି । ଏହି ଅବସରରେ ସମ୍ବଲପୁରୀ ସାହିତ୍ୟର ସ୍ରଷ୍ଟା ଗୁରୁ ସତ୍ୟନାରାୟଣ ବହିଦାର ଓ କବି
Read More...

ତୁଷୁରା କ୍ଲଷ୍ଟର ସ୍ତରୀୟ ଦ୍ୱିତୀୟ ମାସିକ ବୈଠକ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା କ୍ଲଷ୍ଟର ସ୍ତରୀୟ ଦ୍ୱିତୀୟ ମାସିକ ବୈଠକ ଖର୍ଡା ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପର୍ଯ୍ୟବେକ୍ଷକ ଭାବେ ଗୁଡଭେଲା ବ୍ଲକ୍ ଡାଏଟ୍
Read More...