Daily Archives

ଲାଞ୍ଜିଗଡ଼ରେ ବଡ ଧରଣର ଡକାୟତି : ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଘରୁ ୮ ଲକ୍ଷରୁ ଅଧିକ ଟଙ୍କା ସହ ସୁନା ଗହଣା…

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଏକ ବଡ ଧରଣର ଡକାୟତି ହୋଇଛି । ଲାଞ୍ଜିଗଡ଼ର ଜଣାଶୁଣା ବ୍ୟବସାୟୀ ଆନନ୍ଦ ଅଗ୍ରୱାଲଙ୍କ ଘରୁ ସଶସ୍ତ୍ର ଡକାୟତ ହୋଇଛି । ସୋମବାର ବିଳମ୍ବିତ ରାତ୍ରିରେ ବ୍ୟବସାୟୀ ଆନନ୍ଦ ଏବଂ ତାଙ୍କ ସ୍ତ୍ରୀ ଓ ଏକ ଛୋଟ ଶିଶୁ ତାଙ୍କ
Read More...

ଭିଜିଲାନ୍ସ ଜାଲରେ ଆଟିଗାଁ ଏଡିଇଓ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଲାଞ୍ଚ ନେଉ ଥିବା ବେଳେ ଭିଜିଲାନ୍ସ ଜାଲରୋର ଜଣେ ଏଡିଇଓ ଧରା ପଡିବା ଘଟଣା କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଆଟିଗାଁ ପଞ୍ଚାୟତରେ କାର୍ଯ୍ୟରତ ଏଡିଇଓ ଦେବେନ୍ଦ୍ର ସାହୁ ପ୍ରଧାନମନ୍ତ୍ରୀ ଆୱାସ ବିଲ କରାଇ
Read More...

୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟର କୋର୍ଟ ଅମିନଙ୍କୁ ଧରିଲା ଭିଜିଲାନ୍ସ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟ କୋର୍ଟ ଅମିନ ନିର୍ମଳେନ୍ଦୁ କବି । ଏକ ପାଟିସନ ସୁଟକେଶ ପାଇଁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗାଁର ହରେକୃଷ୍ଣ ମେହେରଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ
Read More...

ପ୍ରୟାସ ପ୍ରାୟୋଜିତ ବହୁଭାଷୀ ନାଟକ ମହୋତ୍ସବ ଆସନ୍ତା ୬ରୁ ୧୦

ରାଉରକେଲା, (ସସ୍ମିତା ପ୍ରଧାନ) : ନାଟ୍ୟାନୁଷ୍ଠାନ ପ୍ରୟାସ, ରାଉରକେଲା ଦ୍ଵାରା ଆସନ୍ତା ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ “ଚିନ୍ତା- ପ୍ରତିମା ବହୁଭାଷୀ ନାଟକ ମହୋତ୍ସବ” ଆୟୋଜିତ ହେବ ବୋଲି ପ୍ରୟାସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବିଶିଷ୍ଟ
Read More...

କେସିଙ୍ଗା ନୂତନ ମହିଳା ମୋର୍ଚ୍ଚା ସଭାପତି ଯାଜ୍ଞସେନୀ ସାହୁ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆଜି କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ ଓ କେସିଙ୍ଗା ନଗର ପ୍ରଭାରୀ ମୁକେଶ ଅଗ୍ରୱାଲଙ୍କ ନେତୃତ୍ଵରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେସିଙ୍ଗା ବିଜେପି ପାର୍ଟୀର ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନା
Read More...

ବଲାଙ୍ଗିର ପିଏଚ୍‌ଡ଼ି ଅଧିକ୍ଷଣ ଯନ୍ତ୍ରୀଙ୍କୁ ମଠିଆ ଉପହାର୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପିଏଚ୍‌ଡ଼ି ଅଧିକ୍ଷଣ ଯନ୍ତ୍ରୀଙ୍କୁ ମଠିଆ ଉପହାର୍‌ । ଏନ୍‌ତା ଗୁଟେ ଦୁରୁଶ ଆଏଜ୍‌ ଦେଖ୍‌ବାର୍‌ କେ ମିଲିଛେ ବଲାଙ୍ଗିର ସହରେ । ବଲାଙ୍ଗିର ସହରର ଭିନେ ଭିନେ ୱାର୍ଡ କେ ଠିକ୍‌ ଭାବେ ପାଏନ୍‌ ସପ୍ଲାଏ ନେଇଁ ହଉଥିବାର୍‌ ହେତୁ ଆଏଜ୍‌ ବଲାଙ୍ଗିର ପୌର
Read More...

ଝାଲମୁଢି ଓ ମିଷ୍ଟାନ୍ନ ବଣ୍ଟନ କରି ନିର୍ବାଚନ ବିଜୟ ଉତ୍ସବ ପାଳନ

କେସିଙ୍ଗା, (ପ୍ରୀତେଶ ପଟେଲ) : ପାଞ୍ଚ ରାଜ୍ୟର ଫଳାଫଳ ଘୋଷଣା ପରେ ତିନି ରାଜ୍ୟରେ ବଙ୍ଗାଳ, ଆସାମ ଓ ପୁଡୁଚେରୀରେ ବିଜେପି ପାର୍ଟୀର ପ୍ରଚଣ୍ଡ ବିଜୟ ଅବସରରେ କଳାହାଣ୍ଡି କେସିଙ୍ଗା ନଗର ବିଜେପି ତରଫରୁ କେସିଙ୍ଗା ପଶୁ ଚିକିତ୍ସାଳୟ ସାମନାରେ ବାଣ ଫୁଟାଇ, ମିଷ୍ଟାନ୍ନ ବଣ୍ଟନ ଓ ଝାଲମୁଢି ଠେଲା
Read More...

ବାଙ୍ଗାଲୁରୁରେ ଦାଦନ ଖଟୁଥିବା ସ୍ତ୍ରୀ କାନରେ ସ୍ୱାମୀର ମୃତ୍ୟୁ ଖବର

ଜୟପାଟଣା, (ଶେଷଦେବ ବେହେରା) : ମଣିଷ ଜୀବନରେ ଅନେକ ଯନ୍ତ୍ରଣା ଆସିଥାଏ । କିନ୍ତୁ ଜୀବନ ଜଞ୍ଜାଳକୁ ସାମ୍ନା କରିବା ପାଇଁ ଜଣେ ମହିଳା ସ୍ୱାମୀ ଓ ଦୁଇ ପୁଅ ଓ ଗୋଟିଏ ଝିଅଙ୍କ ପେଟରେ ଦାନା ଦେବା ପାଇଁ ବାଙ୍ଗାଲୁରୁର ଏକ ଘରୋଇ ସଂସ୍ଥାରେ ଦାଦନ ଖଟୁଥିବା ଅବସ୍ଥାରେ ସ୍ୱାମୀର ମୃତ୍ୟୁ ଖବର ପାଇବା
Read More...

ଭାରତୀୟ ଜନତା ପାର୍ଟିର ବିଜୟକୁ ନେଇ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜୟ ଉତ୍ସବ ପାଳନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପଶ୍ଚିମବଙ୍ଗ, ଆସାମ ଏବଂ ପୁଡ଼ୁଚେରୀରେ ଭାରତୀୟ ଜନତା ପାର୍ଟିର ବୃହତ ବିଜୟକୁ ନେଇ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜୟ ଉତ୍ସବ ପାଳନ ହୋଇଛି । ଏହି ଅବସରରେ ସ୍ଥାନୀୟ ନେତୃବୃନ୍ଦ ଓ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଅତ୍ୟନ୍ତ ଉତ୍ସାହର ସହ ଏହି
Read More...

କ୍ୟାମ୍ପ ଘର ଭୁଷୁଡ଼ି ଜଗୁଆଳି ମୃତ ଘଟଣା

ମାସକ ପରେ ପରିବାରକୁ ମିଳିଲା ଛଅ ଲକ୍ଷ ଟଙ୍କା ଜୟପାଟଣା, (ଶେଷଦେବ ବେହେରା) : କାଳବୈଶାଖୀର ତାଣ୍ଡବରେ ଗତ ଏପ୍ରିଲ ପାଞ୍ଚ ତାରିଖ ରାତିରେ ଜୟପାଟଣା ବ୍ଲକ ଅନ୍ତର୍ଗତ ପତି ଗୁଡ଼ା ନିକଟରେ ରହିଥିବା ଡି ଡି ବିଲଡରଙ୍କ ପ୍ଲାଣ୍ଟ ପରିସରରେ ଥିବା କ୍ୟାମ୍ପ ଗୃହ ଭୁଷୁଡି ଯିବା ଫଳରେ ଜଗୁଆଳି
Read More...