Yearly Archives

2024

ନୂଆଁମୁଣ୍ଡାରେ ଅଭାବନୀୟ ଘଟଣା : ଘର ଭୁଶୁଡି ଗୋଟିଏ ପରିବାରର ୩ ଗୁରୁତର

ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ଦାବୀ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଜୁରାବନ୍ଦ ପଞ୍ଚାୟତ ସ୍ଥିତ ନୂଆଁମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଗତ ଶନିବାର ଦିନ ଲଗାଣ ବର୍ଷାରେ ଘର ଭୁଶୁଡି ପଡି ଗୋଟିଏ…
Read More...

ଶ୍ରାବଣ ମାସର ପ୍ରଥମ ସୋମବାରରେ ଶିବଶଙ୍କରଙ୍କୁ ଜଳାଭିଷେକ ପାଇଁ ହରିଶଙ୍କର ଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିବାରୁ ରାଜ୍ୟର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଜଳାଭିଷେକ ଅନୁଷ୍ଠିତ ହୋଇଥିଲା । ପଶ୍ଚିମ ଓଡ଼ିଶାର ପ୍ରମୁଖ ଶୈବପୀଠ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ…
Read More...

ଜାତୀୟ ଆମ୍ବ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜୁଲାଇ ୨୨ରେ 'ଜାତୀୟ ଆମ୍ବ ଦିବସ', ଫଳ ରାଜା ଆମ୍ବ ପାଇଁ ପାଳନ ହେଉଥିବା ଏକ ଉତ୍ସବ । ଏହି ବାର୍ଷିକ ଉତ୍ସବ ସମସ୍ତଙ୍କ ପ୍ରିୟ ଉଷ୍ଣ ମଣ୍ଡଳୀୟ ଫଳ ଆମ୍ବ ପାଇଁ ଉତ୍ସର୍ଗୀକୃତ ଅଟେ ଯାହା ସମଗ୍ର ବିଶ୍ୱରେ ଲୋକଙ୍କ ହୃଦୟ ଜିଣି ଥାଏ । ଆମ୍ବ ହେଉଛି ଏକ…
Read More...

ପଦ୍ମପୁରରେ କ୍ୟାନ୍ସର୍‌ ଯାଞ୍ଚ ଶିବିର : ଯାଞ୍ଚ କଲେ ୭୦ ଜଣ ଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମାରୱାଡି ଧର୍ମଶାଳାରେ ଏକ ଦିବସୀୟ କ୍ୟାନ୍ସର ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି । ମାରୱାଡି ଯୁବାମଞ୍ଚ ଓ ବାଲକୋ କ୍ୟାନ୍ସର ହସ୍‌ପିଟାଲ୍‌ ରାୟପୁର ଦ୍ୱାରା ଆୟୋଜିତ ଏହି ଶିବିରକୁ ଉକ୍ତ ଧର୍ମଶାଳାର ଅଧ୍ୟକ୍ଷ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ଓ…
Read More...

ମୁକୁଳା ଟ୍ରାନ୍ସଫର୍ମର ପାଇଁ ଚାଲିଗଲା ଗୋମାତାର ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁଁ ଚାଲିଗଲା ଗୋମାତାର ଜୀବନ । ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ କୋତନା ଗ୍ରାମରେ । ବହୁ ଦିନରୁ ପଡ଼ିରହିଛି ମୁକୁଳା ଟ୍ରାନ୍ସଫର୍ମର, ବାରମ୍ବାର…
Read More...

କନ୍ଦାଗାଡ଼ ଗାଧୁଆ ତୁଠ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମହାଦୁର୍ନୀତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅଧୀନରେ ଥିବା କନ୍ଦାଗାଡ଼ ଗ୍ରାମ ପଞ୍ଚାୟତ କନ୍ଦାଗାଡ଼ କଟାର ଗାଧୁଆ ତୁଠରେ ହୋଇଛି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମହାଦୁର୍ନୀତ କାହା ଆଦେଶରେ ଏହିପରି ଦୁର୍ନୀତି କାର୍ଯ୍ୟ କରିଛନ୍ତି । ଏହି କନ୍ଦାଗାଡ଼ ଗ୍ରାମରେ ଆମ…
Read More...

ବିଲାସପୁରରୁ ବେଲଟୁକ୍ରୀ ରାସ୍ତା ସାଜିଛି ମରଣଯନ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶ ସ୍ଵାଧୀନତାର ଅମୃତ ମହୋତ୍ସବ ମାନୁଥିବାବେଳେ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ବରଗଡ ପଦ୍ମପୁର ଉପଖଣ୍ଡ ଜିଲ୍ଲା ଝାରବନ୍ଧ ବ୍ଲକ ବିଳାସପୁର ଗ୍ରାମପଞ୍ଚାୟତର ବିଲାସପୁର ଠାରୁ ବେଲଟୁକ୍ରୀ ରାସ୍ତା କାଦୁଅ…
Read More...

ଅଘୋଷିତ ବିଦ୍ୟୁତ୍‌ କାଟ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଵାଧୀନତାର ପଞ୍ଚସ୍ତରୀ ବର୍ଷ ବିତି ଯାଇଥିଲେ ମଧ୍ୟ ଆବଶ୍ୟକ ମୁତାବକ ଭାବରେ ବିଜୁଳି ପାଇପାରୁ ନାହାନ୍ତି । ଏମିତି ବିଦ୍ୟୁତ୍‌ କରେଣ୍ଟ ଆସୁଛି, ମୋବାଇଲ ମଧ୍ୟ ଚାର୍ଜ ହୋଇପାରୁନାହିଁ । କେବଳ ବିଦ୍ୟୁତ୍‌ ଲୋ ଭୋଲ୍‌ଟେଜ୍ ରହୁଥିବାର ଦେଖିବାକୁ ମିଳୁଛି ।…
Read More...

ରବି ପଣ୍ଡା ତୃତୀୟ ଥର ପାଇଁ ଫୁଟବଲ୍‌ ଏସୋସିଏସନ୍‌ ଅଫ୍‌ ଓଡ଼ିଶାର ଉପସଭାପତି ଭାବରେ ନିର୍ବାଚିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା କ୍ରୀଡା ସଂସଦର ଇଣ୍ଡୋର ଗେମ୍ସ ସମ୍ପାଦକ ତଥା କ୍ରୀଡା ସଂଗଠକ ରବି ପଣ୍ଡା ଫୁଟବଲ ଏସୋସିଏସନ୍‌ ଅଫ୍‌ ଓଡ଼ିଶା (ଫାଓ)ର ଉପସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଆଜି କଟକ ବାରବାଟି ଷ୍ଟାଡିୟମ୍‌ର କନ୍‌ଫରେନ୍ସ ହଲ୍‌ରେ କାର୍ଯ୍ୟକାରୀ ସଭାପତି…
Read More...

ନିମ୍ନମାନର ରାସ୍ତା କାମ ଅଭିଯୋଗ : ଠିକାଦାର ଓ ଜେଇଙ୍କ ମଧୁଚନ୍ଦ୍ରିକା, ଖାଳ ଓ ଢିପରେ ପିଚୁ ରାସ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା)ବ୍ଲକରେ ଜଳ ସଂପଦ ବିଭାଗ କିଭଳି ନିମ୍ନମାନର ରାସ୍ତା କାମ ହୋଇଛି । ତାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି କୁଟାସିଂହା ଓ ଛୋକର୍ମାଲ ପଂଚାୟତରେ । ରାସ୍ତା ନିର୍ମାଣର ୭ ଦିନ ନ ପୂରୁଣୁ ପିଚୁ ଉଠିଯାଇଥିବା ଦେଖାଯାଇଛି । ଅଙ୍ଗ ଶାଖା କେନାଲ…
Read More...