Yearly Archives

2025

ବରକାନୀ ପ୍ରିମିୟର ଲିଗ୍‌ ଉଦ୍‌ଯାପିତ : ଗୋୟଲପିଟାକୁ ହରାଇ ବରକାନୀ ଦଳ ଚାମ୍ପିୟନ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଗତକାଲି ଠୁ ବରକାନୀ କିକ୍ରେଟ ପଡ଼ିଆରେ ବରକାନୀ ଯୁବ ପରିଷଦ ତରଫରୁ ଆରମ୍ଭ ହୋଇଥିବା ବରକାନୀ ପ୍ରିମିୟର ଲିଗ୍‌ ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପଂଚାୟତ ସମିତିର ଉପାଧ୍ୟକ୍ଷ ଗୋଲାପ ବାଗ ଓ ସମ୍ମାନିତ
Read More...

ପୁଣି ଚର୍ଚ୍ଚାରେ ପାଟଣାଗଡ଼

ପାଟଣାଗଡ଼, (ଅଶୋକ କୁମାର ବାଗ) : ପୁଣି ଚର୍ଚ୍ଚାରେ ପାଟଣାଗଡ଼ । ସବୁଥର ଭଳି ଏଥରକ ଚର୍ଚ୍ଚା କିନ୍ତୁ ଟିକିଏ ଭିନ୍ନ ରହିଛି । ଯେଉଁ ହାତରେ ସ୍ତ୍ରୀର ମଥାରେ ସିନ୍ଦୁର ଦେଇଥିଲା ସ୍ୱାମୀ । ସେହି ହାତରେ ହିଁ ସ୍ତ୍ରୀର ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିଦେଲା ସ୍ୱାମୀ । ଏହି ଘଟଣା ପାଟଣାଗଡ଼
Read More...

ବଲାଙ୍ଗିର ଜିଲ୍ଲା ବିଜେପି ନୂତନ ସଭାପତି ଭାବେ ଶ୍ରୀବତ୍ସ ବେହେରାଙ୍କ ନାମ ଘୋଷଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଜେପି ନୂତନ ସଭାପତି ଭାବେ ଶ୍ରୀବତ୍ସ ବେହେରାଙ୍କ ନାମ ଘୋଷଣା କରାଯାଇଛି । ଆଜି ସ୍ଥାନୀୟ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ନୂତନ ଜିଲ୍ଲା ସଭାପତି ଭାବେ ଶ୍ରୀବତ୍ସ
Read More...

ଦିଲ୍ଲୀରେ ରାଷ୍ଟ୍ରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ କଳାଗ୍ରାମର କଳାକାରଙ୍କ ଅଂଶଗ୍ରହଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଷ୍ଟ୍ରୀୟ ସାଧାରଣତନ୍ତ୍ର ଦିବସ ଆର୍‌ଡିସି ପ୍ୟାରେଡ ନୂଆଦିଲ୍ଲୀଠାରେ ଓଡିଶା ବରଗଡ଼ ଜିଲ୍ଲାର ବୁରୋମୁଣ୍ଡା ସ୍ଥିତ ସମ୍ବଲପୁରୀ ଫୋକ ଏକାଡେମୀ (କଳାଗ୍ରାମ)ର ଆଦିଧୂନ ବେଣ୍ଡର ୧୦୦ ଜଣ କଳାକାର ଅଂଶ ଗ୍ରହଣ କରୁଛନ୍ତି । ଷାଠିଏ ଜଣ ଝିଅ ନୃତ୍ୟ କଳାକାର
Read More...

ବରଗଡ ଜିଲ୍ଲାରେ ଏକ ମାତ୍ର ସିନିୟର ଫେଲୋସିପ ପାଇଥିବାରୁ ଲଳିତ ଜଗତଙ୍କୁ ବରଗଡ଼ ସାଂସଦଙ୍କ ଦ୍ଵାରା ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ନାଟ୍ୟରତ୍ନ ପ୍ରାପ୍ତ ନାଟ୍ୟକାର ତଥା ନିର୍ଦ୍ଦେଶକ ଲଳିତ ଜଗତ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଭାରତ ସରକାରଙ୍କ ଦ୍ଵାରା ଫୋକ୍ ଥିଏଟର (ଲୋକ ନାଟକ)ରେ ସିନିୟର୍ ଫେଲୋସିପ୍ ପାଇଛନ୍ତି ।
Read More...

ବନାଗ୍ନି ନିବାରଣ ପାଇଁ ସଚେତନତା ଶୋଭାଯାତ୍ରା

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ମୁନିଗୁଡା ରେଞ୍ଜ ଅମ୍ୱାଦଳା ସେକ୍ସନ ସ୍ତରୀୟ ଜଙ୍ଗଲ ନିଆଁର ପ୍ରତିରୋଧ ଓ ପ୍ରତିକାର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅମ୍ବାଦଳା ବନ ଅଧିକାରୀ ମାଝୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅମ୍ୱାଦଳା ବନପାଳଙ୍କ କାର୍ଯ୍ୟାଳୟ ଠାରୁ ବନ ବିଭାଗ କର୍ମଚାରୀ
Read More...

ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ୧୫ତମ ଜାତୀୟ ମତଦାତା ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶନିବାର ଦିନ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ୍ କ୍ଷେତ୍ରିଙ୍କ ସଭାପତିତ୍ୱରେ ସ୍ଥାନୀୟ ସମ୍ମିଳନୀ କକ୍ଷରେ ୧୫ତମ ମତଦାତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ୪ ଜଣ ନୂତନ ମତଦାତାଙ୍କୁ ଶପଥ ପାଠ କରାଯାଇଥିଲା । ଏହି ମତଦାତା ଦିବସ ପାଳନ ଅବସରରେ
Read More...

କୁଶଙ୍ଗ ଡିଗ୍ରୀ କଲେଜରେ ଆଲୋଚନା ଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ ଡିଗ୍ରୀ ମହା ବିଦ୍ୟାଳୟ କୁଶଙ୍ଗର ଓଡ଼ିଆ ବିଭାଗ ଆନୁକୂଲ୍ୟରେ ଅଧ୍ୟାପକ ଶମ୍ଭୁ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରସଙ୍ଗ ଥିଲା ଏକ ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ । ଏଥିରେ
Read More...

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଲା ୧୫ତମ ଜାତୀୟ ମତଦାତା ଦିବସ

ନୂତନ ପଞ୍ଜିକୃତ ଭୋଟରଙ୍କୁ ପରିଚୟ ପତ୍ର ପ୍ରଦାନ ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ବାରିପଦା, (ଦେବସ୍ମିତ ଚୌଦୁରୀ) : ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ୧୫ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସକାଳେ କଲେକ୍ଟୋରେଟ ପରିସରରୁ ଏକ
Read More...

ଭବାନୀପାଟଣାରେ ମିନି ମାରାଥନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସମସ୍ତଙ୍କ ପାଇଁ ଶିକ୍ଷା ଉଦ୍ଦେଶ୍ୟରେ ଆଜି ଭବାନୀପାଟଣାରେ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ମା' ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟରୁ ଏହି ଗଣଦୌଡ ଅମଲା ଭବନ ଯାଏ ପ୍ରାୟ ତିନି କିଲୋମିଟର ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ
Read More...