Daily Archives

ପଶ୍ଚିମ ଏସିଆର ବିକାଶକୁ ଦୃଷ୍ଟିରେ ରଖି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଅପଡେଟ୍

ସମସ୍ତ ଭାରତୀୟ ନାବିକ ସୁରକ୍ଷିତ; ଗତ ୨୪ ଘଣ୍ଟାରେ କୌଣସି ଘଟଣା ରିପୋର୍ଟ ହୋଇନାହିଁଭାରତ ସାରା ବନ୍ଦର ପରିଚାଳନା ସ୍ୱାଭାବିକବଙ୍ଗୋପସାଗର ଓ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କଡ଼ା ନଜରଉଡ଼ାଣ ପରିସ୍ଥିତିରେ ଉନ୍ନତି; ଫେବୃଆରୀ ୨୮ ପରଠାରୁ ଭାରତ ଫେରିଛନ୍ତି
Read More...

ଭାରତୀୟ ରେଳବାଇର ସ୍ପଷ୍ଟିକରଣ : ନବ ଗଠିତ ଦକ୍ଷିଣ ତଟ ଜୋନରେ ଷ୍ଟେସନର ସାମିଲକୁ ନେଇ ଚିନ୍ତା ପ୍ରକଟ କରିବାର କୌଣସି…

ପ୍ରଭାବିତ ହେବନାହିଁ ପୂର୍ବତଟ ରେଳବାଇର ରାଜସ୍ବ ଆୟପୂର୍ବଭଳି ଜାରି ରହିବ ରେଳସେବାପୂର୍ବତଟ ରେଳବାଇର ବିକାଶ ପ୍ରତି ଭାରତୀୟ ରେଳବାଇ ପ୍ରତିବଦ୍ଧ ଭୁବନେଶ୍ୱର, (ପିଆଇବି) : ନବ ଗଠିତ ଦକ୍ଷିଣ ତଟ ଜୋନରେ କେତେକ ଷ୍ଟେସନ ସାମିଲ ନେଇ ଯେଉଁ ଚିନ୍ତା ପ୍ରକଟ କରାଯାଉଛି ଭାରତୀୟ ରେଳବାଇ ଆଜି
Read More...