Monthly Archives

May 2026

ଗ୍ୟାସ ପାଇଁ ଗ୍ରାହକ ହଇରାଣ

ଏଣିକି ହୋମ ଡେଲିଭରୀ ଏଜେନ୍ସୀ ସୁବର୍ଣ୍ଣପୁର, (ରାଜକିଶୋର ତ୍ରିପାଠୀ) : ଦେଶରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ବେଳେ ସବୁ ଆଡ଼େ ରନ୍ଧନ ଗ୍ୟାସ ସଙ୍କଟ ଦେଖା ଦେଇଛି । ସେହିପରି ସୋନପୁର ସହରରେ ଥିବା ଏଚ୍‌ପି ଗ୍ୟାସ ଏଜେନ୍ସି ମଧ୍ୟ ସେହିଦିନ ଠାରୁ ହୋମ୍ ଡେଲିଭରି ସେବା ଯୋଗାଇବାରେ
Read More...

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନାର ବପଲମେଣ୍ଡିର-ଏଲ, ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଡିମାରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ସୂଚନାରୁ ଜଣାପଡିଛି ଯେ, ଚଳିତ ମାସ ୯ ତାରିଖ ଦିନ ସୁଧୀର
Read More...

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ବର୍ଣ୍ଣାଢ୍ୟ ଜନ୍ମ ମହୋତ୍ସବ : ଭଜନ, ନୃତ୍ୟ, ସଂଗୀତ ଓ ୧୮୦ ଦେଶର ଶ୍ରଦ୍ଧାଳୁଙ୍କ ସମେତ ଶ୍ରୀ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆର୍ଟ ଅଫ୍ ଲିଭିଂ ପରିବାର ଆନୁକୂଲ୍ୟରେ ଗତ ମଇ ୧୩ ତାରିଖରେ ବିଶ୍ଵ ବରେଣ୍ୟ ସନ୍ଥ ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୭୦ତମ ଜନ୍ମ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଜନ୍ମ ମହୋତ୍ସବ ଉପଲକ୍ଷେ ସକାଳ ଠାରୁ ରାତି ପର୍ଯ୍ୟନ୍ତ ସହର
Read More...

ଗୁରୁ ଭଗବାନ ସାହୁଙ୍କ ଉପରେ ଆଲୋଚନାଚକ୍ର ଓ କବିତା ପାଠ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଟାସିଂହା ଗ୍ରାମରେ ଶବ୍ଦନୃତ୍ୟର ଆଦି ଗୁରୁ ଭଜମନ ଦାସ କଳା ପରିଷଦ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା, କଳା ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ଉପରେ ଆଲୋଚନାଚକ୍ର ଏବଂ କବିତା ଆସର ଅନୁଷ୍ଠିତ ହୋଇଯାଇଛି
Read More...

ଶୁଖିଲା ପଡ଼ିଛି ଅଙ୍ଗ ନଦୀ : ପିଇବା ପାଣିର ଉତ୍କଟ ସମସ୍ୟା, ନଦୀ ଖଣ୍ଡିରେ ଗ୍ରାମବାସୀ

କୁଟାସିଂହା ବ୍ୟାରେଜ ଶୀଘ୍ର ଆରମ୍ଭ କରିବାକୁ ଦାବି ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଅବସ୍ଥିତ ଥିବା ଅଙ୍ଗନଦିର ତଳ ମୁଣ୍ଡ ଉଭୟ ପଟର ଗ୍ରାମ ମାନଙ୍କରେ ପାନୀୟ ଜଳର ଉତ୍କଟ ସମସ୍ୟା ବଢ଼ିବାରେ ଲାଗିଛି । ଗ୍ରୀଷ୍ମ ପ୍ରବାହ ସମୟରେ ପିଇବା ପାଣି ପାଇଁ ହାହାକାର
Read More...

ସ୍ୱରାଜ ହସ୍ପିଟାଲ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱରାଜ ହସ୍ପିଟାଲ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ୧୨ ମେ ୨୦୨୬ ତାରିଖରେ ଆନ୍ତର୍ଜାତୀୟ ନର୍ସ ଦିବସ ଉତ୍ସାହ ଓ ଗରିମାର ସହିତ ପାଳନ କରାଯାଇଥିଲା । ଏହି ବର୍ଷର ବିଷୟବସ୍ତୁ “ଆମ ନର୍ସ, ଆମ ଭବିଷ୍ୟତ” ନର୍ସମାନଙ୍କ ଗୁରୁତ୍ୱ ଏବଂ ସୁସ୍ଥ ସମାଜ ଗଠନରେ
Read More...

ଆକ୍ସନ ମୋଡ଼ରେ ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆକ୍ସନ ମୋଡ଼ରେ ବଲାଙ୍ଗିର ପୋଲିସ । ବଢୁଥିବା କ୍ରାଇମ୍‌କୁ ରୋକିବା ପାଇଁ ଓ ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ବଲାଙ୍ଗିର ପୋଲିସ ବାହାର କରାଇଛି ନୂଆ ଅଭିଯାନ । ଯେଉଁମାନେ ଚୋରି, ରାହାଜାନି, ଡକାୟତି, ଗଂଜେଇ, କଫ ସିରଫ ଚୋରା ଚାଲାଣ ଓ ବେଆଇନ ମଦ ବିକିବା
Read More...

ରାତ୍ରିକାଳୀନ ଚେକିଂ ଜୋରଦାର କରିଛି ଧଉଳି ପୋଲିସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଧଉଳି ଥାନା ପକ୍ଷରୁ ରାତ୍ରିକାଳୀନ ଚେକିଂ ଜୋରଦାର କରିଛି ଧଉଳି ପୋଲିସ । ଉକ୍ତ ଚେକିଂକୁ ଲିଙ୍ଗିପୁର ଛକ ଦେଇ ଉତ୍ତରା ଯାଉଥିବା ବାଇକ, କାର, ଅଟୋ ଆଦିକୁ ଅଟକାଇ ଚାଳକମାନେ ମଦ୍ୟପାନ କରି ଗାଡି ଚାଳନା କରୁଛନ୍ତି କି ନାହିଁ ଜାଣିବା ପାଇଁ ମିଟର
Read More...

ନିଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ବିକ୍ଷୋଭ

ବାଲେଶ୍ୱର, (କେପିଏନ୍‌ଏସ୍‌) : ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ନିଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ ସହିତ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ
Read More...

ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା

ସ୍ଵାସ୍ଥ୍ୟକେନ୍ଦ୍ର ଗୁଡ଼ିକ ଏବେ ଦୟନୀୟ ଅବସ୍ଥାରେ ରହିଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ଗଢ଼ି ଉଠିଥିବା ସହରାଞ୍ଚଳ ଜନ ଆରୋଗ୍ୟ କେନ୍ଦ୍ର ଯାହାକି ବର୍ତ୍ତମାନର ବିଜେପି ସରକାର ଏହାକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବୋଲି ନାମ ବଦଳାଇଛନ୍ତି । ସମସ୍ତ ସହରାଞ୍ଚଳ
Read More...