Monthly Archives

June 2026

ଏନସିଓଆରଡିର ୧୦ମ ଶୀର୍ଷ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ(୨୦୨୬-୨୦୨୯) ଓ ଏନସିବିର ବାର୍ଷିକ ରିପୋର୍ଟ - ୨୦୨୫’ ଉନ୍ମୋଚିତ୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମାଦକଦ୍ରବ୍ୟ ନଷ୍ଟ ପାଇଁ ଦେଶବ୍ୟାପୀ ପାକ୍ଷିକ ଅଭିଯାନ ଆରମ୍ଭସିନ୍ଥେଟିକ୍ ଡ୍ରଗ୍ସ, ଡାର୍କନେଟ୍ ଓ ସୀମାପାର ଚୋରା ଚାଲାଣକୁ ରୋକିବା ପାଇଁ
Read More...

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଜନ ବିଶ୍ୱାସ’ ସଂସ୍କାରର ଶୁଭାରମ୍ଭ; ଔଷଧ ଓ ଖାଦ୍ୟ ସୁରକ୍ଷା ଆଇନରେ କ୍ଷୁଦ୍ର ଅପରାଧ ବ୍ୟବସ୍ଥା…

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାର 'ଜନ ବିଶ୍ୱାସ ଅଧିନିୟମ, ୨୦୨୬' ଅଧୀନରେ 'ଔଷଧ ଏବଂ ପ୍ରସାଧନ ସାମଗ୍ରୀ ଆଇନ, ୧୯୪୦' ଏବଂ 'ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬' ସହ ଜଡ଼ିତ କେତେକ ପ୍ରମୁଖ ସଂସ୍କାରକୁ କାର୍ଯ୍ୟକାରୀ କରିଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱାସ ଆଧାରିତ ଶାସନ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ଏବଂ ପ୍ରତିଷ୍ଠା ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ଏବଂ ପ୍ରତିଷ୍ଠା ଦିବସ ସଦାଇପାଲି ସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ସଭାକୁ ସୁନିଲ ଚନ୍ଦ୍ର ବିଶ୍ୱାଲ କର୍ମକର୍ତ୍ତାମାନଙ୍କୁ ମଂଚକୁ
Read More...

ଯୁବ କୁଲୁତା ସମାଜ ପକ୍ଷରୁ ୫ ୟୁନିଟ ରକ୍ତ ସଂଗୃହୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରି ମାନବିକତାର ପରିଚୟ ଦେଇଛନ୍ତି ଡଂଗାଘାଟ ଗ୍ରାମର ଯୁବକ ସୁମନ୍ତ କୁମାର ସାହୁ । ସୁମନ୍ତଙ୍କ ଜନ୍ମଦିନ ଅବସରେ ତାଙ୍କ ଅନ୍ୟ ଦୁଇ ଜଣ ସାଙ୍ଗ ଦୁଷ୍ମନ୍ତ ସାହୁ ଓ ସୁଧୀର ମଲ୍ଲିକ ମଧ୍ୟ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ
Read More...

ଜିଲ୍ଲା ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ : ୨୧୧ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ଶିକ୍ଷା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରେକ୍ଷାଳୟ ଠାରେ ଜିଲ୍ଲାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ ଓ ପ୍ରେରଣା ପ୍ରଦାନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା ।
Read More...

ଆକାଶବାଣୀ ରାଉରକେଲା କେନ୍ଦ୍ରର ୩୧ତମ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷା ଓ ମନୋରଞ୍ଜନକୁ ଗୁରୁତ୍ୱ ଦେଇ ତଥା ସବୁବର୍ଗର ଶ୍ରୋତାଙ୍କୁ ଦୃଷ୍ଟିରେ ରଖି, ୧୦୨.୬ ଏଫ୍.ଏମ୍. ଆକାଶବାଣୀ ରାଉରକେଲା ଉନ୍ନତମାନର କାର୍ଯ୍ୟକ୍ରମମାନ ପ୍ରସାରଣ କରି ଶ୍ରୋତାମାନଙ୍କର ପ୍ରିୟଭାଜନ ହୋଇପାରିଛି । ଏହି ଧାରା ଅବ୍ୟାହତ ରଖିବାକୁ ଚେଷ୍ଟା
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ବିଜେଡିକୁ ଲାଗିଲା ବଡ଼ ଝଟକା : ବିଜେପିରେ ଶତାଧିକ କର୍ମୀ ସାମିଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ବିଜେଡିକୁ ଲାଗିଛି ଏକ ବଡ଼ ଝଟକା ଲାଗିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଏକ ବିଶାଳ ମେଗା ରକ୍ତଦାନ ଶିବିରରେ ବିଜେପିରେ ଶତାଧିକ କର୍ମୀ ସାମିଲ
Read More...

ଚିକଲଖଣ୍ଡି ଗ୍ରାମର ଯଜ୍ଞ-ଉତ୍ସବ ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମରେ ସାତଦିନ ଧରି ବର୍ଣ୍ଣାଢ଼୍ୟ ସମାରୋହରେ ସମାହିତ ହୋଇ ଆସିଥିବା ଯଜ୍ଞ-ଉତ୍ସବ ଗତ ୨୫ ତାରିଖରେ ଉଦଯାପିତ ହୋଇଯାଇଛି । ଚିକଲଖଣ୍ଡି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ବୁଢ଼ୀ ଠାକୁରାଣୀ
Read More...

ସିୟୁଇଟି ପରୀକ୍ଷାରେ ଦୁଇ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ପ୍ରକାଶିତ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ପରୀକ୍ଷାରେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ମାଣ୍ଡୋସିଲ ଅଞ୍ଚଳର ଦୁଇଜଣ ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ସେମାନେ ହେଲେ ଆର୍ୟନ
Read More...

ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନୂତନ ଜିଲ୍ଲା କମିଟି ଘୋଷିତ : ଦଳୀୟ କର୍ମୀଙ୍କ ମହଲରେ ଖୁସିର ଲହରୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ୩୪ ଜଣିଆ ନୂତନ ଜିଲ୍ଲା କମିଟି ଗଠିତ ହୋଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶୁଭ୍ରାଂଶ ମୋହନ ପାଢୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଅନୁମୋଦନ ଓ ସୁପାରିଶ କ୍ରମେ
Read More...