mahavir

କେସିଙ୍ଗା ନୂତନ ମହିଳା ମୋର୍ଚ୍ଚା ସଭାପତି ଯାଜ୍ଞସେନୀ ସାହୁ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆଜି କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ ଓ କେସିଙ୍ଗା ନଗର ପ୍ରଭାରୀ ମୁକେଶ ଅଗ୍ରୱାଲଙ୍କ ନେତୃତ୍ଵରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେସିଙ୍ଗା ବିଜେପି ପାର୍ଟୀର ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ ଓ ସମସ୍ତ କର୍ମୀଙ୍କ ସହମତିରେ କେସିଙ୍ଗା ମହିଳା ମୋର୍ଚ୍ଚା ନୂତନ ସଭାପତି ଭାବରେ ୱାର୍ଡ ନମ୍ବର ୦୧ର ଯାଜ୍ଞସେନୀ ସାହୁୟଙ୍କୁ ଦାୟିତ୍ଵ ଦିଆଯାଇଛି । ଏହି ଅବସରରେ ଉପସ୍ଥିତ ଥିଲେ କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡା, କେସିଙ୍ଗା ନଗରର ସମସ୍ତ ବିଜେପି ପାର୍ଟିର ବରିଷ୍ଠ ଆଗଧାଡିର କର୍ମକର୍ତ୍ତା ।

Leave A Reply

Your email address will not be published.