Daily Archives

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା ଗୋଟିଏ ପରିବାରର ୩ଜଣଙ୍କ ମଧ୍ୟରୁ ୨ଜଣ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ,
Read More...

କାଳ ବୈଶାଖୀର ପ୍ରଚଣ୍ଡ ପ୍ରକୋପ : ଡି ଡି ବିଲଡର କେମ୍ପ ଭୁଷୁଡି ଜଣକର ମୃତ୍ୟୁ

ଜୟପାଟଣା, (ଶେଷଦେବ ବେହେରା) : ଗତ ରବିବାର ରାତିରେ ଜୟପାଟଣା ଅଞ୍ଚଳରେ କାଳ ବୈଶାଖୀ ପ୍ରଚଣ୍ଡ ରୂପ ନେଇଥିବା ବେଳେ ପତିଗୁଡ଼ା ଠାରେ ଡି ଡି ବିଲଡରଙ୍କ ଏକ ପ୍ଲାଣ୍ଟ ପରିସରରେ ଥିବା କେମ୍ପ୍ ଗୃହ ଭୁଷୁଡି ଯିବା ଫଳରେ କମ୍ପାନୀକୁ ପାଞ୍ଚବର୍ଷ ଧରି ସେବା ଯୋଗାଇ ଆସୁଥିବା ଜଗୁଆଳି କେଶବ ବିଶି
Read More...

ହଜାର ହଜାର ବୋତଲ କଫ ସିରଫ ଜବତ : ୨ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଲକ୍ଷ ଲକ୍ଷ ଟଙ୍କାର ହଜାର ହଜାର ବୋତଲ କଫ ସିରଫ ଜବତ । ଭୁବନେଶ୍ଵରରୁ ବଲାଙ୍ଗିର ଜିଲ୍ଲାକୁ ଅଭିନବ ଉପାୟରେ ହେଉଥିଲା ବିପୁଳ ପରିମାଣର କଫ ସିରଫ ଚୋରା ଚାଲାଣ । କୌଣସି ସୂତ୍ରରୁ ସୂଚନା ପାଇ ସୁବର୍ଣ୍ଣପୁର ପୋଲିସ ତତ୍ପର ହୋଇ ଉଠିଥିଲା । ଏସ୍‌ପି
Read More...

ଏପ୍ରିଲ୍ ୬, ୨୦୨୬ : ବିକାଶ ଏବଂ ଶାନ୍ତି ପାଇଁ ଆନ୍ତର୍ଜାତୀୟ କ୍ରୀଡା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ୬ ଏପ୍ରିଲରେ ଅନୁଷ୍ଠିତ ହେଉଥିବା "ଆନ୍ତର୍ଜାତୀୟ ବିକାଶ ଏବଂ ଶାନ୍ତି ପାଇଁ କ୍ରୀଡା ଦିବସ" (ଆଇଡିଏସ୍‌ଡିପି), ସମଗ୍ର ବିଶ୍ୱରେ ତଥା ଲୋକମାନଙ୍କ ଜୀବନରେ ଖେଳ ଏବଂ ଶାରୀରିକ କାର୍ଯ୍ୟକଳାପର ସକରାତ୍ମକ ଭୂମିକାକୁ ସ୍ୱୀକୃତି ଦେବା ପାଇଁ
Read More...

ଆଉଟସୋର୍ସିଂ କର୍ମଚାରୀ ମହାସଂଘର ସାଧାରଣ ବୈଠକ

ତୀବ୍ର ହେବ ଡିଜିଟାଲ ଆନ୍ଦୋଳନ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅମଲା ଭବନ ଠାରେ ବଲାଙ୍ଗିର ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ସଙ୍ଘ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ଚଉଦ ଗୋଟି ବ୍ଲକର ସରକାରଙ୍କ ଅଧୀନରେ ଥିବା ସମସ୍ତ ବିଭାଗରେ କାର୍ଯ୍ୟରତ
Read More...

ସାବିତ୍ରୀବାଇ ଓ ଜ୍ୟୋତି ରାଓ ଫୁଲେଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲା ପଶ୍ଚିମ ଓଡିଶା ମହିଳା ସଂଗଠନ

ସାବିତ୍ରୀବାଇ ଏବଂ ଜ୍ୟୋତି ରାଓ ଫୁଲେ ନାରୀ ଶିକ୍ଷାର ମୂଳଦୁଆ ପକାଇଥିଲେ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯେତେବେଳେ ଦେଶ ସାମାଜିକ ବ୍ୟବସ୍ଥାରେ ଝିଅମାନଙ୍କ ପାଠ ପଢିବା ପ୍ରାୟତଃ ନିଷେଧ ଥିଲା । ସେ ସମୟରେ ମାତା ସାବିତ୍ରୀ ବାଇ ଫୁଲେ ଏବଂ ମହାତ୍ମା ଜ୍ୟୋତି ରାଓ ଫୁଲେଙ୍କ
Read More...

ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ଓଡ଼ିଆ ପକ୍ଷ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ଓ ଯୁବ ସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଐତିହ୍ୟ ଗଣ ଦୌଡ ଆୟୋଜିତ ହୋଇଯାଇଛି । ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା' ସୁରେଶ୍ୱରୀଙ୍କ ପୀଠରୁ ସକାଳ
Read More...

ଧାନ ପରବର୍ତ୍ତୀ ପଡିଆ ଜମି ପରିଚାଳନା ସମ୍ୱନ୍ଧୀୟ କ୍ଷେତ୍ର ଦିବସ ଶିବିର

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ(କ) ସ୍ଥିତ ଗଣ୍ଡପାଲି ଗ୍ରାମ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ତରଫରୁ କ୍ଷେତ୍ର ଦିବସ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା (ରାଜ୍ୟ ଯୋଜ଼ନା) ଏକ କାର୍ଯ୍ୟକ୍ରମ ଯାହାକି
Read More...

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବାବା ମଠ ସାଗରପଡା ମନ୍ଦିର ବଲାଙ୍ଗିର ପରିସରରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ପୌରାଧ୍ୟକ୍ଷା ଲିକା ସାହୁ ଅଧିବେଶନକୁ ଉଦ୍‌ଘାଟନ କରିଥିଲେ
Read More...

ମାରୱାଡି ଯୁବା ମଂଚ ବଲାଙ୍ଗିର ଶାଖାର ଶପଥ ଗ୍ରହଣ ସମାରୋହ ଭବ୍ୟତାର ସହିତ ସମ୍ପନ୍ନ

ମୁକେଶ ସଭାପତି, ଶୁଭମ ସଂପାଦକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାରୱାଡି ଯୁବା ମଂଚ ବଲାଙ୍ଗିର ଶାଖା ପକ୍ଷରୁ ମାରୱାଡିି ସେବା ସଦନ ରେ ଆୟୋଜିତ ଶପଥ ଗ୍ରହଣ ସମାରୋହ ୨୦୨୬ ବହୁତ ହର୍ଷୋଲ୍ଲାସ, ଉତ୍ସାହ ଓ ସାମାଜିକ ଏକତାର ମାହୋଲରେ ସଫଳତାର ସହ ଶେଷ ହୋଇଛି । ଏହି ଅବସରରେ ସମାଜର
Read More...