Yearly Archives

2024

ଶ୍ରୀଚୈତନ୍ୟ ମଠରେ ଗୁରୁ ପୂଜନ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଅବସ୍ଥିତ ପ୍ରାଚୀନ ଶ୍ରୀଚୈତନ୍ୟ ମଠରେ ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ଆଧ୍ୟାତ୍ମିକ ବ୍ୟକ୍ତି ତଥା ଶିଷ୍ୟ ଓ ଶିଷ୍ୟା ମାନେ ମଠରେ ପହଞ୍ଚି ମଠ…
Read More...

ୟୁଥ୍ ଫର୍ ଭିଲେଜ୍ ପାଇଲା ସୋସିଆଲ ଇମ୍ପାକ୍ଟ ଆୱାର୍ଡ଼ ୨୦୨୪

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ତାରିଣୀ ପଲ୍ଲୀ ଗ୍ରାମରେ ଗଢି ଉଠିଥିବା ୟୁଥ୍ ଫର୍ ଭିଲେଜ୍ ସ୍ୱେଛାସେବୀ ସାମାଜିକ ସଙ୍ଗଠନକୁ ମିଳିଛି ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା । ରକ୍ତଦାନ, ବୃକ୍ଷରୋପଣ, ଯୁବ ନେତୃତ୍ୱ ଓ ବ୍ୟକ୍ତିତ୍ୱର ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା, ସମୁଦ୍ର…
Read More...

ବନ ମହୋତ୍ସବ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ଚାରିଆଡ଼େ ଚାଲିଛି ବନ ମହୋତ୍ସବ । ପରିବେଶକୁ ସବୁଜ ରଙ୍ଗରେ ସୁସଜ୍ଜିତ କରିବା ପାଇଁ ବହୁ ସଂଗଠନ ଏବଂ ସାଧାରଣ ଲୋକେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଲାଗି ପଡିଛନ୍ତି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ବ୍ଲକ୍ ଅନ୍ତର୍ଗତ ଶିବତଲା ଠାରେ ବନ ମହୋତ୍ସବ ପାଳନ…
Read More...

ଶଳାର ପତ୍ନୀଙ୍କୁ ଦୁଷ୍କର୍ମ କରି ଭିଣେଇ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଅଧୀନରେ ଜୈନିକା ନବବଧୂ ମହିଳାଙ୍କୁ ତାଙ୍କ ସ୍ୱାମୀର ଭିଣେଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ସଇଁତଲା ଥାନା କେସ୍‌ ନଂ ୩୦୫/୨୪ କ୍ରମେ ଦଫା ୪୯୮(ଏ), ୨୯୪, ୩୭୬(୧), ୩୨୩, ୫୦୬, ୩୪ ଆଇପିସି, ୪…
Read More...

ପୂଜା ସାରି ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥରେ ଦୁର୍ଘଟଣା : ଜଣେ ଗୁରୁତର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଜୟଗୁରୁ ମନ୍ଦିରରୁ ପୂଜାସାରି ସନ୍ଧ୍ୟାରେ ଘରକୁ ନିଜ ବାଇକ୍‌ ଯୋଗେ ଫେରୁଥିବା ବେଳେ ୨୬ ନଂ ଜାତୀୟ ରାଜପଥ ଅନ୍ୟ ଏକ ବାଇକ୍‌ ଧକ୍କା ଦେବା ଦ୍ୱାରା ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତିଙ୍କ ନାମ ଗୋବିନ୍ଦ ଦାସ…
Read More...

ସଇଁତଲା ଗାୟତ୍ରୀ ପୀଠରେ ଗୁରୁ ପୂର୍ଣ୍ଣିମା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଗାୟତ୍ରୀ ପୀଠ ଠାରେ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଏକକୁଣ୍ଡୀୟ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବରେ ପ୍ରଦୀପ କୁମାର ଜାଲ ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ଯୋଗଦାନ କରିଥିବା ବେଳେ ସୁଶାନ୍ତ ମାଝି ପୂଜା…
Read More...

ଦୟାନନ୍ଦ ପ୍ଲେ ସ୍କୁଲ ତରଫରୁ ଆଦୃତା ଶିଶୁ ସଦନ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ସ୍‌) : ସ୍ଥାନୀୟ ପଥରଚେପା ସ୍ଥିତ ଆଦୃତା ଶିଶୁ ସଦନ ଠାରେ ଦୟାନନ୍ଦ ପ୍ଲେ ସ୍କୁଲ ତରଫରୁ ସ୍କୁଲର ପ୍ରିନ୍ସିପାଲ୍ ଦିବ୍ୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଦୃତା ଶିଶୁ ସଦନର ସମସ୍ତ ଶିଶୁ ମାନଙ୍କ ସହ ମିଶି ଦୟାନନ୍ଦ…
Read More...

ଗୁରୁଣ୍ଡା ଗ୍ରାମରୁ ଜଣେ ୧୭ ବର୍ଷୀୟା ନାବାଳିକା ୪ ଦିନ ହେବ ନିଖୋଜ : ଥାନାରେ ମାମଲା ରୁଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୋଇମୁଣ୍ଡ ପଞ୍ଚାୟତ ଗୁରୁଣ୍ଡା ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା ଗତ ୪ ଦିନ ହେବ ନିଖୋଜ ଥିବା ନେଇ ତାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନାବାଳିକାଙ୍କ ବାପା ଏତଲା ମୁତାବକ ତାଙ୍କ ନାବାଳିକା ଝିଅ…
Read More...

ବଲାଙ୍ଗିର ନୃସିଂହ ମନ୍ଦିର ଠାରେ ଗୁରୁ ପୂଜନଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ଗୁରୁଭାଇ ଓ ଭଉଣୀ ସେବା ସଂଘ ତରଫରୁ ଗୁରୁପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥିଲା । ସମସ୍ତ ଗୁରୁଭାଇ ଓ ଭଉଣୀଙ୍କ ଦ୍ୱାରା ପୂଜ୍ୟପାଦ ସଦ୍‌ଗୁରୁଦେବ ଶ୍ରୀ ଶ୍ରୀ ବ୍ରଜ ମୋହନ ଶରଣଦେବ, ମହନ୍ତ ନୃସିଂହ ମନ୍ଦିରଙ୍କ ଶ୍ରୀଚରଣରେ…
Read More...

ଭତ୍ତା ନେବାକୁ ଆସି ବୃଦ୍ଧ ବେହୋସ୍‌ : ବାରମ୍ବାର ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାମାଜିକ ସୁରକ୍ଷାରେ ସାମିଲ ହୋଇଥିବା ବୃଦ୍ଧବୃଦ୍ଧା ମାନଙ୍କ ଘରକୁ ଭତ୍ତାଟଙ୍କା ପହଞ୍ଚାଇବା ବ୍ୟବସ୍ଥା ଥିବାବେଳେ ବଲାଙ୍ଗିର ଜିଲ୍ଲାରେ ତାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ୨୦୧୯ ମସିହାରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅଞ୍ଚଳରେ ଭତ୍ତା…
Read More...