Yearly Archives

2024

୪ ଜଣ ଯାଦବ ବିଧାୟକ ମାନଙ୍କୁ ଉତ୍କଳ ଯାଦବ ମହାସଭା ଦ୍ଵାରା ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଉତ୍କଳ ଯାଦବ ମହାସଭା ଦ୍ଵାରା କଟକ ସ୍ଥିତ ଯଶୋଦା ଭବନ ଠାରେ ଶନିବାର ଦିନ ନବନିର୍ବାଚିତ ଯାଦବ ବିଧାୟକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ରାଜ୍ୟ ସଭାପତି ଆଶୀର୍ବାଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି…
Read More...

ମୃତକଙ୍କ ପରିବାରକୁ ଭେଟି ସହାୟତାର ହାତ ବଢ଼ାଇଲେ କପିଲାଭଟା ପଞ୍ଚାୟତର ଯୁବ ସମିତି ସଭ୍ୟ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁର ମୃତକଙ୍କ ପରିବାରକୁ ଭେଟି ସହାୟତାର ହାତ ବଢ଼ାଇଛନ୍ତି କପିଲାଭଟା ଗ୍ରାମ ପଞ୍ଚାୟତର ଯୁବ ସମିତି ସଭ୍ୟ କେଦାର ଭୋଇ । ସୂଚନା ଅନୁସାରେ, କପିଲାଭଟା ଗାଁର ଭିକାରୀ ହଂସ ଗତ କିଛି ଦିନ ତଳେ କୌଣସି…
Read More...

ଖେଳିବା ବେଳେ କୂଅକୁ ଖସି ପଡ଼ିଥିଲେ ୨ ନାବାଳକ : ଜଣେ ମୃତ

ଭବାନୀପାଟଣା : ଟାଉନ୍ ଥାନା ଜେନାଖାଲପଡ଼ାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖେଳିବା ବେଳେ କୂଅକୁ ଖସି ପଡ଼ିଥିଲେ ୨ ନାବାଳକ । ଉଭୟଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆରଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅଗ୍ନିଶମ ବିଭାଗ ଦ୍ୱାରା ୭ ବର୍ଷ ନାବାଳକର ମୃତଦେହ…
Read More...

ସ୍ୱାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲାରେ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ…
Read More...

ଆମ ହସ୍ପିଟାଲ ଯୋଜନାରେ ରଙ୍ଗ ବୋଳି ଟଙ୍କା ହଡପ : ନିମ୍ନମାନର କାମ ଯୋଗୁଁ ରୋଗୀ ଏବଂ କର୍ମଚାରୀ ହନ୍ତସନ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ 'ଆମ ହସ୍ପିଟାଲ ଯୋଜନାରେ ଚାଲିଥିବା କାର୍ଯ୍ୟରେ ବାହାର ପଟରୁ ସରକାରୀ ରଙ୍ଗ ବୋଳି ଦେଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ଆସୁଛି । ମିଳିଥିବା ସୂଚନା ଅନୁଯାୟୀ ୧୯୬୧…
Read More...

ଉପରବାହାଲ ତ୍ରିଶୂଳ ବନ୍ଧର ମାଟି କାମରେ ଦୁର୍ନୀତି ଅଭିଯୋଗ : ଭୁଶୁଡ଼ି ପଡିଛି ନିର୍ମାଣଧିନ ଗାର୍ଡୱାଲ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଉପରବାହାଲ ଗ୍ରାମରେ ଥିବା ତ୍ରିଶୂଳ ବନ୍ଧରେ ନିର୍ମାଣ ହୋଇଥିବା ଗାର୍ଡୱାଲ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି । ଉକ୍ତ ବନ୍ଧରେ ହୋଇଥିବା ମାଟି କାମରେ ମଧ୍ୟ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ…
Read More...

କେନ୍ଦ୍ରୀୟ ରିଜର୍ଭ ପୋଲିସ ପ୍ରତିଷ୍ଠା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ର୍ପିଏଫ) ୨୭ ଜୁଲାଇ ୨୦୨୪ରେ ଏହାର ୮୬ତମ ସ୍ଥାପନା ଦିବସ ପାଳନ କରୁଛି । ଏହି ବିଶେଷ ଦିନ ଆମ ଦେଶର ଏକତା, ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ରକ୍ଷା କରିବାରେ ସିଆର୍‌ପିଏଫ୍‌ର ମହତ୍ଵପୂର୍ଣ୍ଣ ଭୂମିକା ତଥା…
Read More...

ମୁମ୍ବାଇରେ ଭୁଶୁଡ଼ିଲା ତିନି ମହଲା କୋଠା

ମୁମ୍ବାଇ : ନବି ମୁମ୍ବାଇରେ ଏକ ତିନି ମହଲା ବିିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି । କୋଠା ଭୁଶୁଡ଼ି ଥିବା ବେଳେ ସେଥିରେ ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି । ମହାରାଷ୍ଟ୍ରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ମଧ୍ୟରେ ଶାହାବାଜ ଗ୍ରାମରେ ଏହି ଘଟଣା ଘଟିଛି । ଭୁଶୁଡ଼ି ପଡ଼ିଥିବା କୋଠାର…
Read More...

୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା : ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର ବଙ୍ଗୋପସାଗର ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି,…
Read More...

ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ କାରଗିଲ ବିଜୟ ଦିବସ ଅବସରରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ଦେଶବ୍ୟାପୀ ପାଳନ ହୋଇଛି, କାରଗିଲ ବିଜୟ ଦିବସ । ଏହି କ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶଙ୍କ ମାର୍ଗଦର୍ଶନରେ ଶୁକ୍ରବାର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ପାଳିତ ହୋଇଛି କାରଗିଲ ବିଜୟ…
Read More...