Yearly Archives

2024

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଗୃହ ବିଜ୍ଞାନ ବିଭାଗରେ ଜାତୀୟ କାରଗିଲ ବିଜୟ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରସ୍ଥ ଗୃହ ବିଜ୍ଞାନ ବିଭାଗରେ ଶୁକ୍ରବାର ଦିନ ଜାତୀୟ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ କ୍ୟାପ୍‌ଟେନ୍‌ ନାରାୟଣ ବିଶୋଇ ଯୋଗଦେଇ କାରଗିଲ ସେକ୍ଟରରେ କାର୍ଯ୍ୟରତ ବୀରସେନା ମାନଙ୍କର ଭୂମିକା…
Read More...

ଭୁବନେଶ୍ଵରରେ ଜୈବିକ କୃଷି ସାମଗ୍ରୀର ଗୁଣବତ୍ତା ନିୟନ୍ତ୍ରଣ ଉପରେ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜୈବିକ ଓ ପ୍ରାକୃତିକ କୃଷି କେନ୍ଦ୍ର (ଆର୍‌ସିଓଏନ୍‌ଏଫ୍‌) ପକ୍ଷରୁ ୩ଟି ଜିଲ୍ଲା ଖୋର୍ଦ୍ଧା, କଟକ ଓ ପୁରୀର କୃଷି ବିଭାଗ ଅଧିକାରୀଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ…
Read More...

ପଦ୍ମପୁର ଟାଉନ୍ କ୍ଲବ ତରଫରୁ କାରଗିଲ ବିଜୟ ଉତ୍ସବ ପାଳିତ : ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ୍ କ୍ଲବ ପରିସର ମଧ୍ୟରେ କାରଗିଲ ଦିବସ ପାଳନ କରି ୫୨୭ ଜଣ ସଂଗ୍ରାମୀ ସହିଦ ଯବାନ ମାନଙ୍କୁ ମହମବତୀ ଜଲାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପଦ୍ମପୁର ଟାଉନ୍ କ୍ଲବ ସଭାପତି ଯୁବନେତା ପ୍ରୀତେଶ ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାରଗିଲ…
Read More...

ଟିଟିଲାଗଡ଼ ଓ କଣ୍ଟାବାଞ୍ଜିରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ୬ ଗିରଫ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଓ କଣ୍ଟାବାଞ୍ଜିରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ୬ ଜଣ ଗିରଫ । ଗଞ୍ଜେଇ ବେପାରରେ ବାଲିଗୁଡାର ଜଣେ ଶିକ୍ଷକ ଓ ବଙ୍ଗୋମୁଣ୍ଡା ଅଞ୍ଚଳର ଜଣେ କପଡ଼ା ବ୍ୟାପରୀ ସଂଶ୍ଳିଷ୍ଟ ଥିବା ଜଣାପଡ଼ିଛି । ଗୁରୁବାର ଦିନ ବେଲଗାଁ ପଟୁ ଏକ ଧଳା କଲର୍‌ର…
Read More...

ସନ୍ଧିବାହାଲିରେ ପାରିବାରିକ ସମସ୍ୟାରୁ ଯୁବକଙ୍କ ଆତ୍ମହତ୍ୟା : ପୁଲିସର ତଦନ୍ତ ଜାରି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବାନ୍ଦୁପଳା ପଞ୍ଚାୟତ ସନ୍ଧିବାହାଲି ଗ୍ରାମର ଜଗବନ୍ଧୁ ତାଣ୍ଡିଙ୍କ ପୁଅ ଧନୁ ତାଣ୍ଡି(୨୨)ନାମକ ଜଣେ ଯୁବକ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଦିନ ୧୦ଟା ବେଳେ କୌଣସି ପାରିବାରିକ…
Read More...

ରାଜ୍ୟ ସମବାୟ ସମିତିର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶୁକ୍ରବାର ଦିନ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତିରେ କାର୍ଯ୍ୟ କରୁଥିବା ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଏବଂ ଏନ୍ଏସିର କର୍ମକର୍ତ୍ତା ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଡିଏଏମ୍‌ କେଶବ ଚନ୍ଦ୍ର ଜାଲ ଏହି ବୈଠକକୁ ପରିଚାଳନା ଓ ପରିଚୟ…
Read More...

ଅଧାପନ୍ତରିଆ ପୋଲ : ଚିନ୍ତାରେ ଚାଷୀକୂଳ ପୋଲ ନିର୍ମାଣ କରିବାକୁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଖଣ୍ଡିଝରଣ ଡ୍ୟାମ୍‌ କ୍ଷୁଦ୍ର ଜଳସେଚନ ବିଭାଗ ପାଇକମାଲ ଦ୍ୱାରା ପରିଚାଳିତ ବାମପାର୍ଶ୍ଵ କେନାଲର ଦେଶୀ ମଦଭାଟି ପଡାର ମଧ୍ୟରେ ପୋଲ ଅଧାପନ୍ତରିଆ ହୋଇପଡିରହିଛି । ଏହି ପୋଲ ଦେଇ କେନାଲ ପାଣି ପାଇକମାଲ, ନୂଆଗାଁ,…
Read More...

୨୫ତମ କାରଗିଲ ବିଜୟ ଦିବସ ସ୍ମୃତିରେ ବୃକ୍ଷରୋପଣ

ବରଗଡ଼, (ନିରୋଜ କୁମାର ପାଣୀ) : ଦେଶ ଓ ମାତୃଭୂମିର ରକ୍ଷା କରିବାକୁ ଯାଇ ନିଜର ସର୍ବସ୍ୱ ବଳିଦାନ ଦେଇଥିବା ବୀର ପୁତ୍ର ମାନଙ୍କୁ ସଲାମ । ଆଜି କାରଗିଲ ବିଜୟ ଦିବସକୁ ୨୫ ବର୍ଷ ପୂରଣ ହୋଇଯାଇଛି । ଠିକ୍‌ ଆଜିର ଦିନରେ ଦୀର୍ଘ ୬୦ ଦିନ ଧରି ଚାଲିଥିବା କାରଗିଲ ଯୁଦ୍ଧରେ ବିଜୟୀ ହୋଇ କାରଗିଲ…
Read More...

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ଅଟୋ : ୫ ଆହତ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ଶୁକ୍ରବାର ଦିନ ବରଗଡ ଆମ୍ବପାଲି ଛକରେ ଏକ ପେସେଞ୍ଜର ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଆହତ ମାନଙ୍କୁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଚିକିତ୍ସାଲୟଙ୍କୁ ନିଆଯାଇଥିଲା । ସୂଚନା ମୁତାବକ ବରଗଡ଼…
Read More...

ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ଭେଟିଲେ ଆଶା ଓ ସତ୍କାରର ସଭ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ପୂରାତନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଶା ଓ ସତ୍କାରର କର୍ମକର୍ତ୍ତା ତଥା ସଦସ୍ୟ ମାନେ ଆଜି ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ତାଙ୍କ ଅଫିସ ପ୍ରକୋଷ୍ଠରେ ସାକ୍ଷାତ କରି ଚିକିତ୍ସାଳୟର ବିଭିନ୍ନ ଅସୁବିଧା ଏବଂ ଏହାର ନିରାକରଣ ଉପରେ ଆଲୋଚନା…
Read More...