କଣ୍ଟାପଡ଼ା ଶବ ବୋହିବା ଘଟଣା : ପୀଡ଼ିତ ପରିବାରକୁ ଆର୍ଥିକ ଓ ଖାଦ୍ୟ ସହାୟତା ଯୋଗାଇଲା ପ୍ରଶାସନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର ହାତ ବଢ଼ାଯାଇଛି । ସୂଚନାଯୋଗ୍ୟ ଯେ, ସମ୍ପ୍ରଦାୟ ବାହାରେ ପୁଅ ବିବାହ କରିଥିବା!-->…
Read More...
Read More...