Yearly Archives

2024

ପାଟଣାଗଡ଼ ବ୍ଲକରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ପାଟଣାଗଡ ବ୍ଲକ ମୁଖ୍ୟାଳୟରେ ଜିଲ୍ଲାପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ…
Read More...

ମୋ ଝିଅର ତଣ୍ଟି ଚିପିଦେଲେ : ଥାନାରେ ଦ୍ୱାରସ୍ତ ହେଲେ ବାପା

ପୁଇଁତଲା, (କେପିଏନ୍‌ଏସ୍‌) : ମୋର ଜ୍ୱାଇଁ ଓ ତାଙ୍କ ପରିବାର ଲୋକେ ମିଶି ମୋ’ ଝିଅକୁ ମାରିଦେଇଛନ୍ତି ବୋଲି ଆଜି ଥାନାରେ ଅଭିଯୋଗ କରିଛନ୍ତି ଜଣେ ନିରୀହ ବାପା । ଅଭିଯୋଗ ଅନୁସାରେ ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ୍‌ ଅନ୍ତର୍ଗତ କୁଟେନ୍‌ପାଲି କୁଂଜବିହାରୀ କର୍ମୀଙ୍କ ଝିଅ ଶ୍ରୀଦେବୀ କର୍ମୀ…
Read More...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଗୌରନମୁଣ୍ଡା ଗ୍ରାମର ଭଗବାନ ସାହୁ ଦୀର୍ଘ ଚାରିବର୍ଷ ହେଲା ମନରେଗା କାମ କରୁଥିବା ବେଳେ ମେରୁଦଣ୍ଡ ହାଡ ସମସ୍ୟା ହୋଇପଡ଼ିଥିଲା । ମେରୁଦଣ୍ଡ ସମସ୍ୟା ଯୋଗୁ ହାତ ଗୋଡ ଚଲୁନାହିଁ ।…
Read More...

ସବୁଦିନ ପାଇଁ ରୁଷି କି ଚାଲିଗଲେ ‘ୠଷିବାଗ’

ଚୁଡ଼ାପାଲି, (କେପିଏନ୍‌ଏସ୍‌) : କଥାକାର ଡ. ଅରୁଣ କୁମାର ନାଏକଙ୍କ ପ୍ରଥମ କୋଶଳୀ ଉପନ୍ୟାସ 'ଋଷି ବାଗର କଥା'ର ମୁଖ୍ୟ ଚରିତ୍ର(ଜୀବନ୍ତ ଚରିତ୍ର) ଋଷି ବାଗ ଆଉନାହାନ୍ତି । ଗତକାଲି ବିଳମ୍ବିତ ରାତିରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ, କିନ୍ତୁ ସକାଳକୁ ଦେଖିଲା ବେଳକୁ ସେ ଆରପାରିକୁ…
Read More...

ମୁରିବାହାଲରେ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାଙ୍କ ସମେତ ଅନ୍ୟାନ୍ୟ ସ୍ଥାନରେ ଅନୁଷ୍ଠିତ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଯାଇଛି । ରବିବାର ବିଭିନ୍ନ ସ୍ଥାନରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ଅପରାହ୍ନରେ ମୁରିବାହାଲ ବ୍ଲକ…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିକ୍ଷା ବିକାଶ ସମିତି ବିଦ୍ୱତ୍ ପରିଷଦ ସଭାପତି ଡ. ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣର ମହତ୍ତ୍ଵ ବିଷୟରେ ଆଲୋଚନା କରିଥିଲେ ।…
Read More...

ମସ୍କୋରେ ‘ଅଜ୍ଞାତ ସୈନିକଙ୍କ ସମାଧି’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମସ୍କୋରେ ‘ଅଜ୍ଞାତ ସୈନିକଙ୍କ ସମାଧି’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ‘ଅଜ୍ଞାତ ସୈନିକଙ୍କ ସମାଧି’ ମସ୍କୋର କ୍ରେମଲିନ୍ କାନ୍ଥରେ ଅବସ୍ଥିତ ଏକ ଯୁଦ୍ଧ ସ୍ମାରକ ଅଟେ ।…
Read More...

ରାଜବୋଡ଼ା ସମ୍ବର୍ ହାଇସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୃଥିବୀ ପୃଷ୍ଠରେ ବଢ଼ୁଥିବା ତାପମାତ୍ରା ଓ ଅସନ୍ତୁଳିତ ପାଣିପାଗର ଏକ ମାତ୍ର ଉପାୟ ହେଉଛି ବ୍ୟାପକ ବୃକ୍ଷରୋପଣ । ଜୁଲାଇ ମାସ ହିଁ ବୃକ୍ଷରୋପଣ କରିବାର ଉପଯୁକ୍ତ ସମୟ ଯଦିଓ ଜୁଲାଇ ପ୍ରଥମ ସପ୍ତାହକୁ ବନ ମହୋତ୍ସବ ଭାବରେ ପାଳନ କରାଯାଉଛି । ଏହି କ୍ରମରେ…
Read More...

ଖପ୍ରାଖୋଲରେ ଉପ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଓଡିଶା ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଆଜି ପାଟଣାଗଡ଼ ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଏବଂ ସାଂସଦ ଶ୍ରୀମତୀ ସିଂହଦେଓ ବଲାଙ୍ଗିର ଏବଂ…
Read More...

କୁଶଙ୍ଗ ଜଗନ୍ନାଥ ମନ୍ଦିରରେ ଦୁଇ ଜଗନ୍ନାଥ ହେଲେ ରଥାରୁଢ଼ : ଦୁର୍ଲ୍ଲଭ ଦର୍ଶନ କଲେ ଭକ୍ତ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଗୋଟିଏ ମନ୍ଦିରରେ ଦୁଇ ଜଗନ୍ନାଥ । ଯୁଗଳ ମୂର୍ତ୍ତି ଭାବେ ମନ୍ଦିରରେ ପୂଜା ପାଆନ୍ତି । ପୁଣି ରଥଯାତ୍ରାରେ ରଥାରୁଢ଼ ହୋଇ ଦୁର୍ଲ୍ଲଭ ଦର୍ଶନ ଦିଅନ୍ତି । ଏମିତି ଏକ ନିଆରା ପରମ୍ପରା ଦୀର୍ଘ ୨୦୦ ବର୍ଷ ହେଲା ଅକ୍ଷୁର୍ଣ୍ଣ ଭାବରେ ଚଳି ଆସୁଥିବା ବେଳେ…
Read More...